Home Posts tagged ODISHA (Page 74)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୧୩.୧୦ : ପର୍ବ ପର୍ବାଣୀରେ ଦେବାଦେବୀଙ୍କ ବିସର୍ଜନ ଓ ବିବାହ ଶୋଭାଯାତ୍ରା ସମୟରେ ସଙ୍ଗୀତ ଓ ନୃତ୍ୟ ଆମ ସାମାଜିକ ଜୀବନର ଅଂଶ ବିଶେଷ ।ମାତ୍ର ବିଗତ ବର୍ଷ ଗୁଡିକରେ ଛାତିଥରା ଓ ପ୍ରାଣଘାତି ଶବ୍ଦ ସୃଷ୍ଟିକାରୀ “ଡି.ଜେ” ଗାଡି ଯାଉଥିବା ରାସ୍ତାର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ବୟସ୍କ ଓ ଅସୁସ୍ଥ ବ୍ୟକ୍ତି, ରୋଗୀ, ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଦେଉଥିବା ଯନ୍ତ୍ରଣାକୁ ବିଚାର କରି ଏଥିରୁ ନିବୃତ୍ତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୧୩ : (ସୋମବାର )ଦିନ ଦିବା ୧୦ ଘଟିକା ସମୟରେ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଓ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ଶିବିରରେ ଉପସ୍ଥିତ ରହି ଆସିଥିବା ବିଭିନ୍ନ ଅଭିଯୋଗ ଗୁଡିକର ସମାଧାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟ ରେ ଅତିରିକ୍ତ ଉନ୍ନୟନ ଅଧିକାରୀ ଜ଼ିଲ୍ଲା ପରିଷଦ […]Continue Reading
Odisha News
ଭୁବନେଶ୍ୱର,୧୩/୧୦: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ପ୍ରତ୍ୟାହାର ଆରମ୍ଭ ହୋଇଛି। ଆଗାମୀ ୨-୩ ଦିନ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ବର୍ଷା ପ୍ରତ୍ୟାହାର ହେବ ବୋଲି ଆଇଏମ୍‌ଡି କହିଛି।ଆଇଏମ୍‌ଡି ବୁଲେଟିନ୍‌ରେ କୁହାଯାଇଛି, “ମୌସୁମୀ ବର୍ଷା କର୍ଣ୍ଣାଟକ, ତେଲଙ୍ଗାନା, ମହାରାଷ୍ଟ୍ରର ଅଧିକାଂଶ ଅଞ୍ଚଳ, ସମ୍ପୂର୍ଣ୍ଣ ଗୋଆ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, Continue Reading
Odisha News
ଭୁବନେଶ୍ୱର , ୧୩/୧୦ : ବଢ଼ିଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆବେଦନ ଅବଧି । ଇ-ମେଧାବୃତ୍ତି, ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଆବେଦନ ଅବଧି ବୃଦ୍ଧି ମଧ୍ୟ ବଢ଼ିଛି। ଅନ୍ୟପକ୍ଷେ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଅବଧି ବୃଦ୍ଧି କରାଯାଇଛି। ଏସବୁ ଆବେଦନ ସମୟସୀମା ଅବଧି ଅକ୍ଟୋବର ୨୪ ତାରିଖକୁ ଉଚ୍ଚ ଶିକ୍ଷା ବିଭାଗ ବୃଦ୍ଧି କରିଛି।ଏହି ଯୋଜନାରେ ଇ- ମେଧାବୃତ୍ତି(ୟୁଜି-ମେରିଟ୍, ପିଜି-ମେରିଟ୍ ଓ ଟେକ୍ନିକାଲ୍ ଆଣ୍ତ ପ୍ରଫେସନାଲ୍ Continue Reading
Odisha News
ପୁରୀ , ୧୩/୧୦ : ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ ସମୟରେ ବାଟରେ କାଦୁଆ ଠାରେ ଅଟକି ଜଣେ ପଇଡ ବିକ୍ରେତା ଠାରୁ ପଇଡ କିଣି ପିଇ ୧୦୦୦ ଟଙ୍କା ଦେବା ସହ ଏବଂ ପଇଡ ବିକୁଥିବା ବେପାରୀ ଶ୍ରୀଧର ମହାପାତ୍ରଙ୍କ ସହିତ ଦୁଃଖ ସୁଖ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀଧରଙ୍କ ସହ କଥା ହେବା ବେଳେ କିଭଳି ବ୍ୟବସାୟ ଚାଲିଛି, କେତେବର୍ଷ ଧରି ବ୍ୟବସାୟ କଲେଣି ଓ ସରକାରୀ ସୁବିଧା […]Continue Reading
