ଭୁବନେଶ୍ବର, ୧୧/୨: ରାଜଧାନୀରେ ଏକ ଫ୍ଲାଏ ଓଭର କାମ ଆମ୍ଭ ହେବ। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ସେ କହିଛନ୍ତି, ସରକାର ଏହି ପ୍ରକଳ୍ପକୁ ଅନୁମତି ଦେଇ ସାରିଛନ୍ତି। ଖୁବଶୀଘ୍ର ଟେକ୍ନିକାଲ କାର୍ଯ୍ୟ ଆରମ୍ଭ ହେବ। ଜୟଦେବ ବିହାରରେ ଜାତୀୟ ରାଜପଥର ଯେଉଁ ଫ୍ଲାଏ ଓଭର ରହିଛି ତାକୁ ସଂଯୋଗ କରି ସେ ଫ୍ଲାଏ ଓଭର ନନ୍ଦନ କାନନ ପର୍ଯ୍ୟନ୍ତ […]Continue Reading
ଭୁବନେଶ୍ୱର,୧୧/୨ : ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଥିବା ମହିଳା କମିଶନ କ୍ଷମତାହୀନ । କମିଶନଙ୍କ ଅଧିକାର ସମନ୍ କରିବା, ଡାକିବା, ଏବଂ ଦଣ୍ଡିତ କରିବା ।ମାତ୍ର ରାଜ୍ୟରେ ମହିଳା କମିଶନଙ୍କର ଦଣ୍ଡିତ କରିବା ଅଧିକାର ନାହିଁ । ୩୨ ବର୍ଷ ହେଲାଣି ମହିଳା କମିଶନ କେବଳ ସୁପାରିସ୍ କରୁଛନ୍ତି ।କମିଶନଙ୍କର ପୋଲିସ ପାୱାର ବିନା କୌଣସି ମାନେ ନାହିଁ । କମିଶନ ନିଜେ କାର୍ଯ୍ୟାନୁଷ୍ଠାନ ନେବା ଦରକାର, ନହେଲେ ମାନେ କିଛି ନାହିଁ ।ମହିଳା […]Continue Reading
ଭୁବନେଶ୍ୱର, ୧୦/୨ : ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ ହେବାକୁ ଯାଉଛି ମହିଳା ଜନଶୁଣାଣୀ କାର୍ୟ୍ୟକ୍ରମ । ଭୁବନେଶ୍ୱର ମହାନଗର ନିଗମର ଏକାମ୍ର ହଲରେ ଏହି କାର୍ଯ୍ୟକ୍ରମ କରାଯିବ ।ଏଥିରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ଉପସ୍ଥିତ ରହିବେ । ଯେଉଁମାନେ ସମସ୍ୟାରେ ପୀଡ଼ିତ ସେମାନେ ଏହି ମହିଳା ଜନ ଶୁଣାଣିକୁ ଆସି ସେମାନଙ୍କ ସମସ୍ୟା ଜଣାଇପାରିବେ । ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୧୦/୨: ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବର ରୌପ୍ୟ ଜୟନ୍ତୀ ଉତ୍ସବ ମହା ସମାରୋହ ଅନୁଷ୍ଠିତ ହୋଇଛି। ଫେବୃଆରୀ ୬ରୁ ୯ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଉତ୍ସବରେ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏନଓଡିଏଲ୍) ପକ୍ଷରୁ ସେଠାରେ ସ୍ୱତନ୍ତ୍ର ଷ୍ଟଲ୍ ର ବ୍ୟବସ୍ଥା କରାଯାଇଥିଲା।ଷ୍ଟଲରେ ଉପଭୋକ୍ତାମାନଙ୍କୁ ବୈଦ୍ୟୁତିକ ସେବା ସମ୍ପର୍କିତ ସୂଚନା ଓ ସହାୟତା ପ୍ରଦାନ କରାଯିବା ସହ ଟିପିଏନଓଡିଏଲର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୦/୨ : ଯଶସ୍ବୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ଛାତ୍ରଛାତ୍ରୀ , ଶିକ୍ଷକ ଓ ଅଭିଭାବକଙ୍କ ସହ ପରୀକ୍ଷାପେ ଚର୍ଚା କାର୍ଯ୍ୟକ୍ରମ ଶୃଙ୍ଖଳାର ଅଷ୍ଟମସଂସ୍କରଣ ଅବସରରେ ସମ୍ବୋଧିତ କରିଛନ୍ତି ।କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଆଜି ପିଏମଶ୍ରୀ କେନ୍ଦ୍ରୀୟବିଦ୍ୟାଳୟ ବୌଦ୍ଧର ଷଷ୍ଠଶ୍ରେଣୀରୁଦ୍ୱାଦଶଶ୍ରେଣୀର ଛାତ୍ରଛାତ୍ରୀ ଓ ଶିକ୍ଷକବୃନ୍ଦ ଦେଖିଥିଲେ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା Continue Reading
