କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୬/୨ : ରବିବାର ଦିନ ବୌଦ୍ଧ ନିୟନ୍ତ୍ରିତ ବଜାର କମିଟିର ଆଦର୍ଶ କୃଷି ବଜାର ପରିସରରେ ଚାଲିଥିବା ସାପ୍ତାହିକ ବୁଣାକାର ହାଟକୁ ପରିଦର୍ଶନ କରିଛନ୍ତି ଉପ- ଜିଲ୍ଲାପାଳ ତଥା ବୌଦ୍ଧ ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରବୀଣ କୁମାର ବାଣୁଆ ।ଶ୍ରୀ ବାଣୁଆ ବୌଦ୍ଧ ତଥା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବୁଣାକାର ମାନଙ୍କ ଦ୍ବାରା ହସ୍ତ ତନ୍ତରେ ବୟନ ହୋଇଥିବା ସୁତା ଶାଢୀ, ପାଟଶାଢ଼ୀ ର ବଜାରକୁ ବୁଲି Continue Reading