Odisha News
ଭୁବନେଶ୍ୱର, ୧୩/୧୦ : ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ବୁଲା କୁକୁର ଗଣନା କରାଯାଇଥିଲା । ଗତ ସେପ୍ଟେମ୍ବର ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଏମ୍ ସି ପକ୍ଷରୁ ଦୁଇଟି ପର୍ଯ୍ୟାୟରେ କୁକୁର ଗଣନା କରାଯାଇଥିଲା । ବିଏମ୍ ସି ଅଂଚଳରେ ଥିବା ୬୭ଟି ଓ୍ୱାର୍ଡର ସମସ୍ତ ଗଳିକନ୍ଦିରେ ଏହି କୁକୁର ଗଣନା କାର୍ଯ୍ୟ ହୋଇଥିଲା ।ବିଏମସି ଅଞ୍ଚଳରେ ୪୭,୧୨୬ ବୁଲା କୁକୁର ଥିବା ସୂଚନା ମିଳିଛି । ୨୩,୦୪୭ ଅଣ୍ଡିରା, ୧୫,୫୫୨ ମାଈ […]Continue Reading
Odisha News
ଭୁବନେଶ୍ୱର, ୧୩/୧୦ : ନୂଆପଡ଼ା ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜିଠୁ ନାମାଙ୍କନ କରାଯାଉଛି। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ୨୨ ତାରିଖ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ହେବ। ୨୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ନଭେମ୍ବର ୧୧ରେ ଭୋଟ ହେବ । ୧୪ରେ ଫଳାଫଳ ଘୋଷଣା ହେବ।ନୂଆପଡ଼ା ଉପ ନିର୍ବାଚନ ପାଇଁ ଉଭୟ ବିଜେଡି ଓ ଭାଜପାର ପ୍ରାର୍ଥୀ ଚୟନରେ ଦିନ ଗଡି […]Continue Reading
Odisha News
ଭୁବନେଶ୍ୱର , ୧୩/୧୦ : ରାଜଧାନୀରେ ଆଜି ସକାଳୁ ସକାଳୁ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏମ୍ସରେ କାର୍ଯ୍ୟରତ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଜଣେ ଦୁର୍ବୃତ୍ତ ଗୁଳି କରିଦେଇଛି ।ଦୁର୍ବୃତ୍ତ ଜଣକ ଗୋଟେ ସ୍କୁଟିରେ ଆସି ଗୁଳି କରି ମାରିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ସୂଚନା ଅନୁସାରେ, ଏହି ଅଘଟଣ ପୂର୍ବ ଶତ୍ରୃତା କାରଣରୁ ଘଟିଥିବା ଅନୁମାନ […]Continue Reading
Odisha News
By Tapaswini Sahoo Paradeep, Oct 13: AM/NS Ports organised an eye check-up camp at Lockpada Upper Primary School under its flagship Corporate Social Responsibility (CSR) initiative, Project ‘Aarogya’ to mark World Sight Day. The initiativeis aligned with this year’s global theme ‘Love Your Eyes’, with an aim to raise awareness on eye care among school […]Continue Reading
Odisha News
ଭୁବନେଶ୍ୱର , ୧୩/୧୦ : ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା କାଉଣ୍ଟର କଲେ ପ୍ରଭାତୀ । ସେ କହିଛନ୍ତି ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁଁହରୁ-“ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ମନ୍ତବ୍ୟ । କେବଳ ମୋତେ ନୁହେଁ ପଶ୍ଚିମ ବଙ୍ଗଳା ରେ ଥିବା ଚାରିକୋଟି ନବେ ଲକ୍ଷ ମହିଳାମାନଙ୍କୁ ଆଶ୍ଚର‌୍ୟ୍ୟ ଓ ଅପମାନିତ Continue Reading