By A Iswar Rao Koraput (Odisha), Sept. 24: In a symbolic protest against the persistent lack of electricity in their village, residents of Nagalwada in Narayanpatna block of Odisha’s Koraput district on Monday made a bid to return their ration cards to the district administration, reports said on Tuesday. This unprecedented move was apparently aimed […]Continue Reading
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୨୪/୯: ଦୁଃଖର ପାହାଡ଼କୁ ନିଜ କାନ୍ଧରେ ବୋହି ଚାଲିଛନ୍ତି ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତ ବଡ଼ବନ୍ତ ଗ୍ରାମର କାର୍ତ୍ତିକ ଜେନା । ଜଣେ ଦିନ ମଜୁରିଆ ଭାବେ ନିଜ ପରିବାର ଚଳାନ୍ତି । ବୟସ ଏବେ ୬୩ ବର୍ଷ ହେଲାଣି ।ସ୍ତ୍ରୀ, ଗୋଟିଏ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ପରିବାର । ବଡ଼ ଝିଅଟି ବିବାହିତ । ହେଲେ ଏକ ମାତ୍ର ପୁଅ ଚନ୍ଦନ ଜେନା(୧୯) ଭିନ୍ନକ୍ଷମ । ଜନ୍ମର ତିନି […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୪/୯ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାଲିଯାତ୍ରା ୧୨ ଦିନ ଧରି ଅନୁଷ୍ଠିତ ହେବା ପରେ ମଙ୍ଗଳବାର ପୂର୍ଣ୍ଣାହୁତି ହୋଇଛି।ଏହି ଯାତ୍ରାରେ ମା’ ମାଣିକେଶ୍ବରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପୂର୍ଣ୍ଣାହୁତି ଦିନରେ ଶହ ଶହ ଶ୍ରଦ୍ଧାଳୁ ଏହି ଯାତ୍ରାରେ ଯୋଗଦେଇ ଅଗ୍ନି ଉପରେ ଖାଲି ପାଦରେ ଚାଲି ନିଜ ମାନସିକ ପୂରଣ Continue Reading
BY AKSHYA ROUT JAJPUR, SEPT 24 : Jajpur Circle deputy director of mines Jayaprakash Nayak On Tuesday visited various black stone quarry areas to take stock of mining activities in At Dharamasala In Jajpur District .My main aim is to see whether everything is going all right or not.it was my routine visit said DDM […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୪/୯ : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ପଂଚାୟତ ତେନ୍ତୁଳିଗାଁ ରେ ସହିଦ ସୁମନ୍ତ ପଧାନ ଙ୍କ ୪ର୍ଥ ସହିଦ ଦିବସ ପାଳିତ ହୋଇଯାଇଛି।ଏଥିରେ ସ୍ଥାନୀୟ ସରପଞ୍ଚ ଡିଗ୍ରୀ ମେହେର,ଲଛିପୁର ପଂଚାୟତ ମହାବିଦ୍ୟାଳୟ ଅଧ୍ୟାପିକା କଲ୍ୟାଣୀ ମିଶ୍ର,ପ୍ରଧାନ ଶିକ୍ଷକ ବରୁଣ ସାହୁ ବରିଷ୍ଠ ଶିକ୍ଷକ ଚନ୍ଦ୍ରଶେଖର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପଂଚାୟତ ପରିସରରେ ଥିବା Continue Reading
NEW DELHI,SEPT 24 : The alleged torture of an Army officer and sexual assault of his fiancée at a police station in Odisha have led to Army veterans and retired police personnel firing off allegations in the case that has triggered nationwide outrage. While Army veterans, including General VK Singh (retired), have called the incident […]Continue Reading
ପୁରୀ, ୨୪/୯: ତିରୁପତି ଲଡ଼ୁକୁ ନେଇ ବିବାଦ ଏବେ ସାରା ଦେଶରେ ଭକ୍ତଙ୍କ ମନରେ ଏକ ବଡ଼ ସନ୍ଦେହ ସୃଷ୍ଟି କରିଛି । ତେବେ ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ମହାପ୍ରସାଦ ଏବଂ ଘିଅର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।ଦକ୍ଷିଣ ଭାରତର ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିର ଲଡୁ ପ୍ରସାଦରେ ଗୋ ମାଂସ ଚର୍ବି ଏବଂ ମାଛ ତେଲ ମିଶୁ ଥିବା ଅଭିଯୋଗ ଆସିବା ପରେ ଏବେ ଦେଶର […]Continue Reading
ଭୁବନେଶ୍ୱର,୨୪/୯: ରାଜ୍ୟ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।ଏଣିକି ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ରହିବ।ରାଜ୍ୟର ସବୁ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ପରେ ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତ୍ତି Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୪/୯ : ଫ୍ରାନ୍ସର ଲିଅନ ଠାରେ ଅନୁଷ୍ଠିତ ୪୭ ତମ ବିଶ୍ଵ ସ୍ତରୀୟ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଗେଦେଲା ଅଖିଲ ଅଂଶଗ୍ରହଣ କରି ସଫଳତାର ସହ ନିଜର ପ୍ରତିଭାର ପାରିଦର୍ଶିତା ଦେଖାଇ ସମ୍ମାନ ଜନକ “ରୌପ୍ୟ ପଦକ” ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ।ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ବାଘଶାଳା ପଞ୍ଚାୟତର ଏକ ଛୋଟିଆ ଗ୍ରାମ ତାମ୍ପରକଇଠା ର ଅଧିବାସୀ ହେଉଛନ୍ତି ଗେଡେଲା ଅଖିଳ ।ବିଶ୍ବର ଦକ୍ଷତା ଶାଳା ଭାବେ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୩/୯ : ବିଜେପି ନେତୃତ୍ୱରେ ଗଠିତ ରାଜ୍ୟରେ ସୂତନ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ହୋଇଛି। ଏହି ୧୦୦ ଦିନର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବାଟାଗୁଡା ମଣ୍ଡଳ ର ପଞ୍ଚାୟତ ସଭାଗୃହ ଠାରେ ସଦସ୍ୟତା ପ୍ରଭାରୀ ସୁରେନ୍ଦ୍ର ପାତ୍ର ଙ୍କ ଅବାହକତ୍ବରେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ ଓ ସଦସ୍ୟତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ Continue Reading




