ନୟାଗଡ଼,୨୫/୧୧ : ଅଲାଜୁକ ଜ୍ୱାଇଁ! ବାହାଘରର ୨୦ ବର୍ଷ ପରେ ମନେ ପଡ଼ିଲା ଯୌତୁକ କଥା। ବଢ଼ିଲା ପୁଅ ଝିଅଙ୍କ ଆଗରେ ଯୌତୁକରେ ଆପାଚି ଗାଡ଼ି ଦାବି ପତ୍ନୀଙ୍କୁ ମାଡ଼ ମାରୁଥିଲେ। ଯେଉଁଥିପାଇଁ ପତ୍ନୀ ବାପ ଘରକୁ ପଳାଇ ଯାଇଥିଲେ। ଏହା ପରେ ଶ୍ୱଶୁର ଘର ଆଗରେ ବାହାଘର ସମୟରେ ମିଳିଥିବା ଜାନି ଯୌତୁକ ବାବଦରେ ନିଆଁ ଲଗାଇ ପୋଡ଼ିଦେଲେ। ଏପରି ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି।୨୦ ବର୍ଷ ତଳେ ଦଶପଲ୍ଲା ଥାନା ବୁରୁସାହି ଗାଁର ବିଜୟ […]Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୨୫/୧୧: ରାୟଗଡ଼ା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକରେ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାରେ ପ୍ରତିଟି ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରାୟ ଦୁଇ ବର୍ଷ ତଳେ ଆରମ୍ଭ ହେଇଥିବା ମେଗାପ୍ରକଳ୍ପ ଯୋଜନା ।ରାୟଗଡ଼ା ଜିଲ୍ଲାର ଅନଗ୍ରସର ଅଂଚଳରୂପେ ପରିଚିତ ଚନ୍ଦ୍ରପୁର ବ୍ଲକରେ ଘରେ ନପୋସୁଣୁ ଚାଳ ବାଜିବା ନ୍ୟାୟରେ ପାଣି ନଆଶୁଣୁ ମହାଦୁର୍ନୀତିରେ ପରିଣତ ହୋଇଥିବା ଅଭିଯୋଗ ହେଉଅଛି। ଗ୍ରାମ୍ୟ Continue Reading
ବରଦା ଦାସଙ୍କ ରିପୋର୍ଟକଟକ, ୨୫/ ୧୧: ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରରେ ସରକାର ଭୋଟ ପାଇବା ପାଇଁ ଲୋକଙ୍କ ଅର୍ଥରେ ମାଗଣା ବିଦ୍ୟୁତ ଦେୟ,ପାଣି ଟିକସ,କାଳିଆ ଆଦି ଅନେକ ଯୋଜନା ଘୋଷଣା କରି ଭୋଟ ହ।ତେଇ ବାକୁ ପ୍ରୟାସ କରିବ। ଦେଖିବାକୁ ମିଳୁଛି ।ଏହା ବାଦ ସଂରକ୍ଷଣ ଜାତି ଜାତି ମଧ୍ୟରେ ବିଭେଦ ସୃଷ୍ଟି କରି ଚାଲିଛି ।ଏ ସମ୍ପର୍କରେ କଟକ ମହାନଗର ବରିଷ୍ଠ ନାଗରିକ ମହାସଭା ଆନୁକୁଲ୍ୟରେ ଡ଼ା କୃପାସିନ୍ଧୁ ପଣ୍ଡା ଙ୍କ ସଭାପତିତ୍ବରେ […]Continue Reading
ଗଞ୍ଜାମ,୨୫/୧୧ : ବହୁ ଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାର ଶୁଣାଣି ହୋଇଛି। ସୋମବାର ରାୟ ଶୁଣାଇଛନ୍ତି ଗଞ୍ଜାମ ଜିଲା ଓ ଦୌରାଜଜ୍ ରୂପଶ୍ରୀ ଚୌଧୁରୀ। ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଅଦାଲତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।ଦୁଇ ଜଣ କୋର୍ଟରେ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି କୋର୍ଟ। ଟାଉନ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଓ ଏକ ସ୍ୱତନ୍ତ୍ର ଟିମ୍ […]Continue Reading
ଭୁବନେଶ୍ୱର,୨୫/୧୧ : ରିଲ୍ସ କରିବା ପଡ଼ିଲା ମହଙ୍ଗା। ଜବତ ହେଲା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ସ୍କୁଟି। ବିନା ହେଲମେଟରେ ସ୍କୁଟି ଚଢ଼ି ରାଜରାସ୍ତାରେ ରିଲ୍ସ କରୁଥିଲେ। ଗାଡ଼ି ଜବତ ସହ ଜାରିମାନା କଲା ଆରଟିଓ । ଜଣେ ଯୁବତୀ ବିନା ହେଲମେଟରେ ବେପରୁଆ ଭାବେ ଗାଡ଼ି ଚଳାଇବା ସହ ରିଲ୍ସ କରୁଥିବା ନେଇ ନାରାୟଣ ବିଶ୍ବାଳ ନାମକ ଜଣେ ବ୍ୟକ୍ତି ଟୁଇଟ୍ କରି ଆରଟିଓକୁ ଜଣାଇଥିଲେ ।ସେ ସ୍କୁଟି ନମ୍ବର ସହ ଯୁବତୀଙ୍କ ଫଟୋ ଶେୟାର କରି […]Continue Reading