By Our Correspondent Bhubaneswar, Feb 10 :Toastmasters Community Club, Bhubaneswar (TMCC) organised its annual flagship event, ‘SpeakFest 2025’ today at Development Resource Training Center(DRTC), Bhubaneswar. Focused on spreading awareness on public speaking, the event was a convergence of learning and networkingalong with engaging and interactive activities for the Continue Reading
ଯୋଡ଼ା, ୧୦/୨ : କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ବାଂଶପାଣି ନିକଟ ଟୋଲ ଗେଟ ବସ୍ତିରେ ଗତକାଲି ରାତ୍ରିରେ ପୁଅର କାଠଫାଳିଆ ମାଡ଼ରେ ବାପାର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଉଛି ଅଜୟ ସେଠୀ (୫୦)। ପୁଲିସ ଏହି ଘଟଣାରେ ପୁଅ ବିକାଶ ସେଠୀକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।ଘଟଣାରୁ ପ୍ରକାଶ ଯେ, ପୁଅ ବିକାଶ ଜଣେ ଯୁବତୀକୁ ବିବାହ କରିବାକୁ ସବୁବେଳେ ଜିଦ୍ ଧରି ବସୁଥିଲେ। କାମଧନ୍ଦା କରିବା ପରେ ବାହା ହେବା ପାଇଁ […]Continue Reading
ସମ୍ବଲପୁର, ୧୦/୨: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଏକ ବାଲି ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକ୍ ବ୍ରିଜର ତଳକୁ ନ ଖସି ଅଧାରେ ଝୁଲି ରହିଛି । ଫଳରେ ସେଥିରେ ଥିବା ଡ୍ରାଇଭର ଫସି ରହିଛନ୍ତି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଡ୍ରାଇଭରକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ହାଇୱା ଟ୍ରକଟି ମହାନଦୀରୁ ବାଲି ଉଠାଇ ରେଢ଼ାଖୋଲ ରାସ୍ତାରେ ଯାଉଥିଲା । ସକାଳ ପ୍ରାୟ ୫ଟା […]Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୦/୨ : ଷ୍ଟ୍ରିଟ୍ ଲାଇଟ୍ ବିଲକୁ ନେଇ ବିଜୁଳି ବିତରଣ ସଂସ୍ଥା ଟିପିସିଓଡିଏଲ ପାଇଁ ସମସ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ମାର୍ଚ୍ଚ ଶେଷ ସୁଦ୍ଧାି ଅଧିକରୁ ଅଧିକ ବକେୟା ଅର୍ଥ ଆଦାୟ କରିବା ପାଇଁ କମ୍ପାନି ଉପରେ ଚାପ ରହିଛି।ଏବେ ବି ଜିଲ୍ଲାରେ ଷ୍ଟ୍ରିଟ୍ ଲାଇଟ୍ ବିଲ୍ ବାବଦକୁ ଗଡ଼ୁଥିବା ତିନି କୋଟିରୁ ଉର୍ଦ୍ଧ୍ବ ଟଙ୍କାକୁ ନେଇ କମ୍ପାନି ଚିନ୍ତାରେ ପଡ଼ିଛି। ଯେମିତି ବି ହେଉ ନଗଦ ଟଙ୍କା ଆଦାୟ […]Continue Reading
“Since DWO is amongst our officers, it would not be appropriate to comment on this matter. I believe in the official system,” says Collector Parul Patwari By C.B.Singh Rayagada (Odisha), Feb. 9: A controversy has erupted in Rayagada district following allegations made by District Welfare Officer (DWO), Asima Rao, against the Collector and District Magistrate […]Continue Reading




