Home Posts tagged ODISHA (Page 488)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୧/୫: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ପଞ୍ଚାୟତର ବୋରୀପଡା ଗ୍ରାମର ବାପୁଜୀ ବେହେରା (୨୩) ନାମକ ଜଣେ ଯୁବକ ବାରିପଟେ ଥିବା କୂଅରେ ଲାଗିଥିବା ଟୁଲୁ ମୋଟରକୁ ଚାଲୁ କରିବା ନିମନ୍ତେ ଯାଇଥିଲା। ସେଠାରେ କୌଣସି କାରଣ ବଶତଃ ଅଚେତ୍ ହୋଇ ପଡିଯାଇଥିଲା।ସଙ୍ଗେ ସଙ୍ଗେ ପରିବାର ଲୋକେ ସିନ୍ଦ୍ରିଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ Continue Reading
Odisha News
ପୁରୀ,୧୦/୫: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁକ୍ରବାର ରଥକାଠ ଅନୁକୁଳ ହୋଇଛି । ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇଛି । ଏଥିସହ ଆଜି ଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇ ରଥକାଠ ଅନୂକୁଳ ହୋଇଛି । ରାତି ୩ଟାରୁ ମହାପ୍ରଭୁଙ୍କର ଦ୍ୱାର ଫିଟା ନୀତି କରାଯାଇ ଅନ୍ୟାନ୍ୟ ନୀତି କରାଯାଇଥିଲା । Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୦/୫: କନ୍ଧମାଳ ଜିଲ୍ଲା ବାଲିଗୁଡା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ଵରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି ।ଚଳିତ ନିର୍ବାଚନ ଟି ୨୪ ବର୍ଷର ଅପାରଗ ସରକାରଙ୍କ ବିରୋଧରେ ସାଧାରଣ ଲୋକଙ୍କ ଲଢେଇ କଂଗ୍ରେସ କୁ ବିଜୟୀ କରାଇବାରେ ସହାୟକ ହେବ । ଗାଁ ଗାଁ ରେ ଲୋକ ମନ ବଳାଇ ସାରିଲେଣି ଏଥର ପରିବର୍ତ୍ତନ ।ଆମ ଦଳ ୧୦ ଟି ଗ୍ୟାରେଣ୍ଟି କୁ ନେଇ […]Continue Reading
Top Stories
BY AKSHYA ROUT JAJPUR, MAY 10 :  Minister and Sukinda MLA Pritiranjan Ghadei  filed his nomination from Sukinda assembly seat In Jajpur District on Friday . Pritiranjan visited the Lord Siva temple and sought divine blessings before filing his nomination.  Ghadei  took out an elaborate roadshow ahead of his nomination, with people holding banners and Continue Reading
Odisha News
ଭୁବନେଶ୍ୱର,୧୦/୫: ଆଗାମୀ ୩ଘଣ୍ଟା ପ୍ରବଳ ବର୍ଷା ହେବା ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ରାଜ୍ୟର ୭ଜିଲାରେ ବର୍ଷା ନେଇ ଆକଳନ କରିଛି ବିଭାଗ । ଘଡଘଡି ସହ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ଭୁବନେଶ୍ୱର, କଟକ ସମେତ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଖୋର୍ଦ୍ଧାରେ ବର୍ଷା ସମ୍ଭାବନା ରହିଛି।ସେ ଆହୁରି କହିଛନ୍ତି, ଟୁଇନ୍ ସିଟିରେ ଆଜି ଅପରାହ୍ନ […]Continue Reading
Odisha News
ପୁରୀ,୧୦/୫: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠୁ ଆରମ୍ଭ ହେବ ରଥ ନିର୍ମାଣ ଅନୁକୁଳ ନୀତି ଓ ଚନ୍ଦନଯାତ୍ରା। ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ରଖାଯାଇଛି।ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ପରେ ରଥନିର୍ମାଣର ବିଧି ଆରମ୍ଭ ହେବ। ଶ୍ରୀମନ୍ଦିରରୁ ବିମାନ Continue Reading
Odisha News
ଭୁବନେଶ୍ୱର, ୯/୫: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ୍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି।ଏହି ତିନୋଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର, ଆସ୍କା ଓ ଫୁଲବାଣୀ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ରାଲିରେ ସେ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କରିଥିଲେ।ଔଙଡନିର୍ବାଚନ Continue Reading
Odisha News
ଭୁବନେଶ୍ବର/କୃଷ୍ଣପ୍ରସାଦ, ୯/୫: ମରାଳ ମାଳିନୀ ଚିଲିକା ଜଳରାଶି ଉପରେ ସେତୁ ନିର୍ମାଣ ହେବ। ଏଥି ପାଇଁ ଡିପିଆର ପ୍ରସ୍ତୁତ ହୋଇଛି। ନିର୍ବାଚନ ପରେ ନିର୍ମାଣ କାମ ଆରମ୍ଭ ହେବ। ଏହି ପ୍ରକଳ୍ପର ନିର୍ମାଣ ହେଲେ ଲୋକଙ୍କୁ ଅସୁରକ୍ଷିତ ଭାବେ ଡଙ୍ଗାରେ ଯିବାକୁ ପଡ଼ିବ ନାହିଁ।କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଗୁରୁବାର ଏହି ଘୋଷଣା କରିଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବିଜେପିର ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୁଁ ଆପଣଙ୍କର କଥା Continue Reading
Odisha News
କୋଇଡ଼ା, ୯/୫: ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରୁ ଚମ୍ପଟ ମାରିଥିବା ଦିବ୍ୟାଙ୍ଗ ରୋଗୀଙ୍କ ମୃତ ଦେହ ଡ୍ରେନ୍ ପାର୍ଶ୍ବରୁ ଉଦ୍ଧାର କରାଯାଇଛି। ରୋଗୀ ଜଣକ ୩ ଦିନ କୋଇଡ଼ା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସେ ଲୁଚି କାହାକୁ କିଛି ନ ଜଣାଇ ହସ୍ପିଟାଲରୁ ପଳାଇଥିଲେ।ଗୁରୁବାର ତାଙ୍କ ମୃତଦେହ ଡିଡିଏମ୍ କାର‌୍ୟ୍ୟାଳୟ ନିକଟରେ ପଡ଼ି ରହିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୯/୫:ନିର୍ବାଚନୀ ପ୍ରଚାର ମଇଦାନ ରେ ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ଗ୍ରାମ ମାନଙ୍କୁ ଯାଇ ନିର୍ବାଚନ ପ୍ରଚାର୍ ଜୋର୍ ଦାର ଆରମ୍ଭ କରିଦେଲେଣି।ଚନ୍ଦନଭାଟି ଗ୍ରାମରେ ବିପୁଳ ଜନ ସମାବେଶ ରେ ଉଦବୋଧନ ଦେଇ ନିଜର ପତିଆରା ଜାହିର କରିଛନ୍ତି।ସ୍ଥାନୀୟ ବିଜେଡି ନେତା ସୁକାନ୍ତ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ବ ଲୋକ ଉତ୍ସାହ ର ସହିତ ଏହି ନିର୍ବଚନୀ ସଭାରେ ଯୋଗଦାନ Continue Reading