Home Posts tagged ODISHA (Page 425)
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୭/୮: ୧୪ ତାରିଖ ପୂର୍ବାହ୍ନରେ ପାଚେରୀ ଡେଇଁ ଫେରାର୍ ହୋଇ ଯାଇଥିବା ପଦ୍ମପୁର ଉପ କାରାଗାରର ୨ ଜଣ କଏଦୀଙ୍କୁ ପୁଲିସ୍ ଗିରଫ କରିଥିବା ଓ ପୁଣି ସେମାନଙ୍କୁ ଜେଲ୍ କୁ ଫେରାଇ ଅଣାଯାଇଥିବା ଜଣାଯାଇଛି ।ପ୍ରକାଶ ଯେ ୧୪ ତାରିଖ ପୂର୍ବାହ୍ନ ପ୍ରାୟ ୧୧ ଟା ୧୫ ମିନିଟ୍ ସମୟରେ ଖାଇବା ପାଇଁ ଆସିବା ବେଳେ ଦୁଇ ଜଣ ବିଚାରାଧୀନ ବନ୍ଦୀ ଜେଲ ର ପୂର୍ବ ଦିଗ ପଛ ପଟ […]Continue Reading
Odisha News
ଭୁବନେଶ୍ୱର,୧୭/୮: ଭୁବନେଶ୍ବରରେ ନୂଆ ବିଧାୟକଙ୍କ ପାଇଁ ଶନିବାର ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଉଦ୍‌ଘାଟନ କରିଛନ୍ତି।ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର‌୍ୟ୍ୟକ୍ରମ ଦୁଇଦିନ ପାଇଁ ଚାଲିବ। ଏଥିରେ ନୂଆ ବିଧାୟକମାନେ କିପରି ସେମାନଙ୍କ କଥାବାର୍ତ୍ତା, ବିଧାନସଭାରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ କେମିତି ବ୍ୟବହାର କରିବେ, ଶୂନ୍ୟକାଳରେ କେମିତି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୭/୮ : ପାରଳାଖେମୁଣ୍ଡି ସ୍ଥିତ ରାଜବାଟି ପରିସରରେ ଥିବା ୟୁ-ଟେକ୍ କମ୍ପ୍ୟୁଟର ଏଡୁକେଶନ ସେଣ୍ଟର୍ ଠାରେ ସେଣ୍ଟର ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବକ୍ତାମାନେ ଯୁବଗୋଷ୍ଠୀଙ୍କୁ ଦେଶ ଓ ଜାତିର , ପ୍ରାଣ , ଜୀବନ ଓ ଗୌରବ ବୋଲି କହି ସେମାନଙ୍କର ଅକୁଣ୍ଠ ସମର୍ପିତ ଜାତୀୟ ସେବା ହିଁ ଜରୁରୀ ବୋଲି କହି ଯୁବପିଢୀ ଆଗାମୀ ଭବିଷ୍ୟତର ଆଲୋକ ତେଣୁ ସେମାନେ Continue Reading
Odisha News
ଭୁବନେଶ୍ୱର,୧୭/୮ : ଏଝଞ ଅତିରିକ୍ତ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ। ଯାଜପୁର ଉଞଌଏଝଞ ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି। ପ୍ରାୟ ୫.୮୫ ଲକ୍ଷ ରାଜସ୍ୱ ହେରଫେର କରିଥିବା ଜଣାପଡ଼ିଛି।ଏଝଞ ଅତିରିକ୍ତ କମିଶନର ଜଣେ ଡିଲର୍ ଠାରୁ ଜବତ ସ୍କ୍ରାପ୍‌କୁ ଅନ୍ୟତ୍ର ବିକ୍ରି କରିଥିବା ତାଙ୍କ ନାଁରେ ଅଭିଯୋଗ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୬/୮ : ବୌଦ୍ଧ ଜ଼ିଲ୍ଲାରେ ମହା ସମାରୋହ ରେ ୭୮ ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି । ଆନୁଷ୍ଠାନିକ ପ୍ୟାରେଡ ତଥା ଦିବସ ର ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ର ଅଭିବାଦନ ଗ୍ରହଣ ପୂର୍ବକ ଉଦବୋଧନ ଦେଇଥିଲେ ।ପ୍ୟାରେଡ ପରିଚାଳନା କରିଥିଲେ ରିଜର୍ଭ ଇନସ୍ପେକ୍ଟର କୁଳମଣି ଗିରି, ସର୍ଜେଣ୍ଟ […]Continue Reading
Top Stories
By Subrat Sarangi Bhubaneswar, Aug.16 :The 78th Independence Day was celebrated with great enthusiasm at all operating locations of AM/NS India in Odisha, highlighting the unwavering spirit of freedom and progress.Paradeep Pellet Plant celebrated the day as Shri Suresha G, Executive Director, Odisha Operations, AM/NS India,hoisted the National Flag in the presence of Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୬/୮: ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ତାତିଲେ ଅଭିଭାବକ। ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୁଆଗାଁ ବ୍ଲକ୍ ଅନ୍ତର୍ଗତ ମହାସିଙ୍ଗି ପଞ୍ଚାୟତର ଗୁମାପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।ସୂଚନା ପ୍ରକାରେ ଗୁମାପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୬/୮ : ନିୟତି ସ୍କୁଲ୍ ଅଧକ୍ଷା ସ୍ୱେହଲତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପିଲା ମାନଙ୍କ ଆରୋଗ୍ୟ କାମନା କରିଥିଲେ ।ଏହି ଅବସରରେ ଦେଶପାଇଁ ପ୍ରାଣବଳୀ ଦେଇଥିବା ସ୍ଵାଧୀନତା ସଂଗ୍ରାମୀ ଓ ଦେଶର ସହିଦ ଯବାନ ମାନଙ୍କ ସ୍ମୃତିଚାରଣ କରି ସେମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ବର୍ତ୍ତମାନର ଯବାନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୬ /୮: ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଭାରତ ରତ୍ନ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ୱର ବିହାର ବୌଦ୍ଧଠାରେ ମହା ସମା ରୋହରେ ପାଳିତ ହୋଇଥିଲାଆଜିର ଆଲୋଚନା ରେ ଅଟଳଜୀ ଙ୍କ ବହୁ ମୁଖି ପ୍ରତିଭା ତଥା ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ଓ ଅଣ କଂଗ୍ରେସ ଭାରତ ସରକାର ଦିଲ୍ଲୀ ରେ ତାଙ୍କ ନେତୃତରେ ଗଠନ ଓ ତିନି ତିନି ଥର […]Continue Reading
Odisha News Ollywood News
ନୂଆଦିଲ୍ଲୀ,୧୬/୮ : ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି। ଏଥିରେ ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି। ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ Continue Reading