କଟକ,୧୬/୫: ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହିତ ରାଜାଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ବି ଖାରଜ ହୋଇଛି। ମାନସ ବାରିକ, ଉତ୍କଳ ଦାସ, ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣପାଡ଼ିଛି।ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ବ୍ୟାପକ ଆର୍ଥିକ ଅନିୟମତତା ହୋଇଥିବା ନେଇ ସଂସ୍ଥାର ତତ୍କାଳୀନ ସଭାପତି ଓ ସମ୍ପାଦକଙ୍କୁ ଗିରଫ କରିଥିଲେ। ପରେ ତଦନ୍ତ ବେଳେ ଏହି Continue Reading
ଭୁବନେଶ୍ୱର, ୧୬/୫ : ଗୋଟିଏ ପଟେ ଭାରତ ସହିତ ନୀବିଡ଼ ସମ୍ପର୍କ, ଆଉ ଗୋଟେ ଭାରତର ଚୀର ଶତ୍ରୁ ପାକିସ୍ତାନକୁ ଯୁଦ୍ଧାସ୍ତ୍ର ଯୋଗାଇ ପିଠିରେ ଛୁରୀ ଭୁଶି ଥିବା ତୁର୍କୀକୁ ଏବେ ସବୁଆଡ଼ୁ ବୟକଟ୍ କରାଯାଉଛି । ଭାରତୀୟ ବ୍ୟବସାୟୀମାନେ ସ୍ୱତଃପ୍ରତ ଭାବେ ତୁର୍କୀ ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରୁଛନ୍ତି । ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଉତ୍ପନ୍ନ ହୋଇଛି । ଆଉ ତୁର୍କୀ ସେଓ ବିକିବେନି ବୋଲି ଫଳ ବ୍ୟବସାୟୀମାନେ କହିଛନ୍ତି ।ଭଦ୍ରକର ଜଣେ […]Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୬/୫ : ନୟାଗଡ଼ ଜିଲ୍ଲାରେ ଭାରତୀୟ ସେନାବଳର ସମ୍ମାନ ଓ ମନୋବଳ ବୃଦ୍ଧି ସହିତ ଭାରତର ସୁରକ୍ଷା ଜଣାଇବାକୁ “ପରାକ୍ରମ ଶୋଭାଯାତ୍ରା”ର ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ତିନିବାହିନୀର ବୀର ଯବାନଙ୍କୁ କୃତଜ୍ଞତା ଭାବ ପ୍ରକାଶ କରି ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ମୋଟରସାଇକେଲ ଶୋଭାଯାତ୍ରା ନୟାଗଡ଼ ସହର ଦୁର୍ଗାପ୍ରସାଦ ପଡ଼ିଆ ଠାରୁ ସକାଳ ୮ଘଟିକାରେ ଆରମ୍ଭହୋଇ ପୂରୁଣା ସହର ସ୍ଥିତ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସହର Continue Reading
ବରଗଡ଼,୧୬/୫ : ବରଗଡ ସହର ଉପକଣ୍ଠ ହଳଦୀପାଲି ଛକରେ ଏକ ହୁଣ୍ଡାଇ କ୍ରେଟା ଗାଡି ଭିତରେ ଶୁକ୍ରବାର ସକାଳୁ ଜଣେ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ମୃତ ଯନ୍ତ୍ରୀ ହେଲେ, ଚଦ୍ର ଶେଖର ଝାଡ଼ିଆ ।ସେ ବରଗଡ଼ ଜିଲା ବରପାଲି ବ୍ଲକରେ କାର୍ଯ୍ୟରତ ଥିଲେ। ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ଜଳି ପୋଡି ଯାଇଥିବା ପରିଲକ୍ଷିତ ହୋଇଛି। ସେହିପରି କାରରେ ଲାଗିଥିବା ଏସି ଖରାପ ଥିବା ଯୋଗୁଁ ଏସି ସଟସର୍କିଟ ଯୋଗୁଁ ତାଙ୍କ […]Continue Reading
ବିଶ୍ୱ ଭୁଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୬/୫ : ନୟାଗଡ ଜିଲ୍ଲା ଓକିଲ ସଂଘର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ନୟାଗଡ଼ ଜଜସିପ ପ୍ରଶାସନିକ ଦାୟିତ୍ୱ ରେ ଥିବା ଓଡିଶା ଉଚ୍ଚନ୍ୟାୟାଳୟ ନ୍ୟାୟାଧୀଶ ଜଷ୍ଟସ ଚିତ୍ତରଞ୍ଜନ ଦାଶ ଯୋଗଦେଇ ଥିଲେ ।ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଜଷ୍ଟିସ ଦାଶ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଚରଣ ରେ ପ୍ରଦୀପ ପ୍ରଜ୍ଜଳନ କରିଵା ପରେ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ସଭାପତି ଶ୍ରୀ ରଣଜିତ ଦାଶ ସମ୍ପାଦକ ଶ୍ରୀ ସ୍ବଦେଶ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ ୧୬/୫ : ଅପରେସନ ସିନ୍ଦୁରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ଆଜି ବୌଦ୍ଧ ଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ବିଧାୟକ, ବୌଦ୍ଧ ତଥା ମୁଖ୍ୟ ସଚେତକ, ବିଧାନସଭା, ଓଡିଶା ସରକାର ସବୁଜ ପତାକା ଦେଖାଇ ବାଇକ ରାଲିର ଶୁଭ ଉଦଘାଟନ କରିଥିଲେ।ଭାରତୀୟ ସେନାର ଅଦମ୍ୟ ସାହସକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପରାକ୍ରମ ଶୋଭାଯାତ୍ରାରେ ସମାଜର ସବୁ ବର୍ଗର ନାଗରିକଙ୍କ ସହ Continue Reading
By Akshya Rout JAJPUR, May 16 : Korei BJP Worker was organised on Thursday at Byasangar In Jajpur District to celebrate the success of Operation Sindoor, carried out to avenge the death of 26 tourists in the dastardly terrorist attack in Pahalgam area of Jammu and Kashmir on April 22. MLA Akash das Nyak attended […]Continue Reading
By Subrat Sarangi Angul, May 15: In a remarkable tribute to India’s armed forces and national unity, Jindal Steel & Power (JSP) organized a grand Triranga Yatra at its Angul plant to celebrate the resounding success of Operation Sindoor, a historic and strategic mission that showcased the exceptional professionalism, discipline, and courage of the Indian […]Continue Reading
By Swagatika Mohapatra Berhampur, May 15 : To mark World Red Cross and Red Crescent Day, TPSODL (TP Southern Odisha Distribution Limited), in collaboration with MKCG Medical College & Hospital and SOCH – A voluntary Organisations of MKCG MCH students, organized a blood donation camp at the premises of MKCG Medical College, Berhampur. The event […]Continue Reading
ଭୁବନେଶ୍ୱର, ୧୫/୫ : ଉଚ୍ଚ ଶିକ୍ଷାରେ ନାମ ଲେଖା ପାଇଁ ସାମାଜିକ ଓ ଆର୍ଥିକ ଅନଗ୍ରସର (SEBC) ପାଇଁ ସଂରକ୍ଷଣ ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଦୂର କରିଛନ୍ତି । ଜାତିଭିତ୍ତିକ ସଂରକ୍ଷଣ ୫୦ ପ୍ରତିଶତରୁ ଆଗକୁ ଟପିବନି ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି Continue Reading




