Home Posts tagged ODISHA (Page 501)
Odisha News
ଭୂବନେଶ୍ୱର, ୧୪/୪: ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି, ଏହା ସାଧାରଣତଃ ଏପ୍ରିଲ ମାସ ୧୪ ତାରିଖରେ ପଡ଼ିଥାଏ। ଓଡ଼ିଆ ପରମ୍ପରା ଅନୁଯାୟୀ ଏହି ଦିନଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ।ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ।ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ।ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୩/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୦୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଶନିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାର ମେରୁ ଯାତ୍ରା ସ୍ଥାନୀୟ ମା\’ ଦକ୍ଷିଣ କାଳୀ ମନ୍ଦିର ପରିସରରେ ହୋଇଥିବା ବେଳେ ବାଟାଗୁଡା, ବାରଖମା, ମୋହନଗିରୀ, କତେରୀଭଟ୍ଟା, ରେବିଙ୍ଗିଆ, ଡାକା, ବାଲିଗାଡା, ଦାଉଙ୍ଗିଆ, Continue Reading
Odisha News
ଭୁବନେଶ୍ୱର,୧୩/୪: କଳାକାରଙ୍କୁ ନବୀନ ନିବାସ ଡାକରା ନେଇ ଭାଜପାର କଟାକ୍ଷ। ବିଜେଡିକୁ ଟାର୍ଗେଟ କଲେ ଭାଜପାର ପିଙ୍କି ପ୍ରଧାନ ଓ ହରିହର ମହାପାତ୍ର। ସେ କହିଛନ୍ତି, ବିଜେଡିକୁ ହାରିବା ଭୟ ଘାରିଛି, ସେଥିପାଇଁ ଫିଲ୍ମଷ୍ଟାରଙ୍କୁ ଖୋଜୁଛି। ଆଗରୁ କେବଳ ନବୀନ ଷ୍ଟାର ପ୍ରଚାରକ କହୁଥିଲେ ଏବେ କଣ ହେଲା।ଅନ୍ୟ ରାଜ୍ୟରେ କଳାକାରଙ୍କୁ ୪୫୦୦ ଭତ୍ତା, ମାତ୍ର ଏଠି ୨ ହଜାର। ବିଜେଡି ଦଳୀୟ ଆଧାରରେ କଳାକାରଙ୍କୁ ଭାଗଭାଗ ପାଇଁ ଚେଷ୍ଟା କରୁଛି। ଯଦି ଦରଦ ଅଛି ଚଳଚ୍ଚିତ୍ର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୩/୪ : ବୌଦ୍ଧ ସହରର ପୁରୁଷତ୍ତମ ବିହାର ନିବାସୀ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟେରେ ରସାୟନ ବିଜ୍ଞାନର ଶେଷବର୍ଷ ଛାତ୍ର ଅଭିଷେକ ଦାଶ ଆଇଆଇଟି ସ୍ମାତକୋତ୍ତର ଜାମ ପ୍ରବେଶିକା ପରିକ୍ଷାରେ କୃତକାର୍ଯ୍ୟ ହୋଇ ବୌଦ୍ଧ ପାଇଁ ଗୌରବ ଆଣି ପାରିଛନ୍ତି । ସେ ସର୍ବ ଭାରତୀୟ ସ୍ତରରେ ୨୧୮୩ ରେଙ୍କରେ ରହିଛନ୍ତି ।ସେ ବୌଦ୍ଧ ସହର ନିବାସୀ ଜନ୍ମେଜୟ ଦାଶ ଓ ମାତା କାଦମ୍ବିନୀ ଯୋଷୀଙ୍କ ପୁତ୍ର ଅଟନ୍ତି । ସେ ବୌଦ୍ଧ ଶିଶୁ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୨/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ମାନଙ୍କୁ ଶୁଦ୍ଧ ପାଣି ଯୋଗାଇବା ନେଇ ଏକ ଆକ୍ଵା ଗାର୍ଡ଼ ପ୍ରଦାନ କରିଛନ୍ତି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ,ଭୁବନେଶ୍ବର ସ୍ଥିତ ଶ୍ରୀରାମ ପ୍ରଭାତ ଶାଖାର ସ୍ଵୟଂ ସେବକ ତଥା ଇଣ୍ଡିଆନ ବ୍ୟାଙ୍କର ଅବସରପ୍ରାପ୍ତ ସହକାରୀ ଜେନେରାଲ ମ୍ୟାନେଜର ଶିବରାମ ଆଚାରୀ ଓ ତାଙ୍କ ଧର୍ମ ପତ୍ନୀ ଉଷାରାଣୀ ଆଚାରୀ ।ଶୁକ୍ରବାର Continue Reading
Odisha News
କଟକ, ୧୨/୪: ବିରୂପା ନଦୀରେ ଗାଧୋଇବା ବେଳେ ୨ ଜଣ ଯୁବକ ବୁଡ଼ି ଯାଇଛନ୍ତି। ସେମାନେ ହେଲେ ଚୌଦ୍ଵାର ଖୋର୍ଦ୍ଧା ସାହିର କୃଷ୍ଣ ଚନ୍ଦ୍ର ସାହୁ ଓ ମୟଙ୍କ ସାହୁ।ସୂଚନା ଅନୁସାରେ କଟକ ଜିଲ୍ଲା ଚୌଦ୍ଵାର ଥାନା ଅଧୀନ ଖୋର୍ଦ୍ଧାସାହିର କୃଷ୍ଣ ଚନ୍ଦ୍ର ସାହୁ ଓ ମୟଙ୍କ ସାହୁ ବିରୂପା ନଦୀକୁ ଗାଧେଇବାକୁ ଯାଇଥିଲେ। ସେଠାରେ ସେମାନେ ସତର୍କତାରେ ଅବହେଳା କରିବାରୁ ନଦୀ ସୁଅରେ ଭାସି ଯାଇଥିଲେ।ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ସେମାନଙ୍କୁ ଉଦ୍ଧାର କରିଥିଲେ। […]Continue Reading
Odisha News
କୋରାପୁଟ, ୧୨/୪: ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା।ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଅଭିନେତା ତଥା ବିଜେପି ନେତା ଅରିନ୍ଦମ ରାୟ ଏବଂ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି।କୈଳାଶ ଚନ୍ଦ୍ର କୁଲେସିକାଙ୍କ ସହ ବ୍ଲକ ବିଜେଡି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ବିଜେପିରେ ସାମିଲ Continue Reading