Home Posts tagged ODIYA FIM ANANTA
Odisha News
ଭୁବନେଶ୍ବର,୧୪/୬: ଓଡ଼ିଆ ସାହିତ୍ୟର କଥାସମ୍ରାଟ ଫକୀର ମୋହନ ସେନାପତିଙ୍କ ପ୍ରସିଦ୍ଧ କାହାଣୀ ‘ରାଣ୍ଡୀପୁଅ ଅନନ୍ତା’ ଉପରେ ଆଧାରିତ ଚଳଚ୍ଚିତ୍ର ‘ଅନନ୍ତା’ ସିନେମା ହଲ୍‌ରେ ଦର୍ଶକମାନଙ୍କର ମନ ଜିଣୁଛି।ରଜ ଉପଲକ୍ଷେ ଶୁଭମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରକୁ ସିନେମାପ୍ରେମୀମାନେ ବହୁତ ପ୍ରଶଂସା କରୁଛନ୍ତି।ଭାରତୀୟ ସିନେମାର ପ୍ରସିଦ୍ଧ ଚିତ୍ରନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ‘ଅନନ୍ତା’ ଦେଖିବା ପାଇଁ ସିନେମା ହଲ୍‌ରେ ନାହିଁନଥିବା ଭିଡ଼ Continue Reading