ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୭/୧ : ବଲାଙ୍ଗିର ଏବଂ ବରଗଡ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରେ ଦୀର୍ଘ ସମୟ ଧରି ଶିକ୍ଷକତା କରିଥିବା,ବିଶିଷ୍ଟ ଶିକ୍ଷାବିଦ୍, ସମାଜସେବୀ ଓ ଧର୍ମନିଷ୍ଠ ବ୍ୟକ୍ତିତ୍ୱ ଶ୍ରୀ ରାଧାମୋହନ ତ୍ରିପାଠୀ କାଲି ସନ୍ଧ୍ୟାବେଳେ ୭୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।ତାଙ୍କର ଜୀବନ କାଳରେ ସେ ଅନେକ କୃତୀ ଛାତ୍ରଛାତ୍ରୀଙ୍କୁ ଗଢ଼ିତୋଳି ଶିକ୍ଷାକ୍ଷେତ୍ରକୁ ସମୃଦ୍ଧ କରିଥିଲେ।ଏକାଧାରରେ ସେ ଜଣେ ଉତ୍ତମ ଶିକ୍ଷକ,ସଜାଗ Continue Reading




