Home Posts tagged ODISHA (Page 503)
Odisha News
ରାଉରକେଲା, ୧୦/୪: ମୁଁ ବିଜେପିରେ ଅଛି। ହେଲେ ଏଯାଏଁ ଟିକେଟ ଫାଇନାଲ ହୋଇନାହିଁ। ରାଉରକେଲା ବିମାନବନ୍ଦରରୁ ବାହାରିବା ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ପୂର୍ବତନ ମନ୍ତ୍ରୀ ଦିଲୀପ ରାୟ ବୁଧବାର ଏହା କହିଛନ୍ତି।କେବଳ ସେତିକି ନୁହେଁ ଅନୁଗତ ଓ କର୍ମୀଙ୍କୁ ଦେଖି ଦିଲୀପ ଭାବବିହ୍ୱଳ ହୋଇପଡିଥିଲେ। କେଉଁକେଉଁ ପ୍ରସଙ୍ଗକୁ ନେଇ ସେ ଲୋକଙ୍କ ପାଖକୁ ଯିବେ ବୋଲି ଗଣମାଧ୍ୟମ ପ୍ରଶ୍ନରେ କହିଥିଲେ, ଏଯାଏଁ କିଛି ଯୋଜନା ପ୍ରସ୍ତୁତ ହୋଇନାହିଁ।୨୦୧୮ ମସିହାରେ ବିଜେପିରୁ Continue Reading
Feature
BY AKSHAYA ROUT JAJPUR, APR 10 : Muslims in Lucknow, Delhi, Karnataka, and many other parts of India will observe another day of fasting as the Eid al-Fitr crescent moon was not sighted on Tuesday night, April 9. This news follows official announcements from prominent mosques like Delhi’s Jama Masjid and Fatehpuri Masjid, along with […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୪: ଶିଳ୍ପ ବିହୀନ ବୌଦ୍ଧଜିଲ୍ଲା ରାଜ୍ୟରେ ଏକ ଅନଗ୍ରସର ଓ ପଛୁଆ ଜିଲ୍ଲା ଭାବରେ ପରିଗଣିତ ହେଉଛି । ଜିଲ୍ଲାରେ ଶିଳ୍ପ କହିଲେ ତନ୍ତ ଓ ଚାନ୍ଦୁଆ କାରିଗରି ।ପ୍ରୋତ୍ସାହନ ଅଭାବରୁ ଦିନକୁ ଦିନ ତନ୍ତ ବନ୍ଦ ହେବାକୁ ଯାଉଥିବା ବେଳେ ଚାନ୍ଦୁଆ ଶିଳ୍ପ ମଧ୍ୟ ମଉଳିବାରେ ଲାଗିଛି । ବୌଦ୍ଧର ଚାନ୍ଦୁଆ ଶିଳ୍ପ ପ୍ରଚାର ପ୍ରସାର ଅଭାବରୁ ବଣମଲ୍ଲୀ ଭଳି ଲୋକଲୋଚନର ଆଡୁଆଳରେ ରହିଯାଇଛି । କିନ୍ତୁ କାରିଗରୀ ବିଦ୍ୟା, ମାନବତ୍ତା, Continue Reading
Odisha News
ଭୁବନେଶ୍ବର , ୧୦/୪ : ୩୮ ଜଣିଆ ସଦସ୍ୟଙ୍କୁ ନେଇ ବିଜେଡିର ଇସ୍ତାହାର କମିଟି ଗଠିତ ହୋଇଛି। ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ଥିବା ବେଳେ ୬ ଜଣଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଅମର ପଟ୍ଟନାୟକ ଏହାର ଆବାହକ ଥିବା ବେଳେ ଡକ୍ଟର ସସ୍ମିତ ପାତ୍ର ସହ ଆବାହକ ଅଛନ୍ତି।କମିଟିର ଉପାଧ୍ୟକ୍ଷମାନେ ହେଲେ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ର। ଏଣେ ସୁକାନ୍ତ […]Continue Reading
Odisha News
ଭୁବନେଶ୍ୱର, ୧୦/୪: ଓଆରଏଚ୍‌ଡିସି ମାମଲାରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ମହମ୍ମଦ ମୋକିମଙ୍କୁ ଆବେଦନକୁ କୋର୍ଟ ବୁଧବାର ଖାରଜ କରିଦେଇଛନ୍ତି।ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି । ନିମ୍ନ ଅଦାଲତ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ।Continue Reading
Business News Top Stories
The project aims to recruit 1000 girls from underserved communities nationally and support them through higher education and job opportunities By Subrat Sarangi New Delhi, April 10 :  Vedanta Limited, Lanjigarh, India’s premier producer of smelter grade alumina and a unit of Vedanta Aluminium, recently launched the second phase of its unique recruitment drive ‘Project […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୯/୪: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ସିମନବାଡିରେ ସୋମବାର ପଞ୍ଚୁଦଣ୍ଡ ମିଳନ ହେବା ସହ ମଙ୍ଗଳବାର କାର୍ଯ୍ୟକ୍ରମ ଶେଷ ହୋଇଛି। ପ୍ରକାଶ ଯେ, ସକାଳ ୮ଟାରେ ବିଭିନ୍ନ ଅଞ୍ଚଳର ଦଣ୍ଡ ଦଳ ଆସି ସିମନବାଡ଼ିରେ ପହଞ୍ଚି ଥିଲେ। ପୂର୍ବ ନିଦ୍ଧାରିତ ଅନୁସାରେ ଗ୍ରାମବାସୀ ତାଙ୍କୁ ବାଟ ବରଣ କରି ଦୁର୍ଗା ମଣ୍ଡପକୁ ସ୍ବାଗତ କରି ନେଇଥିଲେ।ଦଣ୍ଡ ଦଳ ଦୁର୍ଗାମଣ୍ଡପକୁ ବିରାଟ Continue Reading
Odisha News
ଭୁବନେଶ୍ବର, ୯/୪: ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଚଳିତ ସାଧାରଣ ନିର୍ବାଚନରେ ରାଉରକେଲା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହେଇପାରନ୍ତି।ଦଳୀୟ ଘୋଷଣା ପୂର୍ବରୁ ନିର୍ବାଚନ ପ୍ରଚାର ବେଳେ ସାଂସଦ ଜୁଏଲ ଓରାମ ଏନେଇ ଇସାରା ଦେଇଛନ୍ତି।ସେ କହିଛନ୍ତି, ରାଉରକେଲା ବିଧାନସଭା ଆସନ ପାଇଁ କୌଣସି ମୁହୁର୍ତ୍ତରେ ପ୍ରାର୍ଥୀ ଘୋଷଣା ହୋଇପାରେ। ଏବେ ଦିଲ୍ଲୀପଙ୍କ ମାମଲାର ସମାଧାନ ହୋଇସାରିଛି। ତେଣୁ ତାଙ୍କୁ ଟିକେଟ୍ ମିଳିପାରେ।ତଳସରା Continue Reading