ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୨/୯ : ପ୍ରଗତିର ନୂତନ ସୂର୍ଯ୍ୟୋଦୟ ଯାହାକି ଆଗାମୀ ୨୦୩୬ ମସିହା ସୁଦ୍ଧା ଓଡ଼ିଶା ରାଜ୍ୟର ଅଦ୍ଭୂଦୟ ବିକଶିତ ହେବା ନିଶ୍ଚିତ ଲକ୍ଷ୍ୟ ରଖି ଏବଂ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ୩ ଦିନିଆ ବିକାଶ ମେଳା ୨୦୨୪ ର ଶୁଭ ଉଦ୍ଘାଟନ ହେବା ସହ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। […]Continue Reading
ଭୁବନେଶ୍ୱର,୨୨/୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ । ତିନି ଦିନ ଯାଏ ବର୍ଷା ସମ୍ଭାବନା ରହିଛି।ରବିବାର ଲାଗି ୧୭ ଜିଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ସୋମବାର ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା […]Continue Reading
ଲାଞ୍ଜିଗଡ଼,୨୨/୯ : କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।ଅନ୍ୟ ୪ ଜଣ ଗୁରୁତରଙ୍କୁ ବେନଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସୁସ୍ଥ ହୋଇ ଘରେ ଅଛନ୍ତି। ଗୁରୁତର ବୁର୍ଜା ମାଝୀଙ୍କର ଭବାନୀପାଟଣା ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ସୂଚନାନୁସାରେ, ବେତିଆପଡ଼ା ଗାଁର ୫ଜଣ ବ୍ୟକ୍ତି ବୁର୍ଜା Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୨/୯: କନ୍ଧମାଳ ଜିଲ୍ଲା ସମେତ ସମଗ୍ର ବାଲିଗୁଡା ଉପଖଣ୍ଡରେ ବିଭିନ୍ନ ପ୍ରକାର ନକଲି ଖାଦ୍ୟ ସାମଗ୍ରୀ ବିକ୍ରି ବୃଦ୍ଧି ଚାଲିଛି ।ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନିୟମିତ ଦୃଷ୍ଟି ଦେଉନଥିବାରୁ ଖାଉଟି ମହଲରେ ତିବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।ବର୍ତ୍ତମାନ ପାର୍ବଣ, ପର୍ଯ୍ୟଟନ ତଥା ବର୍ଷା ଓ ଶୀତ ଋତୁକୁ ଆଖି ଆଗରେ ରଖି ବାଲିଗୁଡା ସମେତ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୨/୯: ଜିଲ୍ଲା ସ୍ତରୀୟ ବିକାଶ ମେଳା-୨୦୨୪ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ କଚେରୀ ପଡିଆ, ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ମେଳା ତିନି ଦିନ ଧରି ବୌଦ୍ଧ ଜିଲ୍ଲାରେ ସେପ୍ଟେମ୍ବର ୨୧ ରୁ ୨୩ ରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ର ମନ୍ତ୍ରୀ (ସ୍ଵାଧୀନ) ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ Continue Reading
