Home Posts tagged ODISHA (Page 51)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୧୧ : ବୌଦ୍ଧ ସଦର ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଗୁଡ଼ିଆଳି ଗ୍ରାମର ଭିକାରି ମହାକୁଡ଼ଙ୍କ ଏକମାତ୍ର ଦିବ୍ୟାଙ୍ଗ ଝିଅ ଶାନ୍ତି ବୟସ ପାଖାପାଖି ୩୫ବର୍ଷ ।ବାପା ଭିକାରି ମହାକୁଡ଼ଙ୍କ ସ୍ତ୍ରୀ ୧୦ବର୍ଷ ଆଗରୁ ମୃତ୍ୟୁ ବରଣ କରିଥିବା ବେଳେ ବାପା ସହିତ ବହୁ କଷ୍ଟରେ ଜୀବନ ବିତାଉ ଥିଲେ । କିଛିଦିନ ହେବ ଶାନ୍ତିର ଦେହ ଅସୁସ୍ଥ ହେବାରୁ ବାପା ଭିକାରି ବୌଦ୍ଧ ଡାକ୍ତରଖାନା ନେଇ ଚିକିତ୍ସା କରିଥିଲେ କ୍ଷ କିନ୍ତୁ ଆଜି […]Continue Reading
Top Stories
By Subrat Sarangi Bhubaneswar, Nov. 15: The Odisha AM/NS India Gymnastics High Performance Centre (HPC) delivered a commanding performance at the recently held Sub Junior Artistic Gymnastics National Championship 2025–26, in Prayagraj, Uttar Pradesh where its young athletes brought laurels to the state by winning two silver and one bronze medal in individual events, and Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୧୫/୧୧ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍‌), ୯୫% ନୂତନ ବିଦ୍ୟୁତ୍ ସଂଯୋଗ ଆବେଦନର ଫଇସଲା ମାତ୍ର ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରି ଗ୍ରାହକ ସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।ଏହି ସଫଳତା ‘ପ୍ରୋଜେକ୍ଟ ସଞ୍ଜୋଗା ଏକ୍ସପ୍ରେସ୍: ଅପେକ୍ଷା ରୁ ମୁକ୍ତି’ ପଦକ୍ଷେପ ଯୋଗୁଁ ସମ୍ଭବ ହୋଇପାରିଛି। ନୂଆ Continue Reading
Odisha News
ନୂଆପଡ଼ା , ୧୪/୧୧ : ବାପାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ପୁଅ । ନୂଆପଡ଼ାରେ ମୋଦି-ମୋହନ-ମନମୋହନଙ୍କ ଯାଦୁ କାମ କରିଛି ।  ନୂଆପଡ଼ା ପାଇଛି ନୂଆ ବିଧାୟକ । ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମ ଥର ହୋଇଥିବା ଉପନିର୍ବାଚନରେ ଦଳକୁ ମିଳିଛି ଅଦ୍ଭୁତ ପୂର୍ବ ସଫଳତା । ବୃହତ ଜନାଦେଶ ସହିତ ଶେଷରେ ନୂଆପଡ଼ା ଦଖଲ କରିଛି ବିଜେପି । ବୃହତ ବ୍ୟବଧାନରେ ଏକତରଫା ଭାବେ ଭୋଟ୍ ପୋଛି ନେଇଛନ୍ତି ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀ […]Continue Reading
Odisha News
ଭୁବନେଶ୍ୱର , ୧୪/୧୧ : ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ। ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବାରୁ ତାଙ୍କୁ କଟକରୁ ଭୁବନେଶ୍ୱରର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସେ କିଡନୀ ଓ ଲିଭର୍ ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି । ଯେଉଁଥି ପାଇଁ ହ୍ୟୁମାନ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ହ୍ୟୁମାନ ସାଗରଙ୍କୁ ଏମ୍ସକୁ ଅଣାଯାଇ ଚିକିତ୍ସା କରାଯାଇଥିବା ନେଇ ସୂଚନା ମିଳିଛି ।ସୂଚନା ଥାଉ କି Continue Reading
Odisha News
ଭୁବନେଶ୍ୱର , ୧୪/୧୧: ନୂଆପଡ଼ା ନିର୍ବାଚନର ଫଳାଫଳ ଆସୁଛି। ଫଳାଫଳ ଅନୁଯାୟୀ, ନୂଆପଡ଼ାରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ତମ ରାଉଣ୍ଡ ସୁଦ୍ଧା ଯେଉଁ ଟ୍ରେଣ୍ଡ ସାମ୍ନାକୁ ଆସିଛି, ସେଥିରେ ବିଜେଡି କଂଗ୍ରେସକୁ ବହୁ ପଛରେ ପକାଇଛି ବିଜେପି।ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୨ତମ ରାଉଣ୍ଡ ସୁଦ୍ଧା ୪୦, ୩୧୩ ଭୋଟରେ ଆଗୁଆ ଅଛନ୍ତି। ଯାହାକି ତାଙ୍କ ବିଜୟକୁ ପକ୍କା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୩/୧୧ : ବୌଦ୍ଧ ୧୩/୧୧ – ଜିଲ୍ଲା ସ୍ତରୀୟ ଆସ ସ୍କୁଲ ଯିବା ପଦଯାତ୍ରା ପି ମ୍ ଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ, ସରସରା ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ବିଧାୟକ ବୌଦ୍ଧ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଏକ ଦେଶ ଏକ ଶିକ୍ଷା […]Continue Reading
Odisha News
ନୂଆପଡ଼ା, ୧୩/୧୧ : ତେବେ ନୂଆପଡ଼ା ଉପ ନିର୍ବାଚନ ପାଇଁ ଶେଷ ହୋଇସାରିଛି ଭୋଟିଂ। ରାତି ପାହିଲେ ଆସିବ ରେଜଲ୍ଟ। ଆଉ ପଳାଫଳ ଅସିବା ପୂର୍ବରୁ କିଏ ଜିତିବ ନୂଆପଡ଼ା ଆସନ ସେନେଇ ବଡ ଭବିଷ୍ୟବାଣୀ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ। ନୂଆପଡ଼ା ଉପନିର୍ବାଚନରେ ଏଥର କଂଗ୍ରେସ ବିଜୟ ଲାଭ କରିବ ବୋଲି କହିବା ସହ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ବିପୁଳ ଜନ ସମର୍ଥନ ମିଳିଛି, ତେଣୁ ସେ ଅଢ଼େଇରୁ ୫ ହଜାର ଭୋଟରେ […]Continue Reading
Top Stories
By Payal Banarjee New Delhi, Nov. 13 : The Energy Department, Government of Odisha, through its Department of Energy,today announced the Global Energy Leaders’Summit(GELS)2025,to be held in Puri, Odisha, from 5-7 December 2025. The logo of the event, symbolising harmony between nature and innovation was released today by Union Minister of State for Power and […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୩/୧୧ : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଉପଲକ୍ଷେ ଆସନ୍ତା ନଭେମ୍ବର ୧୫ ତାରିଖରେ ଜିଲ୍ଲା ସଦର ମହକୁମା ଠାରେ ଏକତା ଓ ସଂହତି ରାଲୀ ଏବଂ ଜନଜାତୀୟ ଗୌରବ ଦିବସ -୨୦୨୫ ପାଳନ ଉପଲକ୍ଷେ ବୈଠକ ଅନୁଷ୍ଠିତ Continue Reading