Home Posts tagged ODISHA (Page 112)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୫/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର କୋଟଗଡ ବନାଞ୍ଚଳରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ରେ ୩ ରଥ ନିର୍ମାଣ ପାଇଁ ରଥକାଠ କୁ ଶନିବାର ପୁରୀ ପଠାଗଲା ।୪୦ ଫୁଟ ଲମ୍ବ ୩ ଫୁଟ ଗୋଲେଇ ୨୩ଗୋଟି ଢ଼ଉ ଗଣ୍ଡିକାଠ ଯାହାର ପରିମାଣ ୬୦୦ସିପ୍ଟ । ବନବିଭାଗ ର ପୂର୍ବ ପ୍ରସ୍ତୁତି ଅନୁଯାଇ ଆଜି ଏହି କାଠ ବୋଝେଇ ଟ୍ରକ ଟିକୁ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିର […]Continue Reading
Top Stories
By Subrat Sarangi Bhubaneswar/Odisha, April 25:ArcelorMittal Nippon Steel India (AM/NS India) marked an important milestone in digital livelihood empowerment with certification ceremonies for 800 trainees under its flagship CSR initiative, Project ‘Daksh’, across locations in Paradeep, Keonjhar, Kendrapara, and Barbil.Implemented in partnership with Nasscom, the program Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୫/୪ : ଖୋରଧା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ଜୟୀ ରାଜଗୁରୁ (ଟାଉନ ହଲ୍) ଠାରେ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ ଯୋଗଦେଇ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ଵ ଦେଇଥିଲେ। ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ବିକାଶରେ ମହିଳାଙ୍କ ସହଭାଗିତାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ମହିଳା ମାନେ ସଚେତନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୫/୪ : ଶନିବାର ଦିନ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରୁ ୩ ଗୋଟି ଅଳଙ୍କାର ଚୋରିକୁ ନେଇ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।ଅଭିଯୋଗ ଅନୁଯାୟୀ ପୁରୀ ଜଗନ୍ନାଥଙ୍କ ମନ୍ଦିରର ରତ୍ନ ଭଣ୍ଡାର ଗଣତି ମଣତି ଚାଲିଥିବା ବେଳେ ତିନୋଟି ରତ୍ନ ଅଳଙ୍କାର ନିଖୋଜ ବା ଚୋରୀ ହୋଇଥିବା ନେଇ ନ୍ୟାୟ ମୁର୍ତ୍ତି ବିଶ୍ବନାଥ ରଥ ବିଭିନ୍ନ ଗଣ ମାଧ୍ୟମରେ […]Continue Reading
Odisha News
ଦେବଗଡ଼,୨୫/୪ : ଦେବଗଡ଼ ଗସ୍ତରେ ଆସି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାରତ ସରକାର ତଥା ସମ୍ବଲପୁର ଲୋକ ସଭା ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନ, ଗ୍ରାମ୍ୟଉନ୍ନୟନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ବିଧାୟକ ରୋମାଞ୍ଚ ରଞ୍ଜନ ବିଶାଳ ଶନିବାର ନୂତନ କେନ୍ଦ୍ରୀୟ ବିଦ୍ୟାଳୟ, ଦେବଗଡ଼ ମହାବିଦ୍ୟାଳୟରେ ଛାତ୍ରୀଛାତ୍ର ନିବାସକୁ ଶୁଭ ଉଦ୍‌ଘାଟନ, ମଡେଲ ଶ୍ମଶାନ ପ୍ରଧାନପାଟଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ପରେ ପରେ ପ୍ରଧାନପାଟ ବଡ଼ବଗିଚାଠାରେ ସାଧାରଣ ସଭାରେ Continue Reading