ଭୁବନେଶ୍ବର, ୨୫/୧୧ : ଆଜି ଅବପାତରେ ପରିଣତ ହେବ ସୁଦୃଶ୍ୟ ଲଘୁଚାପ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ତତ୍ ସଂଲଗ୍ନ ଭାରତ ମହାସାଗର ନିକଟସ୍ଥ ଅଞ୍ଚଳରେ ଅବସ୍ଥିତ ସୁଦୃଶ୍ୟ ଲଘୁଚାପକ୍ଷେତ୍ରଟି କ୍ରମଶଃ ଘନୀଭୂତ ହୋଇ ଆଜି ଆବପାତର ରୂପ ନେଇ Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୨୪/୧୧: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ୨୦୨୪ ନଭେମ୍ବର ୧୧ରୁ ୧୪ ପର୍ଯ୍ୟନ୍ତ ଶ୍ରୀଲଙ୍କାର କଲମ୍ବୋଠାରେ ଅନୁଷ୍ଠିତ ୪୯ତମ କ୍ୱାଲିଟି କଣ୍ଟ୍ରୋଲ ସର୍କଲ୍ ଅନ୍ତର୍ଜାତୀୟ ସମ୍ମିଳନୀ (ଆଇସିକ୍ୟୁସିସି-୨୦୨୪)ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ପ୍ରତିଯୋଗିତାରେ ୧୪ଟି ଦେଶର ୧୦୮୩ଟି ଦଳ ଅଂଶଗ୍ରହଣ କରି ବିଶ୍ୱର ବିଭିନ୍ନ Continue Reading
ଭୁବନେଶ୍ୱର,୨୪/୧୧: ସରକାରୀ କ୍ୱାର୍ଟରକୁ ଭଡ଼ାରେ ଲଗାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଲଟମେଣ୍ଟ ପାଇଥିବା ବ୍ୟକ୍ତି ଏବଂ ଭଡ଼ାରେ ରହୁଥିବା ବ୍ୟକ୍ତି ଉଭୟେ ଦୋଷୀ ସାବ୍ୟସ୍ତ ହେବେ।ଅନେକ କ୍ୱାର୍ଟର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ଆଉ କିଛି କ୍ୱାର୍ଟରକୁ କିଛି ଲୋକ ଅକ୍ତିଆର କରିବସିଛନ୍ତି। ଜିଏ ବିଭାଗ ଏନେଇ ଏକ ତାଲିକା ପ୍ରସ୍ତୁତ କରୁଛି, ଉଚ୍ଛେଦ କାର୍ୟ୍ୟ ଆରମ୍ଭ ହେଲାଣି। ପୁରୁଣା Continue Reading
ସୁନ୍ଦରଗଡ଼, ୨୪/୧୧ : ଆସିଲା ପ୍ରଥମ କିସ୍ତିର ତୃତୀୟ ଦଫା ‘ସୁଭଦ୍ରା’ ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯାଇଛି ‘ସୁଭଦ୍ରା’ ଟଙ୍କା। ସୁନ୍ଦରଗଡ଼ରେ ଟଙ୍କା ରିଲିଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଏଥିସହ ପ୍ରଥମ କିସ୍ତିରୁ ବାଦ୍ ପଡ଼ିଥିବା ୨୫ ପ୍ରତିଶତ ମହିଳାଙ୍କୁ ବି ମିଳିଛି ଟଙ୍କା। ତେବେ ଯେଉଁ ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ୍ ପଡ଼ିଛନ୍ତି, ସେମାନଙ୍କର ମଧ୍ୟ ତଥ୍ୟ ଯାଞ୍ଚ ପାଇଁ ବ୍ଲକସ୍ତରକୁ ରିପୋର୍ଟ ଯାଇଛି। Continue Reading
ଭୁବନେଶ୍ବର, ୨୪/୧୧ : ଦିନେ ଦୁଇ ଦିନ ଭିତରେ ରତ୍ନଭଣ୍ଡାରର ମରାମତି କାମ ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାନୁଆରି ୩୧ ସୁଦ୍ଧା ରତ୍ନଭଣ୍ଡାରର ମରାମତି ଓ ଗଣତିମଣତି କାମ ଶେଷ ହେବ। ତାପରେ ଅସ୍ଥାୟୀ ରତନଭଣ୍ଡାରୁ ଅଳଙ୍କାର ଅଣାଯାଇ ସୁରକ୍ଷିତ ପରିବେଶରେ ରଖାଯାଇ ଗଣତିମଣତି କରାଯିବ।ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଗରୁ କହିଥିଲେ, କାର୍ତ୍ତିକ ମାସରେ ଭକ୍ତଙ୍କ Continue Reading