ବରଦା ଦାସଙ୍କ ରିପୋର୍ଟକଟକ,୨୧/୯: ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ କଟକ ସର୍କିଟ ହାଉସ ଗସ୍ତ ସମୟରେ ଥିଙ୍କର୍ଷ କ୍ଳବ୍ ତରଫରୁ ସଭାପତି ବରଦା ଦାସ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଓ ରାଜ୍ୟ ବିଜେପି ମହିଳା ଶାଖା ସମ୍ପାଦିକା ସ୍ମୃତି ରେଖା ଦାସ, ବିନୋଦ ଦାସଙ୍କ ଉପସ୍ଥିତି ରେ ସ୍ମାରକ୍ ପତ୍ର ପ୍ରଦାନ କରିଛନ୍ତି ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୧-୧୨ ରେ ସଞ୍ଜୟ ଦାସ ବର୍ମା ବୈଷୟିକ ମନ୍ତ୍ରୀ […]Continue Reading
କଟକ,୨୧/୯ : ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। କଟକ ସହରରେ ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କମିଶନରେଟ ପୁଲିସର କଟକଣା କରାଯାଇଛି।ଭସାଣିରେ ୬ଟି ସାଉଣ୍ଡ ବକ୍ସ ବ୍ୟବହାର ନ କରିବା ପାଇଁ ବାରଣ କରାଯାଇଛି। ଏଥିସହ ଦଶହରାରେ ଡିଜେ ସମ୍ପୂର୍ଣ୍ଣ ମନା ହୋଇଛି। ଏହା ସହ ସୁନାଚାନ୍ଦି ମେଢ଼ ମଣ୍ଡପ ନିକଟରେ ବନ୍ଧୁକଧାରୀ ପୁଲିସ ମୁତୟନ ହେବେ। ପୁଲିସ ପକ୍ଷରୁ ଆୟୋଜିତ ଦୁର୍ଗା ପୂଜା Continue Reading
ବାଲେଶ୍ବର, ୨୧/୯ : କୋଟିପତି ମୁଖ୍ୟଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ବାଲେଶ୍ୱର ରୁରାଲ୍ ୱାର୍କସ ମୁଖ୍ୟଯନ୍ତ୍ରୀ ଏନ୍.ଭି ହରିହର ରାଓଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାଯାଇଛି।ଗତକାଲି ହରିହରଙ୍କ ପୈତୃକ ଘର, ଅଫିସ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ଫୁଲବାଣୀରେ ଥିବା ଘର ସମେତ ମୋଟ ୧୧ଟି ସ୍ଥାନରେ ଚଢଉ କରିଥିଲା ଭିଜିଲାନ୍ସ। ଚଢ଼ଉ ବେଳେ ୨ଟି କୋଠା, Continue Reading
କନ୍ଧମାଳ, ୨୧/୯ : କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଘନ କୁହୁଡି। ଘନ କୁହୁଡି ର ଚାଦର ସାରା ଜିଲ୍ଲାକୁ ଘୋଡେ଼ଇ ରଖୁଛି। ବିଳମ୍ବିତ ରାତି ଠାରୁ କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଘନ କୁହୁଡିକୁହୁଡି ବଢ଼ି ବଢ଼ି ସକାଳ ପ୍ରାୟ ୮ ଟା ଯାଏଁ ରହୁଛି। ଚଳିତ ବର୍ଷର ଘନ କୁହୁଡି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଫଳରେ ଟିକେ ଟିକେ ହାଲୁକା ଶୀତ ମଧ୍ୟ ଅନୁଭୂତ ହେଲାଣି। ଆଗକୁ ଜିଲ୍ଲାରେ ପହିଲି ଶୀତର ଆଗମନର […]Continue Reading
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼/ଭାପୁର, ୨୧/୯ : ଫତେଗଡ଼ ଥାନା ଅଧୀନ ଭଗବାନପୁର ଗାଁର ମହେଶ୍ବର ସାହୁଙ୍କ ପୁଅ ଅଖିଳଙ୍କୁ ଯେଉଁ ଭଳି ଢଙ୍ଗରେ ବିଷ୍ଣୁ ପ୍ରସାଦ ସାହୁ ଓରଫ ପପୁ ହାଣିଥିଲା, ଏଥିରୁ ସେ କେତେ ବଡ଼ ଅପରାଧୀ ତାହା ସ୍ପଷ୍ଟ ଭାବେ ଜଣାପଡ଼ିଯାଇଥିଲା। କେବଳ ସେତିକି ନୁହେଁ ଗତ ସାଧାରଣ ନିର୍ବାଚନ ସମୟରେ ସେ ମଧ୍ୟ ଗାଁରେ ଖଣ୍ଡା ବୁଲାଇବା ସହ ବୋମା ଫୋପାଡ଼ିବା ପାଇଁ ଧମକ ଦେଇଥିଲା।ପୁଲିସ ଯେତେବେଳେ ପପୁ ବିଷୟରେ ଖୋଳତାଡ଼ ଆରମ୍ଭ […]Continue Reading