Odisha News
ବ୍ରହ୍ମପୁର ,୨୫/୪ : ପ୍ଲଟ ବ୍ୟବସାୟୀ ସୁଧୀରଙ୍କୁ କିଏ କରିଲା ହତ୍ୟା ? କାହିଁକି କରିଲେ ହତ୍ୟା ? ସମ୍ପତ୍ତି ଭଗବଣ୍ଟା ନୁହେଁ, ବରଂ ପ୍ରେମକୁ ନେଇ ବିବାଦ । ଝିଆରୀ ଜଣେ ଯୁବ ବ୍ୟବସାୟୀଙ୍କୁ ବିବାହ ହେବାକୁ ଚାହୁଁଥିବା ବେଳେ ଦାଦା ଏହାକୁ କରୁଥିଲା ବାରଣ ।ଅନ୍ୟ ଜାଗାରେ ଭଲ ପ୍ରସ୍ତାବ ଦେଖି ବିବାହ କରିବାକୁ ଚାହୁଁଥିଲେ । ଯାହାକୁ ନେଇ ବିବାଦ ହୋଇଛି । ଏହି ବିବାଦରୁ ଅପହରଣ, ଆଉ ଅପହରଣ ପରେ ହତ୍ୟା […]Continue Reading
Odisha News
ଉଦଳା, ୨୪/୪ : ଆଜିର ସ୍ୱାର୍ଥପର ସମାଜରେ ଯେଉଁଠାରେ ମଣିଷ ମଣିଷଙ୍କୁ ଠକୁଛି, ସେଠାରେ ଏକ ବୁଲା କୁକୁର ‘କାଳୀ’ ଦେଖାଇଦେଲା ସ୍ନେହ, ଭଲପାଇବା ଓ ତ୍ୟାଗର ଅର୍ଥ। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଡିହିରାକୁଳ ଗ୍ରାମରେ ଘଟିଥିବା ଏହି ଘଟଣା ସମସ୍ତଙ୍କ ହୃଦୟକୁ ଛୁଇଁଛି।ସୋମବାର ସକାଳେ ଶ୍ରୀ ଜଗନ୍ନାଥ ଶିଶୁ ବିଦ୍ୟାମନ୍ଦିରର ୩୦ରୁ ଅଧିକ କୁନି ଛାତ୍ରଛାତ୍ରୀ ବିଦ୍ୟାଳୟ ବାହାରେ ବସି ପାଠ ପଢୁଥିଲେ। ସେତେବେଳେ ହଠାତ୍ ଏକ ବିଷାକ୍ତ ସାପ ସେମାନଙ୍କ ଦିଗକୁ Continue Reading
Odisha News
ଭୁବନେଶ୍ୱର, ୨୪/୪ : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତାତିରେ ଆଉଟୁ ପାଉଟୁ ରାଜ୍ୟ । ଖରାର ପ୍ରକୋପରେ ବର୍ତ୍ତିବା ମୁସ୍କିଲ୍ । ଆଉ ଏହି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଗଣଶିକ୍ଷା […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୪/୪ : ଗୁରୁଜଙ୍ଗ-ଉଇଲକିଶନ ନଗର ନୂତନ ନିର୍ମାଣଧୀନ ଓଭରବ୍ରିଜ ତଳ ପାଲଟିଛି ନର୍କକୁଣ୍ଡ । ଗୁରୁଜଙ୍ଗର ଦୁଇଟି ୱାର୍ଡର ଶୌଚାଳୟ ଓ ଡ୍ରେନ୍ ପାଣି ଏଠାରେ ଭାସିବା ଯୋଗୁଁ ପ୍ରାୟ ୨୦ ଖଣ୍ଡ ଗାଁ ଲୋକଙ୍କ ଲାଗି ସମସ୍ୟା ପାଲଟିଛି ଏହି ରାସ୍ତା ।ତେଣୁ ଏହି ରାସ୍ତାର ଏକ ସ୍ଥାୟୀ ସମାଧାନ ଦାବିରେ ଆଜି ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଅଭିଯୋଗ ଅନୁସାରେ, ଗୁରୁଜଙ୍ଗ-ଉଇଇକିଶନ ନଗର ରାସ୍ତାର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୪/୪ : ଗୁରୁବାର ଅପରାହ୍ନ ପାଞ୍ଚ ଘଟିକା ସମୟରେ ପୁରୁଣାକଟକ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ପୂର୍ବତନ ସାଂସଦ ମନ୍ତ୍ରୀ ବିଜୁ ଜନତାଦଳ କନ୍ଧମାଳ ସଭାପତି ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଏବଂ ପୂର୍ବତନ ମନ୍ତ୍ରୀ ବିଷ୍ନୁପ୍ରିୟା ବେହେରା ହରଭଙ୍ଗା ବ୍ଲକ ବିଜୁ ଜନତାଦଳ ନେତୃ ମଣ୍ଡଳୀଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ଓ ସାଙ୍ଗଠନିକ ଆଲୋଚନା କରିଥିଲେ ।ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରି ଓଡ଼ିଶାର ହିତ ଏବଂ ଓଡ଼ିଆଙ୍କ Continue Reading