Home Posts tagged ODISHA (Page 232)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୪/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ବୁଧବାର ୩୦ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣର ଆଜି ଥିଲା ଶେଷଦିନ ଥିଲା ।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ୬ ତାରିଖ ଦିନ ମା’ ମାନେ ନିଜ ନିଜ ପୀଠ କୁ ପ୍ରତ୍ୟାବର୍ତନ କରୁଥିବାରୁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ସମେତ ସମଗ୍ର Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୪/୬ : ଗତ ରାତି ତଥା ଜୁନ୍ ୩ ତାରିଖ ରାତି ପ୍ରାୟ ୯-୩୦ ମିନିଟ ସମୟରେ, ପାରଳାଖେମୁଣ୍ଡି ପୋଲିସ ଷ୍ଟେସନର ସବ-ଇନ୍ସପେକ୍ଟର ପ୍ରଫୁଲ୍ଲ ଜଗାରଙ୍ଗା , ପିଏସ୍ ଷ୍ଟାଫ୍ ସହିତ ଡାକ୍ତର ବଞ୍ଜେରୀ ଗ୍ରାମ ଅଞ୍ଚଳରେ ରାତି ପାଟ୍ରୋଲିଂ କରୁଥିବା ସମୟରେ ଦୁଇ ଜଣ ଯୁବକଙ୍କୁ ସନ୍ଦେହ କରି ଅଟକାଇ ଥିଲେ।ସନ୍ଦିଗ୍ଧ ବ୍ୟକ୍ତିମାନେ ଓଡ଼ି-୧୮ ଏଚ – ୧୬୧୩ ନମ୍ୱର୍ ବିଶିଷ୍ଟ ପଞ୍ଜିକରଣ ନମ୍ବର ଥିବା ଗାଡ଼ିରେ ପାରଳାଖେମୁଣ୍ଡି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୪/୬ : ବୌଦ୍ଧ ସାଧାରଣନିର୍ବାଚନ ସରିବାର ଠିକ ଏକବର୍ଷ ପରେ ଆଜି ବୌଦ୍ଧ ବିଜେଡି ଆପଣେଇଛି ନୂଆ ରଣ କୌଶଳ କ୍ଷ ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଗୁରୁତ୍ୱ ଦେଈ ଆପଣେଇଛି ନୂଆ ସାଙ୍ଗଠନିକ ରଣନୀତି ।ଆଜି ବାମଣ୍ଡା ମେଗାନର୍ସରୀ ଠାରେ ବୌଦ୍ଧ ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ବାଚସ୍ପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାଧାରଣ ବୈଠକରେ ହରଭଙ୍ଗା ବ୍ଲକ ସଭାପତି ଭାବେ ହରଭଙ୍ଗା ବ୍ଲକର Continue Reading
Odisha News
ଭୁବନେଶ୍ୱର,୪/୬: ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ରାଜସ୍ୱ ପ୍ରଶାସନର ମେରୁଦଣ୍ଡ । ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ କ୍ଷତହସିଲଦାରଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ । ଆଜି ଲୋକସେବା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ତଥା କର୍ମଶାଳାରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ମୁଖ୍ୟମନ୍ତ୍ରୀ Continue Reading
Odisha News
ଭୁବନେଶ୍ୱର, ୪/୬ : ଲଘୁ ଖଣିଜ ଚୋରା ଚାଲାଣ ଉପରେ ଲାଗିବ ରୋକ । ମୋହନ ସରକାର ଏ ନେଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ରାଜସ୍ୱ ବିଭାଗକୁ ପୁନର୍ବାର ଲଘୁ ଖଣିଜ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ମୁଖ୍ୟମନ୍ତ୍ରୀ ମୁତାବକ, ଲଘୁ ଖଣିଜ ଚୋରା ଚାଲାଣକୁ ରୋକିବା ପାଇଁ ସରକାର ଏହି ବିଭାଗର ଦାୟିତ୍ୱ ପୁଣି ଥରେ ରାଜସ୍ୱ ବିଭାଗକୁ ପ୍ରଦାନ କରିବେ […]Continue Reading
