Home Posts tagged ODISHA (Page 41)
Odisha News
ଭୁବନେଶ୍ୱର,୨୪/୯: ବିଜେଡ଼ିରୁ ନିଲମ୍ବନ ପରେ ପୁଣି ବର୍ଷିଛନ୍ତି ଶ୍ରୀମୟୀ ମିଶ୍ର। ଏହା ଗଣତନ୍ତ୍ରର ଅପମାନ ବୋଲିସୋସିଆଲ ମିଡ଼ିଆ ପୋଷ୍ଟରେ ଶ୍ରୀମୟୀ କହିଛନ୍ତି। ଶ୍ରୀମୟୀ କହିଛନ୍ତି, ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ ଦେଉ। ଭୋଟର ଆଇଡି ଏବଂ ଏପିକ ନମ୍ବର ଆବଶ୍ୟକ କରୁ।ସଭାପତି ଭୋଟ ଦେବାକୁ ହେଲେ ସଦସ୍ୟତା ନମ୍ବର ଥିବା ଉଚିତ୍‌। ଯଦି ସଦସ୍ୟଙ୍କ ନମ୍ବର ନାହିଁ, ତେବେ ନିର୍ବାଚନ ନିୟମାନୁମୋଦିତ ନୁହେଁ। ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୪/୯ : ଖୋର୍ଦ୍ଧା ବରୁଣେଇ ଶିଳ୍ପାଞ୍ଚଳ ସୁରକ୍ଷା ସଂକ୍ରାନ୍ତୀୟ ଏକ ସମୀକ୍ଷା କରିଛନ୍ତି ଜିଲ୍ଲା ଏସ୍ପି ବିବେକାନନ୍ଦ ଶର୍ମା। ଆଜି ଜିଲା ପୋଲିସ ମୁଖ୍ୟାଳୟରେ ଏସ୍ପି ଶିଳ୍ପାଞ୍ଚଳ ସଂସ୍ଥା ଗୁଡିକର ପ୍ରତିନିଧି ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଏବଂ ସେମାନଙ୍କ ଆଭ୍ୟନ୍ତରୀଣ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଶିଳ୍ପାନୁଷ୍ଠାନ ଭିତର ଓ ବାହାରେ ସିସିଟିଭି ଖଞ୍ଜିବେ। ଶିଳ୍ପାନୁଷ୍ଠାନରେ କାର‌୍ୟ୍ୟରତ Continue Reading
Top Stories
By Sukant Mohanty Bhubaneswar, Sept. 24 : National Aluminium Company Ltd. (NALCO), a Navratna CPSE under the Ministry of Mines, hostedits first-ever HR Conclave “Nav-Drishti” based on the theme of “People First, Future Forward”, bringing together academicians and professionals belonging to the Mining, Coal, Petroleum, and Metals industry, to ponder and reflect on the new Continue Reading
Odisha News
ଭୁବନେଶ୍ୱର, ୨୩/୯ : ରାଜ୍ୟରେ ବିଗତ ତିନି ବର୍ଷରେ ଉଦ୍ଧାର ହୋଇଛନ୍ତି ୧୦୧ ଶିଶୁ ଶ୍ରମିକ। ୨୦୨୨-୨୩ ରେ ୫ ଜଣ ଶିଶୁ ଉଦ୍ଧାର ହୋଇଥିବା ବେଳେ ୨୦୨୩-୨୪ରେ ୪୫ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି।ସେହିପରି ୨୦୨୪-୨୫ରେ ୫୧ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଏନେଇ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ସରକାର।ବିଜେପି ବିଧାୟିକା ଉପାସନା ମହାପାତ୍ର ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ଗତ ତିନି ବର୍ଷରେ କେତେ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି […]Continue Reading
Odisha News
ଭୁବନେଶ୍ୱର , ୨୩/୯ : ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ କରିବା ପ୍ରତିବାଦରେ ବିଜୁ ଜନତା ଦଳ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଛି । ସୁରକ୍ଷାବଳୟ ଭାଙ୍ଗିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ କିଛି ବିଜେଡ଼ି କର୍ମୀଙ୍କୁ ଉଠାଇ ନେଇଛି ।