Home Posts tagged #Odishanewsonline # #Homelone #
Odisha News
ଭୁବନେଶ୍ବର,୧୨/୭: ୮ ପ୍ରତିଶତ ସୁଧରେ ସରକାରୀ କର୍ମଚାରୀ ପାଇବେ ୪୦ଲକ୍ଷ ପର୍ଯ୍ୟନ୍ତ ଋଣ । ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସପ୍ତମ ବେତନ କମିସନ ସୁପାରିଶଆଧାରରେ ଏହା ଲାଗୁ କରାଯାଇଛି ।ସୁଧହାର ପରିମାଣ ମଧ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର‌୍ୟ୍ୟାୟରେ କର୍ମଚାରୀମାନଙ୍କୁ ଦିଆଯିବ।ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା Continue Reading
Seo wordpress plugin by www.seowizard.org.