Home Posts tagged old lady
Odisha News
ବ୍ରହ୍ମପୁର,୨୫/୨: ସାନ୍ଧ୍ୟ ଭ୍ରମଣରେ ସ୍ୱାମୀ ଯାଇଥିବା ବେଳେ ଘରେ ଥିବା ଏକୁଟିଆ ବୟସ୍କା ମହିଳାଙ୍କୁ ଟାର୍ଗେଟ କଲେ ଦୁର୍ବୃତ୍ତ। ଏପରିକି ଘରେ ପଶିବା ସହ ମହିଳାଙ୍କ ବେକ କାଟି ହତ୍ୟା କଲେ। ଏପରି ଚାଞ୍ଚଲ୍ୟକର ଘଟଣା ଗତକାଲି ସନ୍ଧ୍ୟା ସମୟରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଅଳକା ପୁରୀରେ ଘଟିଛି। ମୃତା ମହିଳା ହେଲେ ସୁଜାତା ବେହେରା । ତେବେ ଘରୁ କୌଣସି ଲୁଟପାଟ ହୋଇ ନ ଥିବା ବେଳେ ଆକ୍ରମଣର କାରଣ ଜଣାପଡ଼ିନି।ସୂଚନା ଅନୁଯାୟୀ, ଗତକାଲି […]Continue Reading
Seo wordpress plugin by www.seowizard.org.