
କଟକ, ୨୩/୮: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପ୍ରକୃତି ମିଶ୍ର । ପ୍ରକୃତିଙ୍କ ଏତଲା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇନଥିବା ନେଇ ସେ କୋର୍ଟରେ ମାମଲା ଦାଏର କରିଥିବା ଜଣାପଡ଼ିଛି ।ସୂଚନା ଥାଉକି ବହୁ ଚର୍ଚ୍ଚିତ ଓଲିଉଡ୍ ଷ୍ଟାର୍ ବାବୁଶାନ୍ ଏବଂ ପ୍ରକୃତି ମିଶ୍ର ଘଟଣାରେ ଥାନାରେ ଦୁଇ ପକ୍ଷରୁ ମାମଲା ରୁଜୁ ହୋଇଥିଲା ।ଘଟଣା ଦିନ ମଧ୍ୟାହ୍ନ ସମୟରେ ଖାରବେଳ ଥାନାରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ Continue Reading