Home Posts tagged ODISHA (Page 430)
Odisha News
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୦/୮ : କିଏ ଦୁଇ ବର୍ଷ ହେଲା ହଜିଥିବା ମୋବାଇଲ ପାଇଁ ବାରମ୍ବାର ଥାନାକୁ ଦୌଡ଼ୁଥିଲା, ତ ଆଉକିଏ ଦାମିକିଆ ମୋବାଇଲ ଚୋରି ହୋଇଯାଇଥିବାରୁ ବହୁତ ମନସ୍ତାପରେ ଥିଲା। ମାତ୍ରଜିଲ୍ଲା ପୁଲିସ ଆରମ୍ଭ କରିଥିବା ‘ମିଶନ ମିସିଂ ମୋବାଇଲ’ରେ ଆଜି ଯେତେବେଳେ ସେମାନେଅତିଥିମାନଙ୍କଠାରୁ ମୋବାଇଲ ପାଇଥିଲେ, ବହୁତ ଖୁସି ହୋଇଯାଇଥିଲେ। ସେମାନେ ଏଥିପାଇଁସମସ୍ତେ ଏସପି ରାହୁଲ ଜୈନଙ୍କୁ ପ୍ରଶଂସା କରିଥିବା ବେଳେ ଜିଲ୍ଳା ପୁଲିସର Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିୀପୋର୍ଟଗଜପତି, ୯/୮: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ , ଗଜପତି ଜିଲ୍ଲା ଶାଖା ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ଓ କ୍ରାନ୍ତିକାରୀ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଭାପତି ଶ୍ରୀ ଦଣ୍ଡପାଣି ରଇତଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ନାରା ଦେଇ ସହର ପରିକ୍ରମା କରିଥିଲା ।ପରେ ଏକ ସଚେତନତା ସଭା କାର‌୍ୟ୍ୟକ୍ରମ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୯/୮ : ଅଦ୍ୟ ତା ୦୯.୮.୨୦୨୪ ରିଖ ଶୁକ୍ରବାର ଦିନ ଦିବା ୧୧.୪୫ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସଦଭାବନା ଗୃହଠାରେ ଜିଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଜେ. ସୋନାଲଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉପଜି ଲ୍ଲା ପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ବିଦାୟୀ ଜିଲ୍ଲାପାଳ ଶ୍ରୀ ସୋନାଲଙ୍କ କାର୍ଯ୍ୟଦକ୍ଷତା ଏବଂ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୯/୮: ଆଜି ବିଶ୍ଵ ଆଦିବାସୀ ଦିବସ ଅବସରରେ ଗୁମ୍ମା ବ୍ଲକ ତରଙ୍ଗଡା ପଞ୍ଚାୟତର ପାରଶମ୍ଵା ଠାରେ ଅଖିଳ ଭାରତ ଆଦିବାସୀ ମଞ୍ଚ ଓ ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ମିଳିତ ଭାବେ ସମାବେଶର ଆୟୋଜନ କରା ଯାଇଥିଲା।ସଙ୍ଗଠନର ଜିଲ୍ଲା କମିଟି ସଭ୍ୟ ତଥା ବରିଷ୍ଠ ଆଦିବାସୀ ନେତା କାଡୁକା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମାବେଶରେ ଅଖିଳ ଭାରତ ଆଦିବାସୀ ସଭାର ଆବାହକ ଶ୍ରୀ କେଦାର ଶବର ମୁଖ୍ୟବକ୍ତା […]Continue Reading
Top Stories
 By Our Correspondent Bhubaneswar, Aug  9  : The three-day Odisha Conference of Youth (OCOY) on climate change, accredited by the Ministry of Environment, Forest, and Climate Change and UN India, was inaugurated today at KT Global School, Khurda. It is organised by the Youth4Water Plus campaign with support from UNICEF Odisha.The event aims to equip […]Continue Reading
Top Stories
By Subrat Sarangi Paradeep, Aug.9 : As part of World Breastfeeding Week, ArcelorMittal Nippon Steel India (AM/NS India), organized an awareness and training session in Musadia village, Nuagarh Gram Panchayat in Paradeep on August 07. The awareness sessions focused on the importance of breastfeeding for mothers and infants. Dr. Niranjan Dwivedi from the CSR wing […]Continue Reading
Odisha News
ଭୁବନେଶ୍ୱର,୯/୮: ଉପରମୁଣ୍ଡରେ ବର୍ଷା ହେବାରୁ ହୀରାକୁଦ ଡ୍ୟାମ୍‌ରୁ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଫଳରେ ମହାନଦୀ ଫୁଲି ଚାଲିଛି। ମୁଣ୍ଡୁଳିଠାରେ ୫.୭୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଏନେଇ ୧୦ ଜିଲାର ଜିଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ସତ୍ୟବ୍ରତ ସାହୁ। ବିଶେଷକରି ତଳିଆ ଅଞ୍ଚଳ ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର, ନୟାଗଡ଼, ଅନୁଗୋଳ, ବୌଦ୍ଧ, ପୁରୀ, Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୮ : ଆସନ୍ତା ସ୍ଵାଧୀନତା ଦିବସ ଅବସରରେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଂଗ୍ରହାଳୟରେ ପ୍ରଥମରୁ ପଞ୍ଚମ, ଷଷ୍ଠରୁ ଦଶମ ଓ ଯୁକ୍ତ ୨ ଏବଂ ଯୁକ୍ତ ୩ ତିନିଗୋଟି ବିଭାଗ ମଧ୍ୟରେ ଅନୁଷ୍ଠିତ ହେଇଥିଲା ।ବିଚାରକ ଭାବେ ଯୋଗ ଶିକ୍ଷକ ଦିଲ୍ଲୀପ ଚୌଧୁରୀ, ସୂର୍ଯ୍ୟନାରାୟଣ ପଣ୍ଡା, ଆଶାରାଣୀ ମିଶ୍ର, ନଟବର ଅଗ୍ରୱାଲା, Continue Reading