Home Posts tagged ODISHA (Page 262)
Top Stories
By Sukant Mohanty Bhubaneswar, April 15:  In a deeply disturbing incident that has shocked the conscience of the nation, a toddler was allegedly abducted from the lap of her visually impaired mother while she was asleep on a pavement near Ram Mandir Square in Bhubaneswar in the early hours of Sunday. The child remains missing, […]Continue Reading
Odisha News
ପାରାଦୀପ, ୧୫/୪ : ଆଜିଠୁ ଜୁନ୍ ୧୪ ତାରିଖ ଯାଏ ମାଛଧରା ଉପରେ ଲାଗିଲା କଟକଣା। ରାଜ୍ୟର ସବୁ ମାଛଧରା ବନ୍ଦର ପାଇଁ ଏଇ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର।ତେବେ ଆସନ୍ତା ଦୁଇମାସ ମାଛ ମାନଙ୍କର ଅଣ୍ଡାଦାନ ସମୟ। ଏହି ସମୟରେ ମାଛ ବଂଶ ବୃଦ୍ଧି ସମୟ ତେଣୁ ଯାଆଁଳା ସୁରକ୍ଷା ପାଇଁ ଆଜିଠୁ କଟକଣା ଲଗାଇଛନ୍ତି ସରକାର।ଏନେଇ ପାରାଦୀପ ନେହେରୁ ବଙ୍ଗଳା, ଅଠରବାଙ୍କି ବାଲିପ୍ଲଟ, ଚଉମୁହାଣି ଓ ଷଣ୍ଢକୁଦରେ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ପ୍ରଚାର […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୪ : ବୌଦ୍ଧ ଜିଲ୍ଲା ରେ ଆଜି ଭାରତ ରତ୍ନ ଡକ୍ଟର ବି. ଆର୍. ଆମ୍ବେଦକରଙ୍କ ଜ଼ିଲ୍ଲାସ୍ତରୀୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ଘ. ୬.୩୦ ମି ସମୟରେ ବୌଦ୍ଧଗଡ଼ ଏନ. ଏ. ସି. ର ସଫେଇ କର୍ମଚାରୀ ମାନେ ସହରର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ ।ବସଷ୍ଟାଣ୍ଡ ଠାରେ ସାମୁହିକ ସଫେଇ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ, ଏନ. ଏ. ସି. ବୌଦ୍ଧଗଡ଼, ଜ଼ିଲ୍ଲା ସୂଚନା ଓ ଲୋକ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୫/୪ : ସ୍ଥାନୀୟ ଶ୍ରୀରାମ ନଗର (ଟେଲିଫୋନ ଅଫିସ ନିକଟ) ଠାରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜନ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠର ନୂତନ ଗୃହ ଓଡ଼ିଆ ନବ ବର୍ଷରେ ଉଦଘାଟିତ ହୋଇଯାଇଛି। ଶ୍ରୀ ଜଗଦ୍ଦେବ ହୋମ, ଯଜ୍ଞ ଓ ପୂଜାପାଠ କରିବା ପରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ସମାଧାନ ପାଇଁ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ।ଏହି ଅବସରରେ ବିଧାୟକ ଶତାଧିକ ଲୋକଙ୍କୁ ଶ୍ରୀମଦ୍ ଭଗବତ ଗୀତା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୫/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଇଯାଇଛି । ସଦର ମହକୁମା ପାଟଖଣ୍ଡା ମନ୍ଦିର ପରିସରରେ ଥିବା, ରାମେଶ୍ୱର ମନ୍ଦିର ନିକଟରେ, ଏବଂ ସବ ଜେଲ ନିକଟରେ ଥିବା ହନୁମାନ ମନ୍ଦିର ଠାରେ ସକାଳୁ ପୂଜକ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମଯଜ୍ଞ ୧୦୮ ହନୁମାନ ଚାଳିସା ପାଠ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୪/୪ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସେବାସ୍ତମ୍ଭ ମିଳିତ ଭାବେ ସମ୍ବିଧାନ ପ୍ରନେତା ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।ଏହି ଅବସରରେ ଜିଲ୍ଲା ସେବାସ୍ତମ୍ଭ୍ ପକ୍ଷରୁ ଦଣ୍ଡମାଲା ସାହିସ୍ଥିତ ବ୍ବା ସାହେବ୍ ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଠାରେ ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ Continue Reading
Top Stories
By Our Correspondent Bhubaneswar, Apr 14 :The 135th birthday of Dr. B. R. Ambedkar was celebrated with great reverence and enthusiasm at CSIR-IMMT, Bhubaneswar, in the presence of around 300 participants, including 100 students from various schools across Bhubaneswar. The event commenced with the inaugural address by Dr.Ramanuj Narayan, Director, CSIR-IMMT, who highlighted Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୪/୪ : ବୌଦ୍ଧ ଜିଲ୍ଲା ରେ ଆଜି ଭାରତ ରତ୍ନ ଡକ୍ଟର ବି. ଆର୍. ଆମ୍ବେଦକରଙ୍କ ଜ଼ିଲ୍ଲାସ୍ତରୀୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ଘ. ୬.୩୦ ମି ସମୟରେ ବୌଦ୍ଧଗଡ଼ ଏନ. ଏ. ସି. ର ସଫେଇ କର୍ମଚାରୀ ମାନେ ସହରର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ ।ବସଷ୍ଟାଣ୍ଡ ଠାରେ ସାମୁହିକ ସଫେଇ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ, ଏନ. ଏ. ସି. ବୌଦ୍ଧଗଡ଼, ଜ଼ିଲ୍ଲା ସୂଚନା ଓ ଲୋକ […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୪/୪ : ପୁଣି ବିଚ ରାସ୍ତାରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଵ୍ୟଵସାୟୀ ଙ୍କୁ ହତ୍ୟା।ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ବିଷ୍ଣୁମୁଣ୍ଡା ଗାଁ ରେ ଘଟିଛି ଏଭଳି ଅମାନବୀୟ ଘଟଣା।ମୃତ ଯୁବକ ଜଣକ ହେଲେ ମନୋଜ ନାଏକ।ବୟସ ପ୍ରାୟ ୫୦ ବର୍ଷ।ସେ ବିଷ୍ଣୁମୁଣ୍ଡା ର ଜଣେ ବାସିନ୍ଦା।ତେବେ ଆଜି ନିଜ ଘର ନିକଟ ପୋଲ ଉପରେ ତାଙ୍କ ଦୋକାନ ପାଖରେ ବସିଥିବା ବେଳେ ପଛରୁ ଆସି ଟାଙ୍ଗିଆରେ ହାଣୀ ହତ୍ୟା କରିଛି ଦୁର୍ବୁତ୍ତ।ତେବେ ହତ୍ୟା Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୧୪/୪ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର କଟକ ନଗର ଶାଖା ଆଜି ଭାରତ ରତ୍ନ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜନ୍ମବାର୍ଷିକୀକୁ ଓଡ଼ିଶା ହାଇକୋର୍ଟ ନିକଟରେ ତାଙ୍କ ପ୍ରତିମୂର୍ତ୍ତିରେ ଏକ ଗମ୍ଭୀର ଏବଂ ପ୍ରେରଣାଦାୟକ କାର୍ଯ୍ୟକ୍ରମ ସହିତ ପାଳନ କରିଛି।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ୱୟଂସେବକଙ୍କ ଉତ୍ସାହୀ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା, ଯେଉଁମାନେ ଭାରତୀୟ ସମ୍ବିଧାନର ସ୍ଥପତି ଏବଂ ସାମାଜିକ ନ୍ୟାୟର ଜଣେ Continue Reading