Odisha News
କୋରାପୁଟ,୪/୬ : କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିପିଟାଲରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି।ଚିକିତ୍ସିତ ହେଉଥିବା ୫ ରୋଗୀ ରାତିରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଥିବା ବେଳେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଆଇସିୟୁ ରେ ୩ ଜଣ ଓ ୱାର୍ଡରେ ୨ ଜଣ ଏପରିକି ୫ ଜଣଙ୍କ ମୃତୁ ହୋଇଥିବା ଅଭିଯୋଗ […]Continue Reading
Odisha News
ବିଶ୍ୱଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩/୬ : ନୟାଗଡ଼ ଜିଲ୍ଲା ଏବଂ ନୟାଗଡ଼ ସହରରେ ଆମ ଦେଶ ଭାରତ ବର୍ଷ ର ସମ୍ଭିଧାନ ପ୍ରଣେତା ଡଃ.ଭିମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଏଯାବତ୍ ସ୍ଥାପନା ହେଇପାରି ନାହିଁ ସେଥିପାଇଁ ସିନ୍ଦୁରିଆ ସ୍ଥିତ ଡଃ ବି.ଆର୍ ଆମ୍ବେଦକର କ୍ଲବ ସଦସ୍ୟ ମାନେ ମିଳିତ ଭାବେ ବାବା ସାହେବ ଆମ୍ୱେଦକର ଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସର୍ବସମ୍ମତ ଭାବେ ନିଷ୍ପତି କରି ଜିଲ୍ଲପାଳ ଙ୍ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଙ୍କବୌଦ୍ଧ, ୩/୬ : ମଙ୍ଗଳବାର ସନ୍ଧ୍ୟା ଘ.୬.୩୦ ମିନିଟ ସମୟରେ ବୌଦ୍ଧ ସହର ବଗିଚାସାହି ସ୍ଥିତ ମୃତ ଯବାନ ଜିତେନ୍ଦ୍ର ହୋତାଙ୍କ ଘରେ ପହଞ୍ଚି ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଓ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ବୌଦ୍ଧ ବଗିଚାସାହି ନିବାସୀ ସେନା ବାହିନୀର ଯବାନ ଜିତେନ୍ଦ୍ର ହୋତା ଗତକାଲି ହଠାତ୍ ଶାରୀରିକ ଅସୁସ୍ଥତା କାରଣରୁ ମଧ୍ୟ […]Continue Reading
Odisha News
ବିଶ୍ୱ ଭୁଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩/୬: ଗତ ମେ ମାସ ୩୦ ତାରିଖ ଠାରୁ ଚଳିତ ଜୁନ୍ ମାସ ୦୧ ତାରିଖ ପର୍ଯ୍ୟନ୍ତ ୯ମ ଓପନ ଜାତୀୟ ଟାଇକୋଣ୍ଡ କିରୋଗି ଏବଂ ପୁମସାଇ ଚମ୍ପିୟାନସିପ ୨୦୨୫ କଟକର ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଏଥିରେ ନୂଆ ରାଜବାଟି ସ୍ଥିତ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି , ନୟାଗଡ଼ର ୩୨ ଜଣ ଖେଳାଳି ବିଭିନ୍ନ ବର୍ଗର କିରୋଗି ଏବଂ ପୁମସାଇ ଇଭେଣ୍ଟ ରେ ଉଭୟ ବାଳକ […]Continue Reading
Top Stories
By Our Correspondent Puri, Odisha, Jun 3 : In a major enforcement action, Nilkamal’s Legal Team, in coordination with local police authorities, successfully raided two shop-cum-manufacturing units in Puri that were illegally producing and selling counterfeit Neelkamal mattresses. The operation led to the confiscation of over 150 fake mattresses and more than 4,000 Continue Reading