Home Posts tagged ODISHA (Page 539)
Top Stories
By Our Correspondence Bhubaneswar, Feb 9: The Institute of Minerals and Materials Technology (CSIR IMMT) in Bhubaneswar, in collaboration with the Bureau of Indian Standards (BIS), organised a landmark seminar today at S S Bhatnagar Auditorium,  CSIR IMMT, Bhubaneswar, focusing on “Technological Advancements in the Aluminum Industry, Standardization, and Quality Continue Reading
Odisha News
ଭୁବନେଶ୍ବର,୯/୨: ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ନିର୍ଦେଶକ ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଓ ବିକାଶମୂଳକ କାମରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି।ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସଂତୃପ୍ତ। ଦଳରେ ସାମିଲ ହେବା ପରେ ସଂତୃପ୍ତ କହିଛନ୍ତି, ଓଡ଼ିଶାର ସେବା କରିବାକୁ ମୋତେ ବିଜେଡି ତରଫରୁ ସୁଯୋଗ ମିଳିଛି। ଭାରତୀୟ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୯/୨: ବୌଦ୍ଧ ଜଙ୍ଗଲ ବିଭାଗ ତରଫରୁ ନେଚର କ୍ୟାମ୍ପ- ଓଡିଶା ସରକାରଙ୍କ ଜଙ୍ଗଲଓ ପରିବେଶ ବିଭାଗ ସହାୟତାରେ ବୌଦ୍ଧ ଜଙ୍ଗଲ ବିଭାଗ ତରଫରୁ ଛାତ୍ରଛାତ୍ରୀମାନଙ୍କ ର ପ୍ରକୃତି ପରିବେଶ କୁ ଅତି ନିକଟରୁ ଜାଣିବା ପାଇଁ ଏକ ନେଚର କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ୧୧ ଜଣ , କେନ୍ଦ୍ରୀୟ ବିଦ୍ୟାଳୟର ୨୦ ଜଣ ଏବଂ ପୁରୁଣା କଟକ ସରସ୍ଵତୀ ଶିଶୁ ମନ୍ଦିରର ୩୦ ଜଣ ଇକୋ କ୍ଲବ […]Continue Reading
Feature
By Akshya Rout Balasore, Feb 8 :True love knows no reason, no boundaries, no distance, Love, they say, knows no boundaries and barriers. It can scale top hurdles and penetrate the strong walls to arrive at its destination. Love only speaks to heart and soul over caste, creed, colour and any community.  It is evident […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୮/୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏସଡିଜେଏମ କୋର୍ଟ ଏକ ୧୯ ବର୍ଷୀୟା ଯୁବତୀକୁ ଦୁଷ୍କର୍ମ ହୋଇଥିବା ମାମଲାର ବିଚାର କରି ଦୁଷ୍କର୍ମକାରୀ ଯୁବକ ବୁନୁ ଦିଗାଲ କୁ ବିଭିନ୍ନ ଦଫାରେ ୪ବର୍ଷ ୧୦ ମାସ ସଶ୍ରମ କାରାଦଣ୍ଡା ଦେଶ ସହିତ ୩ ହଜାର ୫୦୦ ଟଙ୍କା ଜରିମାନା ଶୁଣାଣି କରି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଘଟଣାରୁ ପ୍ରକାଶ, ଗତ ୨୦୨୩ ମସିହା ସେପ୍ଟେମ୍ବର ମାସ ୨୯ ତାରିଖ ଦିନ […]Continue Reading
Odisha News
ଭୁବନେଶ୍ବର, ୮/୨: ଓଡ଼ିଶା ଆସୁଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିସନର ରବି କୁମାର। ନିର୍ବାଚନ ପାଇଁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସେ। ଏହି ଗସ୍ତ ଅବସରରେ ମୁଖ୍ୟ ନିର୍ବାଚନ କମିସନର ପ୍ରସ୍ତୁତି ନେଇ ସମୀକ୍ଷା କରିବେ। ଆସନ୍ତା ୧୫ ତାରିଖରୁ ଆରମ୍ଭ କରି ୧୭ ତାରିଖ ଯାଏଁ ଓଡ଼ିଶା ଗସ୍ତରେ ରହିବେ ସେ। ତେବେ ଖୁବ୍ ଶୀଘ୍ର ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି।କିଛି ରାଜ୍ୟରେ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୮/୨: ବୌଦ୍ଧ ଜିଲ୍ଲା ର ତୁଲସୀ ମଣ୍ଡପ, ବୁଟୁପାଲି ଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ତ୍ରିପାଠୀ ଙ୍କ ଅଧ୍ୟକ୍ଷତ। ରେ ଜିଲ୍ଲାସ୍ତରୀୟ କ୍ରେତା ବିକ୍ରେତା ସମ୍ମିଳନୀ ତା: ୦୭.୦୨.୨୦୨୪ ରିଖ ଦିନ ORMAS ଦ୍ଵାରା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସମ୍ମିଳନୀ ରେ ଭୂବନେଶ୍ଵର, କଟକ, ଫୁଲବାଣୀ, ସୋନପୁର ତଥା ବୌଦ୍ଧ ଜିଲ୍ଲା ର ବିକ୍ରେତା ମାନେ ଅଂଶଗ୍ରହଣ କରିଥିଲେ ।ଏହି Continue Reading
Odisha News
ଭୁବନେଶ୍ବର, ୭/୨: ବହୁଚର୍ଚ୍ଚିତ ନୟାଗଡ଼ର ଶିଶୁକନ୍ୟା ‘ପରୀ’ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗୃହରେ ବିବୃତି ରଖିଛନ୍ତି।ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି- ପରୀ ଘଟଣାରେ ଦୋଷୀ ଗତକାଲି ଦଣ୍ଡ ପାଇସାରିଛି। ପରୀ ଭଳି ସମ୍ବେଦନଶୀଳ ଘଟଣାରେ ବିରୋଧୀ ରାଜନୀତି କରୁଛନ୍ତି। ନିର୍ବାଚନ ସମୟରେ ରାଜନୀତି ହେବା କଥା। କିନ୍ତୁ ବିରୋଧୀ ହୀନ ରାଜନୀତି Continue Reading
Odisha News
ଭୁବନେଶ୍ୱର, ୭/୨: ‘ଓଡ଼ିଶାରେ ଚାଲିଛି ପାର୍ଟନରସିପ୍ ସରକାର। ବିଜେପି ଓ ବିଜେଡି ଭାଗିଦାରୀରେ ଚାଲିଛି ଏହି ସରକାର।ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇ ଯା ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇ ଯାଇଥିବା ବେଳେ ବେରୋଜଗାରୀ ବଢ଼ିଛି। ଦେଶରେ ସବୁଠାରୁ ଅଧିକ ବେରୋଜଗାର ଲୋକ ଓଡ଼ିଶାରେ ହିଁ ଅଛନ୍ତି। ଏଠାରେ ଏକ ଆଦିବାସୀବହୁଳ ରାଜ୍ୟ ହୋଇଥିବା ବେଳେ ଏଠାରେ ଆଦିବାସୀ, ଦଳିତ ଓ ପଛୁଆବର୍ଗ ସୁରକ୍ଷିତ ନୁହନ୍ତି।ସେମାନଙ୍କୁ ଅକଥନୀୟ ଅତ୍ୟାଚାରର Continue Reading