ସୁଦାମ ପାତ୍ରଙ୍କ ରିପୋର୍ଟଜଳେଶ୍ୱର, ୧୮/୧୨: ଗତମାସ ନଭେମ୍ବର ୧୩ ତାରିଖ ଦିନ ଅପରାହ୍ନ ପ୍ରାୟ ୦୧.୦୦-୦୧.୩୦ ସମୟରେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସଦର ବ୍ଲକର ସଦର ଥାନା ନିକଟରେ ଥିବା ଖାନନଗର ଗ୍ରାମ ପାଶ୍ୱର୍ରେ ଥିବା ଏକ ଗୋଚର ଭୂମିରେ ସେହି ଗ୍ରାମର ମହିଳାମାନଙ୍କ ଦ୍ୱାରା ରକ୍ଷଣାବେକ୍ଷଣ କରୁଥିବା କିଛି ସ୍ତ୍ରୀଲୋକ (ମହିଳା)ଙ୍କ ଅନ୍ୟ ମାନଙ୍କର ସୁଯୋଗ ନେଇ ବନ୍ଦ ହୋଇପଡ଼ିଥିବା ବ୍ୟାଟେରୀ ଫେକ୍ଟିରେ ମାଲିକ ବେଣୁଧର ରାଉଳ ଏବଂ ତାର ଜଗୁଆଳୀ ଏସ୍.କେ. Continue Reading




