Home Posts tagged ODISHA (Page 84)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୪/୯ : ସକାଳ ୯ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଏକ ସମବାୟ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ଭାରପ୍ରାପ୍ତ ଜ଼ିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ସମବାୟ ସମିତି ସମୁହର ଉପ ନିବନ୍ଧକ ଫକିର ମୋହନ ବାଘ, ସହକାରୀ ଉପ ନିବନ୍ଧକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୪/୯ : ମା’ ଙ୍କ ଆଗମନରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଏବେ ଉତ୍ସବମୁଖର। ଆଉ ଦିନ କେଇଟା ପରେ ଶକ୍ତିରୂପିଣୀ ମା’ଦୁର୍ଗା ଧରାବତରଣ କରିବେ। ମା’ ଙ୍କ ଆଗମନରେ କାଶତଣ୍ଡି ଫୁଲ ଧରା ପୃଷ୍ଠରେ ଖିଲି ଖିଲି ହୋଇ ନାଚି ଉଠୁଛି ।ମା’ ଙ୍କ ଆବିର୍ଭାବକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଥିବା ବେଳେ ଖୋର୍ଦ୍ଧା ସହରର ସର୍ବ ପୁରାତନ ଖୋର୍ଦ୍ଧା କ୍ଳବ ସାର୍ବଜନୀନ ପୂଜା କମିଟି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୪/୯ : ବୁଧବାର ଦିନ ଦିବା ୧୧ ଘଣ୍ଟା ସମୟରେ ବୌଦ୍ଧ ନିୟନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ସମବାୟ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ସମବାୟ ସମିତି ସମୁହର ଉପ ନିବନ୍ଧକ ଫକିର ମୋହନ ବାଘଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମବାୟ ଆଇଟି ବିଭାଗର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ପଣ୍ଡା, ଜିଲ୍ଲା ସଂଯୋଜକ […]Continue Reading
Odisha News
ଭୁବନେଶ୍ୱର, ୨୪ /୯ : ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଖୁସି କରିଛନ୍ତି ମୋହନ ସରକାର । ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ଦରମା ମିଳିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି, ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା Continue Reading
Odisha News
ଅରୁଣ କୁମାର ସାହୁଙ୍କ ରିପୋର୍ଟକନ୍ଧମାଳ, ୨୪/୯ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କୁ ପର୍ଯ୍ୟଟନକ୍ଷେତ୍ର ଭାବେ ସ୍ୱତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଏବେ ବ୍ଲକ ପ୍ରଶାସନ ହାତକୁ ଚାଲିଗଲା ପ୍ରଥମ ଦିନରେ ହିଁ ହିଲଭିୟୁ ପାର୍କ ଠାରୁ କଫି ବଗିଚା ରେ ଅଧିକା ପର୍ଯ୍ୟଟକ ବୁଲିଥିବା ଓ ହିଲଭିୟୁ ଠାରୁ ଅଧିକା ଟିକେଟ ବାବଦକୁ ଅର୍ଥ ସଂଗ୍ରହ ହୋଇଥିବା ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ।ସେ କହିଛନ୍ତି ଯେ ରବିବାର ସାଂଜାସରୁ ଉନ୍ନୟନ ଟ୍ରଷ୍ଟ […]Continue Reading
Odisha News
ଭୁବନେଶ୍ୱର,୨୪/୯: ବିଜେଡ଼ିରୁ ନିଲମ୍ବନ ପରେ ପୁଣି ବର୍ଷିଛନ୍ତି ଶ୍ରୀମୟୀ ମିଶ୍ର। ଏହା ଗଣତନ୍ତ୍ରର ଅପମାନ ବୋଲିସୋସିଆଲ ମିଡ଼ିଆ ପୋଷ୍ଟରେ ଶ୍ରୀମୟୀ କହିଛନ୍ତି। ଶ୍ରୀମୟୀ କହିଛନ୍ତି, ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ ଦେଉ। ଭୋଟର ଆଇଡି ଏବଂ ଏପିକ ନମ୍ବର ଆବଶ୍ୟକ କରୁ।ସଭାପତି ଭୋଟ ଦେବାକୁ ହେଲେ ସଦସ୍ୟତା ନମ୍ବର ଥିବା ଉଚିତ୍‌। ଯଦି ସଦସ୍ୟଙ୍କ ନମ୍ବର ନାହିଁ, ତେବେ ନିର୍ବାଚନ ନିୟମାନୁମୋଦିତ ନୁହେଁ। ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୪/୯ : ଖୋର୍ଦ୍ଧା ବରୁଣେଇ ଶିଳ୍ପାଞ୍ଚଳ ସୁରକ୍ଷା ସଂକ୍ରାନ୍ତୀୟ ଏକ ସମୀକ୍ଷା କରିଛନ୍ତି ଜିଲ୍ଲା ଏସ୍ପି ବିବେକାନନ୍ଦ ଶର୍ମା। ଆଜି ଜିଲା ପୋଲିସ ମୁଖ୍ୟାଳୟରେ ଏସ୍ପି ଶିଳ୍ପାଞ୍ଚଳ ସଂସ୍ଥା ଗୁଡିକର ପ୍ରତିନିଧି ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଏବଂ ସେମାନଙ୍କ ଆଭ୍ୟନ୍ତରୀଣ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଶିଳ୍ପାନୁଷ୍ଠାନ ଭିତର ଓ ବାହାରେ ସିସିଟିଭି ଖଞ୍ଜିବେ। ଶିଳ୍ପାନୁଷ୍ଠାନରେ କାର‌୍ୟ୍ୟରତ Continue Reading
Top Stories
By Sukant Mohanty Bhubaneswar, Sept. 24 : National Aluminium Company Ltd. (NALCO), a Navratna CPSE under the Ministry of Mines, hostedits first-ever HR Conclave “Nav-Drishti” based on the theme of “People First, Future Forward”, bringing together academicians and professionals belonging to the Mining, Coal, Petroleum, and Metals industry, to ponder and reflect on the new Continue Reading
Odisha News
ଭୁବନେଶ୍ୱର, ୨୩/୯ : ରାଜ୍ୟରେ ବିଗତ ତିନି ବର୍ଷରେ ଉଦ୍ଧାର ହୋଇଛନ୍ତି ୧୦୧ ଶିଶୁ ଶ୍ରମିକ। ୨୦୨୨-୨୩ ରେ ୫ ଜଣ ଶିଶୁ ଉଦ୍ଧାର ହୋଇଥିବା ବେଳେ ୨୦୨୩-୨୪ରେ ୪୫ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି।ସେହିପରି ୨୦୨୪-୨୫ରେ ୫୧ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଏନେଇ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ସରକାର।ବିଜେପି ବିଧାୟିକା ଉପାସନା ମହାପାତ୍ର ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ଗତ ତିନି ବର୍ଷରେ କେତେ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି […]Continue Reading