କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୪/୭ : ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବମ ସୁକନ୍ୟା ସମୃଦ୍ଧି ଯୋଜନା ର ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଧରିତ୍ରୀ ପ୍ରଧାନ ପ୍ରାକ ସୂଚନା ପ୍ରଦାନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା ଏବମ ସ୍ୱଳ୍ପ ସଞ୍ଚୟ କିପରି ବଡ ଧନ ରାଶି ରେ ପରିଣତ ହୋଇଥାଏ […]Continue Reading
By Ganesha Kumar Raju Paralakhemundi, Jul 24 : An awareness programme was organized today at M.R. Boys’ High School , Paralakhemundi, by the District Legal Services Authority (DLSA), Gajapati. The event focused on the Sexual Harassment of Women at Workplace (Prevention, Prohibition and Redressal) Act (commonly known as the POSH Act) and sensitization on Continue Reading
କଟକ,୨୪/୭: କଳାହାଣ୍ଡି ଜିଲା ଧର୍ମଗଡ଼ ଉପ-ଜିଲାପାଳ ଧୀମାନ ଚକ୍ମାଙ୍କୁ ଗୁରୁବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଫଳରେ ଓଇଝ ଚକ୍ମାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଓଇଝ ଚକ୍ମାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।ସୂଚନା ଯୋଗ୍ୟ, ୨୦୨୧ ବ୍ୟାଚ୍ ଆଇଏଏସ ତଥା ଧର୍ମଗଡ଼ ଉପ-ଜିଲାପାଳ ଧୀମାନ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ Continue Reading
ଭୁବନେଶ୍ୱର,୨୪/୭: ମହିଳାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ବଡ଼ ସୂଚନା ନେଇଛନ୍ତି। ଆଜିଠାରୁ କଂଗ୍ରେସ ଭବନରେ ଏକ ୨୪ ଘଣ୍ଟିଆ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି। ଯେକୌଣସି ମହିଳା ଅଭିଯୋଗ ପ୍ରକୋଷ୍ଠକୁ ଆସି ‘ନାରୀ ନ୍ୟାୟ’ ପୋର୍ଟାଲରେ ନିଜ ନାମ ପଞ୍ଜୀକରଣ କରିପାରିବେ। ଏପରିକି ମେଲ୍ କରି କିମ୍ବା କ୍ୟୁଆର୍ କୋଡ୍ ସ୍କାନ କରି ଅଭିଯୋଗ କରିପାରିବେ।ଶୁକ୍ରବାରଠାରୁ ଏହି ଆପ୍ କାର୍ୟ୍ୟ କରିବ, ଏପରିକି ଖୁବ ଶୀଘ୍ର ଟୋଲ ଏକ Continue Reading
ଭୁବନେଶ୍ୱର, ୨୪/୭ : ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି) ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ଗୁରୁବାର ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।ତାଙ୍କ ବିରୁଦ୍ଧରେ ଜ୍ଞାତ ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ଗୁରୁବାର ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟରେ ହାଜର କରାଯିବ।ଭୁବନେଶ୍ୱରର ବିଏମସିର ନିର୍ବାହୀ ଯନ୍ତ୍ରୀ ପଟ୍ଟନାୟକଙ୍କ ସମ୍ପତ୍ତି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୭ : ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ ଭାବନା ସଭାଗୃହରେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନର ସମୀକ୍ଷା କରିବା ସହିତ ଆଗକୁ କ’ଣ କ’ଣ ପଦକ୍ଷେପ ନେଲେ ନିର୍ବାଚନ ସୁରୁଖୁରରେ ହୋଇପାରିବ ଏବଂ ଲୋକମାନେ ଏଥିରେ ବହୁମାତ୍ରାରେ ଭାଗନେଇ ନିଜର ଯୋଗ୍ୟ ପ୍ରତିନିଧି ଚୟନ କରି Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୩/୭ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ତଥା କଲେକ୍ଟୋରେଟ ଭିତରେ ଆଜି ମିଶନ ଶକ୍ତି ବିଭାଗ ଅନ୍ତର୍ଗତ ଗୋଷାଣୀ ବ୍ଲକ୍ ଜଙ୍ଗଲାପାଡୁ ଗ୍ରାମର ମା ମଙ୍ଗଳା ଶକ୍ତି ମହିଳା ସ୍ୱୟଂ ସହାୟକ ଗ୍ରୁପ୍ ପକ୍ଷରୁ “ସୁଭଦ୍ରା ଶକ୍ତି କାଫେ” କ୍ୟାଣ୍ଟିନ ଶୁଭାରମ୍ଭର ଉଦଘାଟିତ ହୋଇଯାଇଛି ।ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରିବନ୍ କାଟି ଉଦଘାଟନ Continue Reading
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୩/୭ : ଯାଜପୁରର ନୂତନ ଜିଲ୍ଲାପାଳ ଭାବେ ଅମ୍ବର କୁମାର କରକୁ ନିଯୁକ୍ତି ଦିଆଯାଇଛି। ଶ୍ରୀ କର ପୂର୍ବରୁ ଅବକାରୀ ବିଭାଗର ସ୍ଵତନ୍ତ୍ର ସଚିବ ସହ ଓଏସବିସିଏଲର ପରିଚାଳନା ନିର୍ଦେଶକ ଭାବେ ଦାୟିତ୍ଵରେ ଥିଲେ।ଯାଜପୁର ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀଙ୍କୁ ଅବକାରୀ କମିସନର ଭାବେ ନିଯୁକ୍ତି ଦିଆଯାଇଛି।Continue Reading
By Akshaya Pattnaik Keonjhar, July 23 : ArcelorMittal Nippon Steel India (AM/NS India) inaugurated a Digital Skill Centre in Barbil, Keonjhar as part of its Corporate Social Responsibility (CSR) initiative Project ‘Daksh’. The Digital Skill Centre, setup in collaboration with NASSCOM Foundation, aims to enhance the employability of local youth by providing essential Continue Reading
ଭୁବନେଶ୍ୱର, ୨୩/୭: କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନାକାରୀଙ୍କ ପ୍ରଥମ ଇଙ୍ଗିତ ବା ଶବ୍ଦକୁ ନାଁ କୁହନ୍ତୁ । ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ । ଅଧିକାରୀ ପାଇଁ ସ୍ୱର ଉଠାଇବା ଅପରାଧ ନୁହେଁ । ଯୌନ ଶୋଷଣ ବିରୁଦ୍ଧରେ ସରକାର ପ୍ରତିବଦ୍ଧ ଅଛନ୍ତି । ନ୍ୟାୟ ନିଶ୍ଚିତ ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ୟ୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ ୨୦୧୩ ସମ୍ପର୍କରେ ଲୋକ Continue Reading




