ଭୁବନେଶ୍ୱର, ୩/୪ : ଆମେ ସିଆଇଡି ଅଧିକାରୀ । ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଅନୁଷ୍ଠାନରେ ବେଆଇନ କାର୍ଯ୍ୟ ଏବଂ ଋଣ ପରିଶୋଧ ହୋଇନଥିବା କହି ଲୁଟୁଥିଲେ ଟଙ୍କା ।ଭୁବନେଶ୍ୱର କମିଶନରେଟ୍ ପୋଲିସ ୮ ଜଣ ନକଲି ସିଆଇଡି ଅଧିକାରୀଙ୍କର ପର୍ଦ୍ଦାଫାସ୍ କରିଛି । ଚନ୍ଦ୍ରଶେଖପୁର ପୋଲିସ ସମସ୍ତଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୪ ମହିଳା ଏବଂ ୪ ପୁରୁଷ ରହିଛନ୍ତି ।ଗିରଫ ଅଭିଯୁକ୍ତମାନେ ହେଲେ ପୂଜା ବେହେରା, ପ୍ରତିମା ପରିଡ଼ା, ଅନପୂର୍ଣ୍ଣା ପଣ୍ଡା, ଜେମାମଣୀ Continue Reading




