By Ruchika Mohapatra Bhubaneswar, March 11: In a remarkable medical feat, doctors at Hi-Tech Medical College and Hospital, Bhubaneswar, successfully restored the blood supply to the arm of a 35-year-old security guard from Angul district, who suffered a severe vascular injury following a bike accident. Hemant Dehury, the patient whose elbow swelled up and hand […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୧/୩ : ସୋମବାର ଅପରାନ୍ହ ୩ ଘଟିକା ସମୟରେ ହରଭଙ୍ଗା ବ୍ଲକର ବିଭିନ୍ନ ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ।ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ଠାରେ ଜନଶୁଣାଣୀ କାର୍ଯ୍ୟକ୍ରମ ପରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ଲେଣ୍ଡିରିଜୋର୍ ସରକାରୀ ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ, ଝାଡ୍ରାଜିଙ୍ଗ ଆଶ୍ରମ ସ୍କୁଲ୍ ପରିଦର୍ଶନ କରିଥିଲେ ।ଅନୁସୂଚିତ ଜନଜାତି ଓ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ ,୧୦/୩ : ରାଜ୍ୟରେ ଦିନକୁ ଦିନ ବଢୁଛି ନାରୀ ନିର୍ଯ୍ୟାତନା। ଏହାର ପ୍ରତିବାଦରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି। କଂଗ୍ରେସ କାର୍ଯ୍ୟାଳୟରୁ ନେତା ଏବଂ କର୍ମୀମାନେ ଏକ ବିରାଟ ରାଲିରେ ବାହାରି ସମଗ୍ର ସହର ପରିକ୍ରମା କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଳୀୟ ନେତାମାନେ ରାଜ୍ୟରେ କ୍ରମ ବର୍ଦ୍ଧିଷ୍ଣୁ ନାରୀ Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୦/୪ : ପ୍ରଦେଶ କଂଗ୍ରେସର ଜାତୀୟ ପ୍ରଭାରୀ ଅଜୟ କୁମାର ଲଲ୍ଲଙ୍କ ଆନ୍ଦୋଳନ ଓ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସମ୍ପ୍ରତି ବଢ଼ିଚାଲିଥିବା ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ଶିଶୁ ବଳତ୍କାର ପ୍ରତିବାଦରେ ଖୋରଧା ଜିଲ୍ଲା କଂଗ୍ରେସ ସଭାପତିରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଖୋରଧା ନୂଆ ବସ୍ଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ Continue Reading
By Subrat Sarangi Bhubaneswar, Mar 10: Four gymnasts of Odisha AM/NS India Gymnastics High Performance Centre (HPC) are representing Team India in the prestigious FIG Apparatus World Cup 2025 series.Tapan Mohanty and Tapeswarnath Dasare representing India in the Senior Men Artistic Gymnastics (MAG) category while Pranati Nayak and Karishma Rajputare representingin the Continue Reading
ଭୁବନେଶ୍ୱର, ୧୦/୩ : ରାଜ୍ୟରେ ବୃଦ୍ଧି ପାଇଛି ନକଲି ଔଷଧ କାରବାର । ଯାହା ଅନେକ ରୋଗୀଙ୍କ ଜୀବନକୁ ବିପଦରେ ପକାଇଛି । ଗତ ୩ ବର୍ଷ ଭିତରେ ୪ ସଂସ୍ଥାକୁ ତାଲିକାଭୁକ୍ତ କରିଛନ୍ତି ସରକାର ।ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି । ବିଜେପି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଜୋଶୀଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟ ମେଡିକାଲ କର୍ପୋରେସନ ଦ୍ୱାରା କିଣାଯାଇଥିବା […]Continue Reading
ଭୁବନେଶ୍ୱର,୧୦/୩ : ସୋମବାର ରାଜ୍ୟ ସରକାର ଉପସ୍ଥାପନ କରିଥିବା ତଥ୍ୟରେ ପ୍ରକାଶ ପୂର୍ବତନ ଏବଂ ବର୍ତ୍ତମାନର ସାଂସଦ (ସାଂସଦ) ଏବଂ ବିଧାନସଭା ସଦସ୍ୟ (ବିଧାୟକ)ଙ୍କ ବିରୋଧରେ ଫୌଜଦାରୀ ମାମଲା ସଂଖ୍ୟାକୁ ପ୍ରକାଶ କରିଛି।ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରଦାନ କରିଥିବା ଲିଖିତ ଉତ୍ତର ଅନୁଯାୟୀ, ପୂର୍ବତନ ଏବଂ ବର୍ତ୍ତମାନର ସାଂସଦଙ୍କ ବିରୋଧରେ ମୋଟ ୨୨ଟି ମାମଲା ରୁଜୁ ହୋଇଛି, Continue Reading
ଭଦ୍ରକ, ୧୦/୩: ଆକ୍ସନ ମୋଡ଼ରେ ଭଦ୍ରକ ଜିଲ୍ଲାପାଳ ଓ ଏସପି । ବିଳମ୍ବିତ ରାତିରେ ବେଆଇନ ଭାବେ ମାଟି ଚୋରା ଚାଲାଣ ହେଉଥିବା ସ୍ଥାନରେ ଭଦ୍ରକ ଜିଲ୍ଲାପାଳ ଓ ଏସପି ଚଢ଼ାଉ କରିଛନ୍ତି। ଘଟଣାସ୍ଥଳରୁ ଗୋଟିଏ ହାଇୱା ଓ ଜେସିବି ଜବତ କରାଯାଇ ୨ ଜଣଙ୍କୁ ଅଟକ ରଖାଯାଇଛି ।ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାପାଳ କୌଣସି ବିଶେଷ ସୂତ୍ରରୁ ବେଆଇନ ଭାବେ ଧାମରା ରେଳ ଲାଇନ ପାଖରୁ ମାଟି ଚାଲାଣ ହେଉଥିବା ଖବର ପାଇଥିଲେ ।ଏନେଇ ଭଦ୍ରକ […]Continue Reading
ଭୁବନେଶ୍ୱର, ୧୦/୩ : ରାଜ୍ୟରେ ଆଜିଠୁ ବଢିବ ତାତି । ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ତାତି ୪୦ ଡିଗ୍ରୀ ଟପିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।କିନ୍ତୁ ୫ ଦିନ ପରେ ତାପମାତ୍ରା ପୁଣି ଥରେ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ପ୍ରସ୍ତୁତି କରାଯାଇଛି । ଏନେଇ ଝଜଉ […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୯/୩ : ସ୍ଥାନୀୟ ଅଡିଟରିୟମ ହଲ,ଭୀମ ଭୋଇ ମେଡିକାଲ କଲେଜ ପରିସରରେ “ସୁଭଦ୍ରା ଯୋଜନା” ର ଦ୍ଵିତୀୟ କିସ୍ତି ହିତାଧିକାରୀ ମାନଙ୍କୁ ପ୍ରଦାନ କରିବା ନେଇ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇଶାଳୱର,ସମ୍ମାନନୀୟ ଅତିଥି ଡାଃ. ବିଜୟାନନ୍ଦ ସେଠୀ ଅତିରିକ୍ତ ଜିଲ୍ଲାପାଳ,CDMO ଡାଃ. ରମେଶ ଚନ୍ଦ୍ର ସାହୁ ଯୋଗ Continue Reading




