କଟକ, ୧୨/୨ : ପ୍ରକାଶ ପାଇଲା ଓଟିଇଟି ୨୦୨୫ର ରେଜଲ୍ଟ। ୨୦୨୫ ଡିସେମ୍ବର ୧୭ ତାରିଖରେ ହୋଇଥିଲା ପରୀକ୍ଷା। ଚଳିତ ବର୍ଷ ମୋଟ ପାସ ହାର ରହିଛି ୬୮.୯୭ ପ୍ରତିଶତ ।ପେପର ୧ ରେ ୭୧.୧୬ ଓ ପେପର ୨ ରେ ୬୮.୦୬ ପାସ ହାର ରହିଛି। ମୋଟ ୧୬୦୪୨୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୬୦୪୧ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅପରାହ୍ନ ୪ଟାରୁ ରେଜଲ୍ଟ ବୋର୍ଡ ୱେବସାଇଟ www.bseodisha.ac.inରେ ଉପଲବ୍ଧ ହେବ ।ଖବର ଅନୁଯାୟୀ, ଗତ ବର୍ଷ OTET ପ୍ରଶ୍ନପତ୍ର […]Continue Reading




