ଭୁବନେଶ୍ୱର,୨୦/୮: ଭୁଲ ପାଇଁ ଅନୁତାପ କଲେ ଓଲିଉଡ ଅଭିନେତା ବାବୁସାନ ମହାନ୍ତି । ଭିଡିଓ ଜାରି କରି ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ବାବୁସାନ ।ଏକ ୩୬ ସେକେଣ୍ଡର ଭିଡିଓରେ ସେ ନିଜ ଭୁଲ ପାଇଁ କ୍ଷମା ମାଗିବା ସହ ସ୍ତ୍ରୀ ତ୍ରିପ୍ତି ଏଥିପାଇଁ ବହୁ କଷ୍ଟ ପାଇଥିବା କହିଛନ୍ତି । ଏହାସହ ତାଙ୍କର ଆଉ କୌଣସି କ୍ଷତି ହେବା ପାଇଁ ଦେବି ନାହିଁ ବୋଲି ସେ କହିଛନ୍ତି।ଭିଡିଓରେ ବାବୁସାନ କହିଛନ୍ତି, ‘ଆପଣମାନେ ସମସ୍ତେ ଜାଣିଥିବେ କିଛି […]Continue Reading

ଭୁବନେଶ୍ୱର ୩୧/୭: ବାବୁସାନ-ପ୍ରକୃତି-ତୃପ୍ତି ବିବାଦ ମାମଲା । ଦିନକୁ ଦିନ ଘଟଣା ନୂଆ ନୂଆ ମୋଡ ନେବାରେ ଲାଗିଛି । ଗତକାଲି ବାବୁସାନ ମହାନ୍ତି ତାଙ୍କ ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ତାଙ୍କର ଜନ୍ମଦିନ ପାଳିଥିଲେ । ତାଙ୍କ ପରିବାର ଓ ଶ୍ୱଶୁରଙ୍କ ଗହଣରେ କେକ୍ କାଟିଥିଲେ ।ଯାହା ଜଣାପଡୁଛି ଯେ ତାଙ୍କ ବୈବାହିକ ଜୀବନରେ ଆସିଥିବା ଝଡ ଧୀରେ ଧୀରେ ସମାଧାନ ହେବାକୁ ଯାଉଛି । ତେବେ ଏତେସବୁ ପରେ ବି ଗଣମାଧ୍ୟମ ଆଗରେ କେହି […]Continue Reading

କଟକ, ୨୭/୭: ଘାରିଲା ଗିରଫଦାରୀର ଭୟ। ଗିରଫ ଆଶଙ୍କାରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଅଭିନେତା ବାବୁସାନ। ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।ପତ୍ନୀ ତ୍ରିପ୍ତିଙ୍କ ପକ୍ଷରୁ ଦାୟର ଏତଲାରେ ବାବୁସାନ ଅଭିଯୁକ୍ତ ଅଛନ୍ତି। ତାଙ୍କ ନାଁରେ ଦଫା ୪୯୮(କ), ୫୦୬ ମାମଲା ରୁଜୁ ହୋଇଛି। ତେଣୁ ଗିରଫ ଭୟରେ ବାବୁସାନ ବୁଧବାର ଆଗୁଆ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି।ଖାରବେଳନଗର ଥାନାରେ ପତ୍ନୀ ତ୍ରିପ୍ତି ଶତପଥୀ ମାମଲା ରୁଜୁ କରିଛନ୍ତି। ଏଥିର Continue Reading