Home Posts tagged ODISHA (Page 157)
Odisha News
ଭୁବନେଶ୍ୱର, ୨୦/୧: ରାଜଧାନୀର ପ୍ରମୁଖ ଜନ ଗହଳିପୂର୍ଣ୍ଣ ୧ ନଂ ହାଟରେ ନିଆଁ ଲାଗି ସବୁ କିଛି ଧ୍ୱଂସ ହୋଇଯାଇଛି । ନିଆଁ ବ୍ୟାପିବାର ପ୍ରମୁଖ କାରଣ ପ୍ଲାଷ୍ଟିକ୍ ଥିଲା ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି । ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇସାରିଛି ।ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଏବଂ କମିଶନର ଚଞ୍ଚଳ ରାଣା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର ନେଇ ମେୟର କ୍ଷୋଭ ପ୍ରକାଶ କରିଛନ୍ତି । ସେହିପରି […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୧୯/୧: ଚଳିତ ବର୍ଷ ଜାତୀୟ ସଡକ ସୁରକ୍ଷା ମାସ ଜାନୁୟାରୀ ୧ ରୁ ୩୧ ତାରିଖ ମଧ୍ୟରେ ପାଳିତ ହେଉଛି। ବର୍ତମାନ ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ବଢ଼ି ବଢ଼ି ଚାଲିଛି।ବିଦ୍ୟାଳୟର ପିଲାମାନଙ୍କ ସହିତ ସମସ୍ତ ଜନସାଧାରଣଙ୍କୁ ସଚେତନତା କରି ସଡ଼କ ଦୁର୍ଘଟଣା ହ୍ରାସ କରିବା କାର୍ଯ୍ୟକ୍ରମର ଲକ୍ଷ୍ୟ।ସ୍ଥାନୀୟ ସିଆଳିଆ ପାଟଣା ନିକଟ ଖୋର୍ଦ୍ଧା ଆଦର୍ଶ ବିଦ୍ୟାଳୟରେ ଜୁନିୟର ରେଡ଼କ୍ରସ୍ ଆନୁକୂଲ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷା Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୯/୧ : ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମକ୍ରମେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଧର୍ମଶାଳା ରୁ ପୁରି ଅଭିମୁଖେ ଜଗନ୍ନାଥ ଧାମ ତୀର୍ଥ ଯାତ୍ରା କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଉତ୍ସବ ଜାରକା ସ୍ଥିତ ମହୋତ୍ସବ ପଡିଆ ରୁ ଆରମ୍ଭ ହୋଇଛି।ମୁଖ୍ୟ ଅତିଥି ଭାବେ ବ୍ରହ୍ମଗିରିର ବିଧାୟିକା ଉପାସନା ମହାପାତ୍ର ସମ୍ମାନୀତ ଅତିଥ ଭାବେ ଯାଜପୁର ସାଂସଦ ଡ. ରବିନାରାୟଣ ବେହେର, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର , Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୯/୧: ଦିବା ୧୨ ଘଟିକା ସମୟରେ ଜ଼ିଲ୍ଲା ସଂଗ୍ରହାଳୟ ପରିସରରେ ବନ୍ଦେ ମାତରମ ର ୧୫୦ ତମ ବାର୍ଷିକୀ ର ଜ଼ିଲ୍ଲା ସ୍ତରୀୟ ଉତ୍ସବ ଅବସରରେ ସାମୁହିକ ବନ୍ଦେ ମାତରମ ଗାନ ଏବଂ ଆତ୍ମ ନିର୍ଭର ଭାରତ ସ୍ବଦେଶୀ ସଂକଳ୍ପ ପାଠ କରାଯାଇଥିଲା ।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର, କ୍ରୀଡା ବିଭାଗ ଜ୍ୟୋତି ରଞ୍ଜନ ଭୁଏ, ଡେପୁଟି କଲେକ୍ଟର, ସାଧାରଣ ବିଭାଗ […]Continue Reading
Top Stories
By Tapaswini Sahoo Bhubaneswar, Jan 19 : 17 athletes from Odisha AM/NS India Kho Kho High Performance Centre (HPC) delivered an outstanding performance at the 58thSenior National Kho Kho Championship, held at Kazipet Railways Stadium, Telangana during   January11-15, 2026. The Odisha Women’s Team made the state proud by emerging as the runner up in the […]Continue Reading
