କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୫/୩ : ଆଜି ଓଡ଼ିଶାର ଭୂମିପୁତ୍ର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ପ୍ରବାଦ ପୁରୁଷପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କର ୧୦୯ ତମ ଜୟନ୍ତୀ ଅବସରରେ ବିଜୁ ଜନତାଦଳ ହରଭଙ୍ଗା ବ୍ଲକ ପକ୍ଷରୁ ଚାରିଛକ ଠାରେ ପାଳିତ ହୋଇଯାଇଛି ।ଏହି ଅବସରରେ ଚାରିଛକସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଦଳର ବରିଷ୍ଠ ନେତା ରବି ପ୍ରଧାନ ପ୍ରତିଭା ସାହୁ ସୁଶାନ୍ତ ପ୍ରଧାନ ଅବକାଶ ସାହୁ ପ୍ରଦୀପ ସାହୁ ଜିଲ୍ଲାପରିଷଦ ଅଧକ୍ଷା ପ୍ରଭାସିନୀ Continue Reading
ଭୁବନେଶ୍ୱର,୫/୩: ବିଜୁ ଜୟନ୍ତୀ ପାଳନକୁ ନେଇ ଭାଜପା ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ। ଶଙ୍ଖଭବନରେ ମୋହନ ସରକାରଙ୍କ ଉପରେ ଗର୍ଜନ କରିଛନ୍ତି ବିଜେଡି ସୁପ୍ରିମୋ।ସେ କହିଛନ୍ତି, ବିଜୁ କ୍ରୀଡା ପୁରସ୍କାର ନାଁ ପରିବର୍ତ୍ତନ ନେଇ ଉଦ୍ୟମ ହୋଇଥିଲା। ବିମାନ ବନ୍ଦର ନାଁ ପରିବର୍ତ୍ତନ ପାଇଁ ଉଦ୍ୟମ ହେଉଛି। ୧୯୯୩ରୁ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳିତ ହେଉଛି। କିନ୍ତୁ ଏବେ ତାରିଖ ବଦଳାଇ ଦିଆଗଲା।ତାରିଖ ବଦଳାଇ ପାରିବେ, କିନ୍ତୁ ଲୋକଙ୍କ ଭଲ ପାଇବା Continue Reading
By Our Correspondent Bhubaneswar, Mar 5 : The Women Wing of OASME today announced the forth-coming “HerStory 2025, a flagship event celebrating women who lead and inspire, scheduled to take place on March 9, 2025, at Swosti Premium at Bhubaneswar: Ms. Jyotirmayee Mohanty, Chairperson, OASME Women’s Wing, Ms. Anwesha Rout, Secretary, OASME Women’s Wing and […]Continue Reading
By Barada prasan Das Cuttack , Mar 5 : The Thinkers’ Club arranged it’s 113th webinar over the zoom Platform here to discuss on the problems related to Generation, Transmission and Distribution of Electricity in the State. Retired IAS Sri Bibek Pattanaika was the Chief Guest of the meet. Engineer Bijay Chandra Jena was the […]Continue Reading
ଭୁବନେଶ୍ୱର,୫/୩: ରାଜ୍ୟରେ ରାଜ୍ୟର ୩ ପ୍ରମୁଖ ସହରରେ ବନ୍ଦ ରହିଥିବା ପୌର ନିର୍ବାଚନ ପୁଣି ଥରେ ଆଶା ବଢ଼ିଛି । ସମ୍ବଲପୁର, ରାଉରକେଲା ଏବଂ ପୁରୀରେ ହେବ ପୌର ନିର୍ବାଚନ । ହାଇକୋର୍ଟଙ୍କ ଶୁଣାଣି ଶେଷ ହେବା ପରେ ପୌର ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ଗତ ୧୧ ବର୍ଷ ହେଲା ରାଜ୍ୟର ଦୁଇ ପ୍ରମୁଖ ସହର ସମ୍ବଲପୁର ଏବଂ ରାଉରକେଲାରେ ପୌର ନିର୍ବାଚନ ବନ୍ଦ ରହିଛି […]Continue Reading
