ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୭/୬ : ଆଜି ଗଜପତି ଜିଲା ଗ୍ରସ୍ତରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ , ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ପରିଦର୍ଶନ କରିବା ସହ କେତେକ ଯୋଜନା କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଏବଂ ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରି ଫେରି ଯାଇଛନ୍ତି ।ମନ୍ତ୍ରୀ ଶ୍ରୀ ନାୟକ କାଶୀନଗର […]Continue Reading
BY AKSHYA ROUT JAJPUR, JUN 7 : Higher education, sports and youth affairs minister Suryabanshi Suraj taking a review meeting in Jajpur on Saturday. The meeting, among MP Rabindra behra,MLA Himanshu sekhar Sahoo ,MLA Sujuta Sahoo , Collector P Anvesha Reddy & SP Yash Pratap Shrimal & others top officials of the district.Continue Reading
ଭୁବନେଶ୍ୱର, ୭/୬ : ଆସନ୍ତା ୨୦ ତାରିଖରେ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବେ । ଆସନ୍ତା ଜୁନ୍ ୧୨ ନୁହେଁ ୨୦ ତାରିଖରେ ମୋଦୀ ଆସିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ରାଜ୍ୟରେ ବିଜେପି ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରଥମ ବାର୍ଷିକୀ ପାଳନ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସିବେ।ଆସନ୍ତା ଜୁନ୍ ୧୨ରେ ମୋହନ ସରକାରଙ୍କୁ ବର୍ଷେ ପୂରିବ। ଏନେଇ […]Continue Reading
ଭୁବନେଶ୍ୱର, ୭/୬: ଦେଶକୁ ମାଓ ମୁକ୍ତ କରିବାକୁ ଆରମ୍ଭ ହୋଇଥିବା ଅଭିଯାନ ସଫଳତାର ସହିତ ଆଗେ ଚାଲିଛି । ଗୋଟିଏ ପରେ ଗୋଟିଏ ମାଓ ନେତାଙ୍କୁ ଖୋଜି ଖୋଜି ନିପାତ କରୁଛନ୍ତି ସୁରକ୍ଷାବାହିନୀ । ଏହି କ୍ରମରେ ହାର୍ଡକୋର୍ ମାଓନେତା ଭାସ୍କର ଓରଫ୍ ମଇଲାରାପୁ ଆଡ଼େଲୁ ନିପାତ ହୋଇଛି । ଛତିଶଗଡ଼ ବୀଜାପୁର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ ଟପ୍ କ୍ୟାଡର ଭାସ୍କର ନିହତ ହୋଇଛି । ଏ ନେଇ ବସ୍ତର ରେଞ୍ଜ […]Continue Reading
By A.K. Rout Jajpur, Jun 7 : The Bharatiya Janata Party (BJP) on Thursday organised a district-level workshop and workers’ meeting at Kuakhia in Jajpur district to highlight the achievements of the double engine government — marking 11 years at the Centre and one year in Odisha. Addressing the gathering, BJP leaders said the golden […]Continue Reading
ପ୍ରକାଶ ପାଣିଗ୍ରାହୀଙ୍କ ରିପୋର୍ଟବ୍ରହ୍ମପୁର, ୭/୬ : କିଛି ଘରୋଇ କମ୍ପାନୀଙ୍କ ସ୍ଵାର୍ଥ ପାଇଁ ଗଞ୍ଜାମ ଜିଲ୍ଲାର ଜୀବନ ରେଖା ରୂପେ ପରିଚିତ ଋଷିକୁଲ୍ୟା ନଦୀ ଆଜି ବିପଦପୂର୍ଣ୍ଣ ହେବାକୁ ଯାଉଛି । ବର୍ତ୍ତମାନ ସରକାର ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କାରେ ଏକ ବଡବନ୍ଧ ବାନ୍ଧି କମ୍ପାନୀମାନଙ୍କୁ ପାଣି ଦେବାକୁ ଯେଉଁ ଉଦ୍ୟମ କରୁଛନ୍ତି, ତାକୁ ପ୍ରତିହତ କରିବାକୁ ଜିଲ୍ଲାବାସୀ ଆଗଭର ହେବା ଉଚିତ ବୋଲି ଭାରତର ବିଶିଷ୍ଟ ପରିବେଶବିତ୍ ମେଧା ପାଟେକାର Continue Reading
ଭୁବନେଶ୍ବର, ୬/୬ : ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪ଟି ପ୍ରସ୍ତାବକୁ ଉପରେ ବାଜିଛି ମୋହର ।ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହରୀ ବିକାଶା ଯୋଜନାକୁ ମିଳିଛି ଅନୁମୋଦନ । ଯାହାର ଲକ୍ଷ୍ୟ ହେଉଛି ବିକଶିତ ଓଡିଶା ଅ ୨୦୩୬ ଲକ୍ଷ୍ୟ ସହିତ ସହରୀ ବିକାଶ ପାଇଁ ଏକ ସମନ୍ବିତ ଆଭିମୁଖ୍ୟ ସହିତ ସହରୀ ଭିତ୍ତିଭୂମିକୁ ସୁଦୃଢ Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୬/୬: ଆଜି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ଦ୍ବାରା ଏକ ପ୍ରସ୍ତୁତି ବୈଠକ ଆହ୍ବାନ କରାଯାଇଥିଲା ।ଏଥିରେ ପ୍ରତ୍ୟେକ ବ୍ଲକ ଓ ଏନ.ଏ.ସି. ଅଂଚଳର ଅଧିକାରୀ , ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀର ସଭାପତି ଓ ସଂପାଦକ, ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ବେଚ୍ଛାସେବୀ ସଂଗଠନ ଓ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ ।ଏହି ସଭାରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀମତୀ ତପତିରାଜ୍ ସଭାପତିତ୍ୱ କରିଥିଲେ Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୬/୬ : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଚଳିତ ୨୦୨୫ ବର୍ଷର ୧୭ ତମ ବାର୍ଷିକ ବରୁଣେଇ ରଜ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ମାନ୍ୟବର ବିଧାୟକ , ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ନିଜ ଅଭିଭାଷଣରେ କହିଲେ ଯେ ରଜ ମହୋତ୍ସବ ଖୋର୍ଦ୍ଧାର ଗୋଟିଏ Continue Reading
Oben Electric Enters Eastern India with Bhubaneswar Showroom, Marks Presence in 26 Cities Nationwide
By Our Correspondent Bhubaneswar, 6 Jun : Oben Electric, an R&D-driven homegrown electric motorcycle manufacturer, has made its foray into Eastern India with the launch of its showroom and service center in Bhubaneswar, Odisha. This strategic expansion brings Oben Electric’s national footprint to 37 showrooms across 26 cities, marking a significant step toward the Continue Reading




