ଭୁବନେଶ୍ୱର,୧୧/୪:ସୋମବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାହୁ କହିଥିଲେ- ‘ମୋ’ ଜୀବନରେ ଝଡ଼ ଆସିଛି, ମଁଁ ପୀଡ଼ିତା’। ତାଙ୍କର ଏପରି ବୟାନ ଉପରେ ଆଜି ଜବାବ ଦେଇଛନ୍ତି ସ୍ୱାମୀ ଅନୁଭବ ମହାନ୍ତି।ପୋଷ୍ଟ କରିଥିବା କିଛି ଅଫିସିଆଲ୍ ଡକୁମେଣ୍ଟକୁ ପୋଷ୍ଟ କରି ଏହା ବିରୋଧରେ ମୁହଁ ଖୋଲିବାକୁ ବର୍ଷାଙ୍କୁ ନିବେଦନ କରିଛନ୍ତି ଅନୁଭବ। ସୋଶାଲ ମିଡିଆରେ ସ୍ୱାମୀ ଓ ସ୍ତ୍ରୀଙ୍କ ଏହି ବାକ୍ ଯୁଦ୍ଧ ଟୁଇଟାଳିଙ୍କୁ ଆଲୋଚନା କରିବା ପାଇଁ ଖୋରାକ ଯୋଗାଇଛି।ସୋଶାଲ୍ ମିଡିଆ Continue Reading