Home Posts tagged ODISHA (Page 476)
Odisha News
ଭୁବନେଶ୍ୱର,୨୯/୫: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର କଡ଼ା ଭାଷାରେ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ସନ୍ଧ୍ୟାରେ ଏକ ପ୍ରେସ୍ମିଟ୍ କରି ସେ କହିଛନ୍ତି ଯେ, ଯଦି ନରେନ୍ଦ୍ର ମୋଦି ମୋର ଶୁଭଚିନ୍ତକ ତାହେଲେ ମୋତେ ଫୋନ କରିପାରିଥାନ୍ତେ। ମୋର ସ୍ବାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ କହିଛନ୍ତି। ଯଦି କମିଟି କରିବେ, ତାହେଲେ ନିଶ୍ଚିତ ଭାବେ ଏକ କମିଟି କରି ଏଭଳି ଅପପ୍ରଚାରର ତଦନ୍ତ କରାନ୍ତୁ। ୧୦ ବର୍ଷ ହେଲା ଦିଲ୍ଲୀରେ Continue Reading
Odisha News
ବାଲେଶ୍ବର, ୨୯/୫: ଯେଉଁ ବିଜେଡି ନେତାମାନଙ୍କ ପାଖରେ ଗୋଟିଏ ସାଇକେଲ ନଥିଲା, ଏବେ ସେମାନଙ୍କ ପାଖରେ ବଡ଼ ଗାଡ଼ି ଅଛି। ବାଲେଶ୍ବର ଜିଲ୍ଲା ରେମୁଣାସ୍ଥିତ ନରହରି ପଡ଼ିଆଠାରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏହା କହିଛନ୍ତି। ସେ କହିଛନ୍ତି, ଯେଉଁ ବିଜେଡି ନେତାଙ୍କ ପାଖରେ ଖଣ୍ଡିଏ ସାଇକଲ ନଥିଲା, ଏବେ ସେମାନେ ବଡ଼ ଗାଡ଼ିରେ ଯିବା ଆସିବା କରୁଛନ୍ତି।ବିଜେଡି ନେତାମାନେ ଚାଷୀଙ୍କ ନାଁରେ ନକଲି Continue Reading
Odisha News
ଭୁବନେଶ୍ବର, ୨୯/୫: ଧର୍ମଶାଳାର ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବିଜେପିରୁ ବହିଷ୍କୃତ ହୋଇଛନ୍ତି। ସେ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହ ଦଳ ବିରୋଧୀ କାର୍ଯ୍ୟ କରିଥିବା ହେତୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ତାଙ୍କୁ ଦଳରୁ ବହିଷ୍କାର କରିଥିବା ଜଣାଯାଇଛି।ସୂଚନା ମୁତାବକ, ହିମାଂଶୁ ନିର୍ବାଚନ ପୂର୍ବରୁ ଧର୍ମଶାଳାରେ ନିଜର ସଙ୍ଗଠନ ପ୍ରସ୍ତୁତ କରିଥିଲେ ବି ବିଜେପି ଧର୍ମଶାଳାରେ ତାଙ୍କ ବଦଳରେ ସ୍ମୃତିରେଖା ପହିଙ୍କୁ ଟିକେଟ୍ ଦେଇଥିଲା। Continue Reading
Odisha News
ଖୋର୍ଦ୍ଧା, ୨୯/୫ : ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଜଗଦ୍ଦେବଙ୍କୁ ଏସସିବିର ମେଡିସିନ୍ ୱାର୍ଡରେ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିବା ଜଣାଯାଇଛି। ଜଗଦ୍ଦେବଙ୍କର ରକ୍ତଚାପ ବଢ଼ିଯାଇଥିବା ବେଳେ ସୁଗାର ଲେବୁଲ ଅଧିକା ରହିଛି।ଗତକାଲି ରାତିରେ ଖୋର୍ଦ୍ଧା ଜେଲରେ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇପଡ଼ିଥିଲେ। ଏଥିପାଇଁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୯/୫ : ଆସନ୍ତା ୪ ତାରିଖରେ ବୌଦ୍ଧ ଜିଲାରେ କନ୍ଧମାଳ ସଂସଦୀୟ କ୍ଷେତ୍ର, ବୌଦ୍ଧ ବିଧାନ ସଭା ଓ କଂଟାମାଳ ବିଧାନସଭା ପାଇଁ ଭୋଟ ଗଣତି ହେବାକୁଥିବାବେଳେ ମଙ୍ଗଳବାର ଦିନ ଜିଲାପ୍ରଶାସନ ପକ୍ଷରୁ ଭୋଟ ଗଣତି ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲାପାଳଙ୍କ ସଦଭାବନା ଗୃହଠାରେ ଜିଲାପାଳ ଜେ.ସୋନାଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଭୋଟ ଗଣତି ଯେପରି ଶାନ୍ତି ଶୃଙ୍ଖଳାରେ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା Continue Reading
Top Stories
By Subrat Sarangi Kendrapara, May 28 :  Under its skill development initiative “Daksh”, the leading steel maker ArcelorMittal Nippon Steel India (AM/NS India) in collaboration with National Skill Development Corporation had set up a Digital Skill Centre in Kendrapara on 7th December 2023 to impart skill development training to the local underprivileged youth. 100 local Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୮/୫ : ବୌଦ୍ଧ ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଧନ୍ଦାମୂଳକ ପାଠ୍ୟକ୍ରମ ଇଲେକ୍ଟ୍ରୋନିକ୍ସ ଓ ହାର୍ଡୱେର ବିଭାଗ ର ଛାତ୍ରୀ ମାନେ ଚଳିତ ବର୍ଷ କୃତିତ୍ୱ ର ସହିତ ଉତ୍ତର୍ଣ୍ଣ ହୋଇଛନ୍ତି।ଏହି ବିଭାଗର ୬ ଜଣ ଛାତ୍ରୀ, ମନୀଷା ରାଣୀ ପୁରୋହିତ, ଲିଜା ବଡମାଳି, ଦୀପିକା ବାରିକ, ଝୁମାଲି ନାଏକ, ରେଶ୍ମା ଦଳବେହେରା, ପ୍ରାଚୀ ପ୍ରିୟଦର୍ଶିନୀ ବେହେରା ୧୦୦ ପ୍ରତିଶତ ନମ୍ବର ରଖିଥିବା ବେଳେ ୧୦ ଜଣ ଛାତ୍ରୀ ୯୦ ରୁ ୯୯ […]Continue Reading
Odisha News
ଚାନ୍ଦବାଲି,୨୮।୫: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଚାନ୍ଦବାଲିଠାରେ ଏକ ଜନସଭା କରି ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରତ୍ନ ଭଣ୍ଡାର ଚାବିକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ମୁଁ ନବୀନ ବାବୁଙ୍କୁ ପଚାରୁଛି, ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା। ଡୁପ୍ଲିକେଟ ଚାବି ହୋଇଛି କି ନାହିଁ ନବୀନ ବାବୁଙ୍କୁ ପଚାରୁଛି। ଯାଞ୍ଚ ରିପୋର୍ଟ କାହିଁକି ଚାପିଛନ୍ତି, ବିଜେଡି କାହାକୁ ବଞ୍ଚାଇବାକୁ Continue Reading