Home Posts tagged ODISHA (Page 312)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୨ : ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ,ସପ୍ତମ ଦିନରେ ଅକ୍ରୁରଙ୍କର ହରି ନାମ ଗାନ ଗୋପପୁରକୁ ଗମନ ମଞ୍ଚସ୍ଥ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନିର୍ମାତ ହୋଇଥିବା ଭବ୍ୟ ଯୁଗ୍ମ ମନ୍ଦିର ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ପ୍ରତିଷ୍ଠା ଦିବସର ସପ୍ତମ ଦିବସରେ କଂସ ମହାରାଜ ଆଦେଶ କ୍ରମେ ଅକ୍ରୁରଙ୍କର ହରି ନାମ ଗାନ ଓ ଗୋପପୁର ଗମନ ନାଟକ ମଞ୍ଚସ୍ଥ ହୋଇଛି ।ଏଥିରେ କଂସ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ରୁତୁଙ୍ଗିଆ ପଞ୍ଚାୟତରେ କଟ୍ରିକିଆ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ୨୦୨୫ ଉଦଯାପିତ ହୋଇଯାଇଛି ।କ୍ଲଷ୍ଟରର ସିଆରସିସି ସାବତ ପ୍ରଧାନଙ୍କ ତତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ରୁତୁଙ୍ଗିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣପତିଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପ ଧୂପ ପ୍ରଜ୍ଜଳନ କରି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୩୧/୧ : ଗୁରୁବାର ଦିନ ଦିବା ଘ.୧୨.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ କୁଷ୍ଠ ନିରାକରଣ ଦିବସ ତଥା ସ୍ପର୍ଶ କୁଷ୍ଠ ସଚେତନତା ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ Continue Reading
Odisha News
ବାରିପଦା, ୩୦/୧: ମୟୁରଭଞ୍ଜ କରଞ୍ଜିଆ ଥାନା ନିକଟସ୍ଥ ପାଟ୍‌ବିଲ୍ ଆର୍‌ଆଇଙ୍କ ଠାରୁ ଲୁଟିନେଲେ ସୁନା ଚେନ୍ ଓ ଟଙ୍କା। ୨ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ରାଜସ୍ବ ନିରୀକ୍ଷକ ଅଫିସରୁ ଲୁଟି ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି।Continue Reading
Odisha News
ଭୁବନେଶ୍ୱର, ୩୦/୧ : ସରସ୍ୱତୀ ପୂଜାକୁ ନେଇ ଦୂର ହେଲା ସବୁ ଦ୍ୱନ୍ଦ୍ୱ । ଫେବୃଆରୀ ୩ ନୁହେଁ ବରଂ ୨ ତାରିଖରେ ପାଳନ ହେବ ସରସ୍ୱତୀ ପୂଜା। ସରସ୍ୱତୀ ପୂଜା ତାରିଖ ଦ୍ୱନ୍ଦ୍ୱ ଆଜି ଦୂର କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।ଫେବୃଆରୀ ୨ ତାରିଖରେ ହିଁ ସର୍ବତ୍ର ପାଳନ ହେବ ସରସ୍ୱତୀ ପୂଜା। ଶ୍ରୀମନ୍ଦିର ନୀତି ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି। ବିଧି ଅନୁସାରେ ସେହି ଦିନ ରଥ କାଠ ଅନୁକୂଳ କରାଯିବ ବୋଲି ସୂଚନା […]Continue Reading
Odisha News
ଭୁବନେଶ୍ୱର, ୩୦/୧ : ଓଡ଼ିଶାରୁ ମହାକୁମ୍ଭକୁ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ନିରାଶ ଜନକ ଖବର । ମହାକୁମ୍ଭ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ବସ ସେବାକୁ ବାତିଲ କରାଯାଇଛି ।ଓଡ଼ିଶା ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଓଏସ୍ଆରଟିସି ବସ୍ ସେବାକୁ ବନ୍ଦ କରାଯାଇଛି । ଫେବ୍ରୁଆରୀ ୪ ତାରିଖ ଯାଏ ବସ୍ ଚଳାଚଳ ବନ୍ଦ ରହିବ ।ତେବେ କାହିଁକି ବାତିଲ କରାଯାଇଛି ସ୍ପଷ୍ଟ ଦିଆଯାଇ ନ […]Continue Reading
Odisha News
ଭୁବନେଶ୍ୱର, ୩୦/୧: ରାସନକାର୍ଡ ଇ-କେୱାଇସି ଅପଡେଟ୍ କରି ନ ଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର । ଫେବୃଆରୀ ୧୫ ଯାଏଁ ବଢିଲା ରାସନ ଇ-କେୱାଇସ ଅପଡେଟ୍ ଅବଧି ।ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା ।ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଏବେ ଫେବୃଆରୀ ୧୫କୁ ଏହାର ଅବଧି ବୃଦ୍ଧି କରାଯାଇଛି । କିଛି ଲୋକ ଇ-କେୱାଇସି କରି ନ ଥିବାରୁ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୧ : ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ,ଷଷ୍ଠ ଦିନରେ ଅଷ୍ଟମଲ୍ଲ ସହ କୃଷ୍ଣ ବଳରାମଙ୍କ ସହିତ ଯୁଦ୍ଧ ଓ ମୃତ୍ୟୁ, ଗୋପପୁରରେ ଗୋପଲୀଳା ମଞ୍ଚସ୍ଥ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନିର୍ମାତ ହୋଇଥିବା ଭବ୍ୟ ଯୁଗ୍ମ ମନ୍ଦିର ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ପ୍ରତିଷ୍ଠା ଦିବସର ଷଷ୍ଠ ଦିବସରେ କଂସର ଆଦେଶରେ ଗୋପପୁରରେ ଷଡ଼ମଲ୍ଲ ପ୍ରେରଣ, ଶ୍ରୀକୃଷ୍ଣ ବଳରାମ ସାଙ୍ଗେ ଯୁଦ୍ଧ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର , ୩୦/୧ : ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷରେ ସ୍ପର୍ଶ କୁଷ୍ଟ ରୋଗ ସଚେତନା ଅଭିଯାନ ୨୦୨୫ର ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟିର ବୈଠକ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ଅଧକ୍ଷତାରେ ଅନୁଷ୍ଟିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲା ମୁଖ୍ୟ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା.ରମେଶ ଚନ୍ଦ୍ର ସାହୁ,ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ଦିବ୍ୟ କିଶୋର ପତି ଏଡ଼ି.ପି.ଏଚ.ଓ (ଭେକ୍ଟର ବାହିତ ରୋଗ ) Continue Reading
Odisha News
ଭୁବନେଶ୍ୱର, ୩୦/୧: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ଆକ୍ସନ୍ସ ମୁଡକୁ ଆସିଛି । ପୁଣି ଜଣେ ବଡ଼ ସରକାରୀ ମାଛ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।ଆଇଟିଡିଏର ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରେ ପଶିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବା ଜଣାପଡ଼ିଛି ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗୁରୁବାର ସକାଳୁ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ Continue Reading