Home Posts tagged ODISHA (Page 130)
Odisha News
କୋଣାର୍କ,୧୯/୭: ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ୩ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଦୁର୍ବୃତ୍ତମାନେ ନାବାଳିକାଙ୍କ ଦେହରେ ନିଆଁ ଲଗାଇଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।Continue Reading
Odisha News
ବାଲେଶ୍ୱର, ୧୯/୭: ଭାରସାମ୍ୟ ହରାଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌। ତେବେ ଏହି ଦୁର୍ଘଟଣା ଫଳରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।ସମସ୍ତ ଆହତ ଉଦ୍ଧାର କରାଯାଇ ବାଲେଶ୍ବର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଭୁବନେଶ୍ବରରୁ କୋଲକତା ଅଭିମୁଖେ ଯାଉଥିବା ବେଳେ ଏନ୍‌ଏଚ୍‌-୬୦ ବସ୍ତା ଥାନା ଜୁଣବଳଦା ନିକଟରେ ଏପରି ଦୁର୍ଘଟଣା ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି।ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ଏକ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୯/୭: ଶୁକ୍ରବାର ଅପରାହ୍ନରେ ଖୋର୍ଦ୍ଧା ସଦର ମହକୁମା ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ମାନ୍ୟବର ସାଂସଦ, ଭୁବନେଶ୍ୱର ଶ୍ରୀମତୀ ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଏବଂ ମାନ୍ୟବର ବିଧାୟକ ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ତୈଳ ନିଗମ (ଆ ଓ ସି ଏଲ) ପାଣ୍ଠି ପ୍ରୋତ୍ସାହନରେ ଖୋର୍ଦ୍ଧା ଜିଲ୍ଲାର ଦିବ୍ୟାଙ୍ଗ ଲିଙ୍ଗରାଜ ନାୟକ,ଶୋଭନ ମୋଲାଲ, ସୁଜାତା Continue Reading
Odisha News
ଭୁବନେଶ୍ଵର, ୧୮/୭ : ରାଜ୍ୟ କଂଗ୍ରେସ ଏକ ବଡ଼ ଘୋଷଣା କରିଛି । କଂଗ୍ରେସ ଭବନରେ ଖୁବଶୀଘ୍ର ମହିଳାଙ୍କ ପାଇଁ ଖୋଲିବ ଅଭିଯୋଗ ପ୍ରକୋଷ୍ଠ ଏବଂ ଲଞ୍ଚ କରିବ ସ୍ୱତନ୍ତ୍ର ଆପ୍ । ଏହା ସହିତ ଆସନ୍ତା ୨୪ ତାରିଖରେ ଏଫ୍ ଏମ୍ କଲେଜ ମୃତ ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିବସ ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।ଭକ୍ତ ଦାସ କହିଛନ୍ତି, ଆସନ୍ତା ୨୪ ତାରିଖରେ […]Continue Reading
Odisha News
ମୟୁରଭଞ୍ଜ, ୧୮/୭: ମୟୁରଭଞ୍ଜର ବାରିପଦାରୁ ଧରାପଡ଼ିଥିବା ଅନ୍ତଃରାଜ୍ୟ ବାଘଛାଲ ଚାଲାଣ ରାକେଟ୍‌ର ତଦନ୍ତ ବେଳେ ପଦାକୁ ଆସିଛି ସାଙ୍ଘାତିକ୍ ତଥ୍ୟ । ଗିରଫ ହୋଇଥିବା ଶିକ୍ଷକ ଓ ତାନ୍ତ୍ରିକ ଏହି ରାକେଟ୍‌ର ମୁଖ୍ୟ କାର୍ପଟ୍ଦାର ଥିଲେ ।ଉଭୟ ବଶୀକରଣ ଆଳରେ ଶତାଧିକ ମହିଳାଙ୍କ ଶୋଷଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଭିଯୁକ୍ତ ତାନ୍ତ୍ରିକର ମୋବାଇଲ୍ରୁ ମହିଳାମାନଙ୍କ ଶତାଧିକ ଆପତ୍ତିଜନକ ଫଟୋ ଓ ଭିଡିଓ ମିଳିବା ପରେ ଘଟଣାଟି ନୂଆ ମୋଡ଼ ନେଇଛି ।ଘଟଣା Continue Reading
Odisha News
ଭୁବନେଶ୍ୱର, ୧୮/୭: ଆସନ୍ତା ୨୧ ତାରିଖ ପର୍ଯଁନ୍ତ ରାଜ୍ୟରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ ଓ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଆଜି ବର୍ଷା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, Continue Reading
Odisha News
ଭୁବନେଶ୍ୱର, ୧୭/୭: ଭୁବନେଶ୍ୱରର ଲୋକ ସେବା ଭବନରେ କନଭେନସନ ସେଣ୍ଟରରେ ଦୁଇ ଦିନିଆ ଜାତୀୟ ଉତ୍ତମ ପ୍ରଶାସନିକ ଅଭ୍ୟାସ ସମ୍ମିଳନୀ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ମିଳିତ ଭାବରେ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ସହଯୋଗପୂର୍ଣ୍ଣ, ପ୍ରଯୁକ୍ତିବିଦ୍ୟା-ସକ୍ଷମ ଶାସନ ପାଇଁ ସ୍ୱର ସ୍ଥାପନ କରିଥିଲେ।ମୁଖ୍ୟମନ୍ତ୍ରୀ କାଗଜବିହୀନ ବଜେଟିଂରୁ ଡିଜିଟାଲ Continue Reading
Odisha News
ସମ୍ୱଲପୁର, ୧୭/୭ : ପୁଣି ଜଣେ ଛାତ୍ରୀ ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ବାଲେଶ୍ୱର ପରେ ଏବେ ସମ୍ୱଲପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବାଲେଶ୍ୱରରେ ଛାତ୍ରୀଙ୍କ ଆତ୍ମହୁତି ଘଟଣା ରାଜ୍ୟବାସୀଙ୍କ ମନରୁ ଲିଭି ନଥିବା ବେଳ ଏବେ ଆଉ ଗୋଟିଏ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଜଣେ ୨୦ ବର୍ଷିୟ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯାଇଥିବା ନେଇ ଗୋଟିଏ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି ।ତେବେ ଏହି ଘଟଣାରେ ଜିଏମ ବିଶ୍ଵବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ […]Continue Reading
Odisha News
ଭୁବନେଶ୍ୱର,୧୭/୭: ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ଓ ବିକ୍ଷୋଭ ଦେଖାଦେଇଛି। ଏହି ଘଟଣାରେ କଂଗ୍ରେସ ଆଜି ସାରା ରାଜ୍ୟରେ ଓଡ଼ିଶା ବନ୍ଦ ଡାକରା ଦେଇଛି। ତେବେ ଆନ୍ଦୋଳନ ଚାଲିଥିବା ଭିତରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ବଡ଼ ବୟାନ ଦେଇଛନ୍ତି। ସେ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିବା ସହ ଦାବି ନ ଶୁଣିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ମଧ୍ୟ କହିଛନ୍ତି।ସୋଫିଆ ସରକାରଙ୍କୁ କଡ଼ା Continue Reading