Home Posts tagged ODISHA (Page 530)
Odisha News
ଭୁବନେଶ୍ୱର,୨୩/୨: ରାଜ୍ୟ ସରକାର ଗ୍ରାମପଞ୍ଚାୟତ ଗୁଡ଼ିକରେ କାମ କରୁଥିବା ସେଲଫ ଏମ୍ପ୍ଲୟେଡ୍ ମେକାନିକ୍ ବା ସ୍ବାବଲମ୍ବୀ କାରିଗରମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି।ସ୍ବାବଲମ୍ବୀ କାରିଗରଙ୍କ ପାରିଶ୍ରମିକ ପୂର୍ବରୁ ୪ ହଜାର ଟଙ୍କା ଥିବା ବେଳେ ଏବେ ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ପୂର୍ବ ପାରିଶ୍ରମିକଠାରୁ ୬୨ ଦଶମିକ ୫୦ ପ୍ରତିଶତ ଅଧିକ। ଏହାଦ୍ବାରା ରାଜ୍ୟର ୧୩ ହଜାର ସ୍ବାବଲମ୍ବୀ କାରିଗର ଉପକୃତ ହେବେ।୫ଟି ଓ ଆମ ଓଡ଼ିଶା ନବୀନ Continue Reading
Bollywood
ବ୍ରହ୍ମପୁର,୨୩/୨: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ସୂର୍ଯ୍ୟନଗରରେ ରହୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଦେବାଶିଷ ସେଠୀ(୧୭) ବୋଲି ପୁଲିସ କହିଛି। ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନମ୍ବର ୧୦୦/୨୪ରେ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରୀକ୍ଷାରେ କପି କରି ଧରାପଡ଼ିବାରୁ ଛାତ୍ର ଜଣକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ସୂଚନା ଅନୁସାରେ, ସୂର୍ଯ୍ୟନଗରରେ ରହୁଥିବା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୩/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଠାରୁ ୧୮କି.ମି ଦୂରରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରୁତୁଙ୍ଗିଆ ଗ୍ରାମ ଅବସ୍ଥିତ । ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧିନସ୍ଥ ଋତୁଙ୍ଗିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୫ମ ବାର୍ଷିକ ଉତ୍ସବ ଚଳିତ ମାସ ୧୭ ଶନିବାର ଦିନ ଆୟୋଜିତ ହୋଇଥିଲା ।ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ ମୁଖ୍ୟ ଅତିଥି ଯୋଗ ଦେଇଥିବା ବେଳେ ବାଲିଗୁଡା Continue Reading
Odisha News
କେନ୍ଦୁଝର, ୨୩/୨ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ଛକ ନିକଟରେ ଲୁହା ଛଡ଼ ବୋଝେଇ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ବାପ ପୁଅ ମୃତ୍ୟୁବରଣ କରିଥିବା ବେଳେ ଖବର ପାଇ ଗାଁରେ ଦାଦା ହୃଦଘାତରେ ମୃତ୍ୟୁବରଣ କରିଛନ୍ତି।ଆଜି ସକାଳ ୯ଟାରେ ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା(୫୭) ଓ ପୁଅ ଲକ୍ଷ୍ମଣ ମୁଣ୍ଡା (୩୫) ଏକ ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ […]Continue Reading
Odisha News
ମାଲକାନଗିରି, ୨୩/୨: ପୁଣି ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୁଲିସ ସୂଚନାଦାତା ଅଭିଯୋଗରେ ନକ୍ସଲମାନେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କରିଥିବାର ଖବର ମିଳିଛି।ଦୁଇ ମୃତକ ହେଲେ ଛତିଶଗଡ଼ ସୁକୁମା ଜିଲ୍ଲା ଦୁଲେଡ୍ ଗାଁର ବାସିନ୍ଦା ସୋଡି ହୁଙ୍ଗା ଏବଂ ମାଡଭି ନନ୍ଦା। ନକ୍ସଲମାନଙ୍କ ପାମେଡ଼ କ୍ଷେତ୍ର କମିଟି ସୂଚନାଦାତାଙ୍କୁ ଅଭିଯୋଗ କରି ହତ୍ୟା ପାଇଁ ନିଜକୁ ଦାୟୀ କରିଛି।ଉଭୟ ଗ୍ରାମବାସୀଙ୍କୁ ପୁଲିସ ସୂଚନାଦାତା ବୋଲି ଆଗରୁ ନକ୍ସଲମାନେ Continue Reading
Top Stories
By Our Correspondence Barbil, Feb 23,: ArcelorMittal Nippon Steel India (AM/NS India), a joint venture between ArcelorMittal and Nippon Steel, two of the world’s leading steelmakers, awarded ‘Beti Padhao Scholarships’ to 147girl students of Barbil region in a felicitation ceremony held on February 21, 2024 at the auditorium of Rungta town hall, Barbil. The flagship […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୨: ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ମହାନଦୀରେ ଜାଆଁଳ ବୃଦ୍ଧି ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି । ଦିନକୁ ଦିନ ମହାନଦୀରେ ବେଆଇନ ବ୍ଳାଷ୍ଟିଙ୍ଗ ତଥା ବିଷ ପ୍ରୟୋଗକୁ ଦୃଷ୍ଠିରେ ରଖି ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ମହାନଦୀରେ ମାଛ ଜାଆଁଳ ବୃଦ୍ଧି ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି ।ଏଥିପାଇଁ ବୌଦ୍ଧ ବ୍ଲକର ଖୁଣ୍ଟବନ୍ଧ ପଞ୍ଚାୟତର ଚଣ୍ଡିଗଡ ଏବଂ ବାଉଁଶୁଣୀ ମହାନଦୀ ଘାଟ ଠାରେ ଏ Continue Reading
Odisha News
ଭୁବନେଶ୍ୱର,୨୩//୨: ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ଗଞ୍ଜାମ ବେଲଗୁଣ୍ଠା ଗସ୍ତରେ ଯାଇଥିବାବେଳେ ସାମନାକୁ ଆସିଛି ଅଭାବନୀୟ ଦୃଶ୍ୟ ।ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ କରିଛନ୍ତି ଜଣେ ବ୍ୟକ୍ତି । ତେବେ ଟମାଟୋ ମାଡ ପରେ ବି ଅଟକି ନଯାଇ, ବେଲଗୁଣ୍ଠାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଜନସଭାକୁ ଉଦବୋଧନ ଦେଇଛନ୍ତି ୫-ଟି ଅଧ୍ୟକ୍ଷ । ସେ କହିଛନ୍ତି, ତାଙ୍କ ଉପରକୁ ଟମାଟୋ, ଅଣ୍ଡା, ଚପଲ, କାଳିମାଡ, ଗୁଳିମାଡ କରନ୍ତୁ । ସେଥିରେ ପରବାୟ Continue Reading