Home Posts tagged ODISHA (Page 130)
Odisha News
ପାରାଦୀପ,୫/୧୧ : ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପର ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଧର୍ମମାସ କାର୍ତ୍ତିକର ଶେଷ ଦିନ, ଆଜିର ଦିନରେ ବୋଇତ ବନ୍ଦାଣର ପରମ୍ପରା ରହିଛି।ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଇଛନ୍ତି।ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଇତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୧୧ : ମଙ୍ଗଳବାର ଅପରାନ୍ହ ୪ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ବୌଦ୍ଧ ବ୍ଲକ ଅନ୍ତର୍ଗତ ବଘିଆପଡା ଗ୍ରାମ ପଞ୍ଚାୟତକୁ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ପରିଦର୍ଶନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାପାଳ ଶ୍ରୀ ନାୟକ କନକ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗ୍ରାମରେ ହୋଇଥିବା ଏକ କଂକ୍ରୀଟ ରାସ୍ତା କାମ ଦେଖିଥିଲେ ।ସେହିପରି ଏରେଡା ଗ୍ରାମରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ନିର୍ମିତ Continue Reading
Odisha News
ଭୁବନେଶ୍ଵର, ୪/୧୧ : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଅବଧି ବୃଦ୍ଧି ହୋଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।ଫର୍ମପୂରଣ ଅବଧି ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ପରିଷଦ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ ଡ଼ଃ ପ୍ରଶାନ୍ତ କୁମାର ପରିଡ଼ା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି।ବିନା ଜରିମାନାରେ ଉଭୟ କଳା,ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା Continue Reading
Top Stories
By Subrat Sarangi Bhubaneswar, Nov 4 : The Odisha Operations of ArcelorMittal Nippon Steel India (AM/NS India)has won the prestigious “Champion (Outstanding) Award” in the ‘Water Management’ category under the Steel Sector at the19th EXCEED EnvironmentAward 2025, held in Bhubaneswar on October 31, 2025. This recognition celebrates the company’s exemplary efforts in Continue Reading
Odisha News
ଭୁବନେଶ୍ୱର, ୪/୧୧: ଆସନ୍ତା ୭ ତାରିଖରେ ବଙ୍କିମଚନ୍ଦ୍ର ଚଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’କୁ ୧୫୦ ବର୍ଷ ପୂରଣ କରିବ । ଏହି ଅବସରରେ ସାରା ରାଜ୍ୟରେ ଶ୍ରଦ୍ଧାର ସହିତ ଏହି ଦିନକୁ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ବନ୍ଦେ ମାତରମକୁ ଗାନ କରିବେ । ଏଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ଉଭୟ ଉଚ୍ଚ ଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି Continue Reading
Top Stories
By Khetrbasi Mahakud Bhubaneswar, Nov. 4: Wildlife officials in Odisha’s Keonjhar district on Monday confirmed the presence of tiger pugmarks in the Machhagada area, located under the Patana forest range near the Karanjia boundary, sparking renewed interest in the movement of big cats across northern Odisha’s forest corridors. According to forest officials, a patrolling Continue Reading
Odisha News
ନୂଆପଡ଼ା, ୪/୧୧: ନୂଆପଡ଼ାରେ ଯାଞ୍ଚ ହୋଇଥିଲା ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିମାନ । ନବୀନଙ୍କ ବିମାନ ଏବଂ ହେଲିକପ୍ଟରକୁ ଯାଞ୍ଚ କରିଥିଲେ ନିର୍ବାଚନ କମିଶନ ।ଆଦର୍ଶ ଆଚରଣବିଧି ଅନୁସାରେ ବିମାନ ଏବଂ ହେଲିକପ୍ଟର ଯାଞ୍ଚ ହୋଇଥିବା ସୂଚନା ମିଳିଛି । ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ସାମିଲ ହେବାକୁ ଯାଇଥିବା ବେଳେ ନିର୍ବାଚନ ଆଚରଣବିଧି ଅଧାରରେ ଅନୁଧ୍ୟାନ କରିଥିଲେ ଅଧିକାରୀ । ଏ ନେଇ ନୂଆପଡ଼ା ଜିଲ୍ଲାପାଳ ମଧ୍ୟ ‘ଏକ୍ସ’ରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୩/୧୧ : ଆଜି ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।ଜିଲ୍ଲାପାଳ ଶ୍ରୀ ଋତୁରାଜ କହିଲେ ଯେ ପଲ୍ଲୀରେ ପ୍ରଶାସନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବା ଦ୍ବାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ହିତାଧିକାରୀ ମାନଙ୍କୁ ବହୁ ମାତ୍ରାରେ ଉପଲବ୍ଧ ହେଉଛି Continue Reading