କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ଭୁବନେଶ୍ୱର, ୨୭/୧୧ : ଓଡ଼ିଶା ପୋଲିସର ମହିଳା କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍ଲାଇନ୍ ଜାରି ହୋଇଛି। ଏଣିକି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ରାତି ପାଟ୍ରୋଲିଂ ଓ କଠିନ ଡ୍ୟୁଟିରୁ ମୁକ୍ତି ମିଳିବ।ଏଥିସହ ବର୍ଷକୁ ୧୨ଦିନ ଅତିରିକ୍ତ କାଜୁଆଲ ଲିଭ୍ର ବ୍ୟବସ୍ଥା ରହିଛି। ଆହୁରି ମଧ୍ୟ ଗର୍ଭବତୀ ମହିଳା ପୋଲିସଙ୍କ ପ୍ରି ଓ ପୋଷ୍ଟ ପ୍ରେଗ୍ନାନ୍ସି କେୟାର ନେବ ପୋଲିସ ବିଭାଗ। ସେଥିପାଇଁ ଆବେଦନ କରିବା ମାତ୍ରେ ଦିଆଯିବ Continue Reading