Odisha News
କେନ୍ଦୁଝର,୧୯/୧ : କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍ ହୋଇଛି। ଦୁର୍ୱୃତ୍ତମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୫ କୋଟିରୁ ଊଦ୍ଧର୍‌ବ ଟଙ୍କାର ସୁନା ଅଳଙ୍କାର ସହ ୮ଲକ୍ଷ ନଗଦ ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ମିଳିଥିବା ସୂଚନା ମୁତାବକ, ୫ଟି ବାଇକ୍‌ରେ ୬ଜଣ ଦୁର୍ୱୃତ୍ତ ଆସି ବ୍ୟାଙ୍କରେ ପଶି ଥିଲେ। ପରେ ଦୁର୍ୱୃତ୍ତମାନେ Continue Reading
Odisha News
ଭୁବନେଶ୍ୱର,୧୯/୧ : ସୋମବାର ଓ ବୁଧବାର ରାତିରୁ ଲଗାତାର ଦୁଇଟି ପଶ୍ଚିମାଝଡ଼ ଉତ୍ତର ପଶ୍ଚିମ ଭାରତକୁ ପ୍ରଭାବିତ କରିବ ।ଏହାର ପ୍ରଭାବରେ ଓଡ଼ିଶା ସମେତ ପୂର୍ବ ଭାରତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ରାତି ତାପମାତ୍ରା ବଢ଼ିଲେ ଶୀତ କମିଯିବ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ ଡିଗ୍ରୀ ଉପରେ ରହିପାରେ । ପୁରୀରେ ପାରଦ ୧୬ ଡିଗ୍ରୀ, ଭଦ୍ରକ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୧୯/୧: ସାମାଜିକ ଜୀବନରେ ଭାଙ୍ଗିଯାଉଥିବା ଭାଇଚାରାକୁ ଫେରାଇ ଆଣିବାର ସଂକଳ୍ପ ନେଇ ବରିଷ୍ଠ ନାଗରିକ ମଞ୍ଚ, ଖୋରଧା ଏହାର ଷଷ୍ଠ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠାନ ପରିସରରେ ପାଳନ କରିଅଛି ।ଅନୁଷ୍ଠାନର ୩୫୦ରୁ ଉର୍ଦ୍ଧ୍ୱ ସଦସ୍ୟା/ସଦସ୍ୟ ଉତ୍ସବରେ ଯୋଗ ଦେଇଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି, ପ୍ରଦୀପ ପ୍ରଜ୍ୱଳନ ଓ ଭକ୍ତି ସଙ୍ଗୀତରେ ଆରମ୍ଭ ହୋଇଥିବା ଉତ୍ସବରେ Continue Reading
Top Stories
By Tapaswini Sahoo Bhubaneswar/Odisha, Jan 18 : The CSIR–Institute of Minerals and Materials Technology (CSIR-IMMT) has entered into a research and development agreement with Hindustan Copper Limited (HCL) to explore the recovery of critical minerals including Rare Earth Elements, Trace Elements and Copper from Copper Ores, Concentrates, and Tailings. The project was Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୧୮/୧: ଜିଲ୍ଲା ସଦର ମହକୁମା ଟିଏଲସି ରୋଡ଼ ବି ଡି ଏ ପଡ଼ିଆରେ , ଓରମାସ ,ମିଶନ ଶକ୍ତି ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ସପ୍ତଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ମହୋତ୍ସବ ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ନିଜ ଅଭିଭାଷଣରେ କହିଲେ ଯେ ଗ୍ରାମୀଣ ଉତ୍ପାଦ ର ଚାହିଦାକୁ ବିଶ୍ୱ […]Continue Reading