ଭୁବନେଶ୍ୱର,୪/୩: ଆସନ୍ତାକାଲି ଅର୍ଥାତ୍ ୫ ତାରିଖରେ ରାଜ୍ୟର ସବୁ ସ୍କୁଲ ଖୋଲା ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଏନେଇ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି।ପଞ୍ଚାୟତିରାଜ ଦିବସ ପାଳନ ପାଇଁ ପୂର୍ବରୁ ମାର୍ଚ୍ଚ ୫ ଛୁଟି ରହୁଥିଲା। ତେବେ ଚଳିତବର୍ଷ ରାଜ୍ୟ ସରକାର ମାର୍ଚ୍ଚ ୫ ବଦଳରେ ଏପ୍ରିଲ ୨୪ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । Continue Reading
BY AKSHYA ROUT JAJPUR, MAR 4 : With the active support and cooperation of Odisha Chief Minister Mohan Charan, Dharmasala MLA Himanshu Shekhar Sahu on Monday launched supply of drinking water to various gram panchayats through 72 tankers. On the eve of 2024 assembly polls, Mr Sahu had promised to provide drinking water to all […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୪/୩ : ରବିବାର ଦିବା ୧୧ ଘଣ୍ଟା ସମୟରେ ନିୟନ୍ତ୍ରିତ ବଜାର କମିଟି ପରିଚାଳିତ ବୌଦ୍ଧ ସ୍ଥିତ ଆଦର୍ଶ କୃଷି ବଜାର ପରିଦର୍ଶନ କରିଛନ୍ତି ଉପ- ଜିଲ୍ଲାପାଳ ତଥା ବୌଦ୍ଧ ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ପ୍ରବୀଣ କୁମାର ବାଣୁଆ ।କୃଷି ବଜାରକୁ ଆସିଥିବା ଚାଷୀ ମାନଙ୍କ ସହ ଶ୍ରୀ ବାଣୁଆ କୃଷି ବଜାର ର ଆନୁଷଙ୍ଗିକ ସ୍ଥିତି, ବ୍ୟବସାୟ ରୁ ମିଳୁଥିବା ଲାଭ,ବାହାର କୁ ମାର୍କେଟିଙ୍ଗ ଆଦି ବିଷୟରେ ଆଲୋଚନା କରିଥିଲେ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୪/୩ : ରବିବାର ଦିବା ୧୧ ଘଟିକା ସମୟରେ ବୌଦ୍ଧ ପଞ୍ଚାୟତ ଭବନ ଠାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟିର ବୈଠକ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।ବୈଠକରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ସ୍ବାଗତ ଭାଷଣ ଦେବା ସହ ଜିଲ୍ଲାରେ କାର୍ଯ୍ୟକାରୀ କେନ୍ଦ୍ରୀୟ ଉନ୍ନୟନ ମୂ ଳକ ଯୋଜନାର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ ।ଜିଲ୍ଲାର Continue Reading
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୪/୩ : ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟ ଭାବେ ପରିଗଣିତ । ବିଦ୍ୟୁତ ବଣ୍ଟନ ର ଘରୋଇ କରଣ ହୋଇଛି ।ଏ ଦିଗରେ ବିଶେଷ ଆଭାସି ଆଲୋଚନା ଥିଙ୍କର୍ସ କ୍ଳବ୍ ୧୧୩ ତମ ଅଧିବେଶନ ରେ ଅନୁଷ୍ଠିତ ହୋଇଥିଲା । ଇ ବିଜୟ ଚନ୍ଦ୍ର ଜେନା ବିଶଦ ଭାବେ ବିଦ୍ୟୁତ୍ ଉତ୍ପାଦନ ଓ ବିତରଣ ଉପରେ ଆଲୋଚନା କରିଥିଲେ ।ବିଶିଷ୍ଟ ପ୍ରଶାସକ ବିବେକ ପଟ୍ଟନାୟକ ସଭାରେ ଅଧ୍ୟକ୍ଷତା […]Continue Reading