ବିଜେଡ଼ି ଆଜି ବିଧାନସଭା ଘେରାଉ ଡାକରା ଦେଇଛି । ଗାନ୍ଧୀ ମାର୍ଗରେ ଶହ ଶହ ସଂଖ୍ୟାରେ କର୍ମୀ ଗର୍ଜିଛନ୍ତି । ବହୁ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ୱାର୍ଡମେମ୍ବରଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ସାମିଲ […]Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୨୩/୯ : ସୁରକ୍ଷାକୁ ସର୍ବଦା ଅଗ୍ରାଧିକାର ଦେଉଥିବା ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପାର୍ବଣଋତୁ ଅବସରରେ ବିଦ୍ୟୁତ ସମ୍ପର୍କିତ ସତର୍କତାକୁ ବିଶେଷ ଧ୍ୟାନ ଦେବା ପାଇଁ ସମସ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ପରାମର୍ଶ ଦେଇଛି।ପବିତ୍ର ଦୁର୍ଗା ପୂଜା ଓ କାଳୀ ପୂଜା ଅବସରରେ ନିର୍ମାଣ କରାଯାଉଥିବା ମଣ୍ଡପ ତଥା ଅସ୍ଥାୟୀ ଟେଣ୍ଟଗୁଡ଼ିକୁ ବିଦ୍ୟୁତ ଖୁଣ୍ଟ, ତାର ଅବା ଟ୍ରାନ୍ସଫର୍ମରଗୁଡିକଠାରୁ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୨/୯ : ଯଶଶ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ’ଜୀଙ୍କ ୭୫ ତମ ଜନ୍ମଦିନ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଳନ ହେଉଛି ୧୫ ଦିନିଆ ଏକ କାର୍ଯ୍ୟକ୍ରମ “ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ” କାର୍ଯ୍ୟକ୍ରମ ।ଏହି କାର୍ଯ୍ୟକ୍ରମ ଅବସରରେ ଆଜି ଏକ ସଚେତନତା କାର‌୍ୟ୍ୟକ୍ରମ ସହ ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କ ବିଭିନ୍ନ ପରୀକ୍ଷା ନିରୀକ୍ଷା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୨/୯ : ସେବା ପକ୍ଷ ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ଯୁବ ଓ କ୍ରୀଡ଼ା ବିଭାଗ ଦ୍ଵାରା ଏକ ଜିଲ୍ଲା ସ୍ତରୀୟ ମାରାଥନ୍ ଗଣ ଦୌଡ଼ ଆୟୋଜିତ ହୋଇଯାଇଛି।ଏଥିରେ ୫ମ ଆଇ.ଆର.ବି. ଏ ନ୍, ରିଜର୍ଭ ପୋଲିସ, ପୋଲିସ ବାହିନୀ, ଏଏନ୍ଏମ୍ ସେଣ୍ଟର, ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟ, ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା, କ୍ରୀଡ଼ା ସଂଘ ତଥା ସରକାରୀ କାର୍ଯ୍ୟାଳୟ ରୁ ୫୦୦ ରୁ ଅଧିକ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟାକ୍ରମ ରେ Continue Reading
Top Stories
By Subrat Sarangi Paradeep, Sep 22 : ArcelorMittal Nippon Steel India(AM/NS India) installed water purifiers in six schools across Paradeep under its flagship Corporate Social Responsibility (CSR) initiative, Project ‘Trupti’, in a major step towards ensuring safe drinking water for school children.This intervention aligns with Sustainable Development Goals and reaffirms Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୨/୯: ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଜନ ସାଧାରଣ ମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକୁ ବିଚାର କରି ତ୍ଵରିତ ନ୍ୟାୟ ପ୍ରଦାନ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ନୂତନ ଭାବେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଜିଲ୍ଲାରେ ଆରମ୍ଭ କରିଛନ୍ତି ।ପ୍ରଶାସନିକ ବ୍ୟବସ୍ଥାକୁ ଅଧିକରୁ ଅଧିକ ସରଳୀକରଣ କରି ପ୍ରତ୍ୟେକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା Continue Reading