Home Posts tagged ODISHA (Page 110)
Top Stories
By Tapaswini Sahoo Bhubaneswar, Aug 16: ArcelorMittal Nippon Steel India (AM/NS India) observed the 79th Independence Day with pride and enthusiasm across its operational sites in Odisha.  At the Paradeep Pellet Plant, Shri Suresha G, Executive Director, Odisha Asset, AM/NS India, hoisted the National Flag in the presence of employees andcommunity members hailing from Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୬/୮ : ଯାଜପୁର ଜିଲ୍ଲା ସଦର ମହକୁମା ଠାରେ ୭୯ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପ୍ରଶାସନିକ ଭବନ ପଡିଆ ଠାରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଅଛି ।ଏହି ଜାତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ବର କୁମାର କର ଜାତୀୟ ପତାକା ଉତ୍ତୋଳନ ଓ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟାନ୍ୟ ବୀର ସ୍ଵାଧୀନତା […]Continue Reading
Odisha News
ଭୁବନେଶ୍ୱର,୧୫/୮: ୭୯ତମ ସ୍ବାଧୀନତା ଦିବସ ଅବସରରେ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଟି. କମ୍ଭପପାଟି, ମନ୍ତ୍ରୀମାନେ, ବରିଷ୍ଠ ଅଧିକାରୀ ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଗରିବ କଲ୍ୟାଣ ଅନ୍ନ ଯୋଜନା Continue Reading
Top Stories
By Mamata Mahapatra Odisha, Aug 15 :  District level tribal village development campaign, training and workshop on proper management, development and proper investment of community resources was held at Nayagarh Panchayat Samiti Meeting Hall  Today, a training and workshop on the management, development and proper utilization of village community resources under Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୪/୮ : ଗୁରୁବାର ସକାଳ ୯ ଘଣ୍ଟା ସମୟରେ ବୌଦ୍ଧ ସହର ଟୁଟୁସିଙ୍ଗା ମହାନଦୀ ବ୍ରିଜ ଛକ ନିକଟରୁ ହର ଘର ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୪/ ୮ : ଆଜି ନୟାଗଡ଼ ଜିଲ୍ଲା ସ୍ତରୀୟ ଧରିତ୍ରୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ଗ୍ରାମର ଗୋଷ୍ଠୀ ସମ୍ବଳର ସୁପରିଚାଳନା , ବିକାଶ ଓ ସୁ-ବିନିଯୋଗର ଏ ପ୍ରଶିକ୍ଷଣ ତଥା କର୍ମଶାଳା ଯାହା ଜଙ୍ଗଲ ଅଧିକାର ନୀୟମ-୨୦୦୬ ଉପରେ ପର୍ଯ୍ୟବେଷିତ , ନୟାଗଡ଼ ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ତହସିଲଦାର , ଅତିରିକ୍ତ ତହସିଲଦାର ,ସହକାରୀ ବନ ସରଂକ୍ଷକ ,ରେଂଜର , […]Continue Reading
Odisha News
ପୁରୀ, ୧୪/୮ : ଯେଉଁମାନେ ଜୀବତ ଅଛନ୍ତି ସେମାନଙ୍କୁ ସୁଭଦ୍ରା ସହାୟତାର ସମସ୍ତ କିସ୍ତି ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯେଉଁମାନଙ୍କୁ ମୃତ ଦର୍ଶା ଯାଇଛି ତାହା ପୋର୍ଟାଲ ତ୍ରୁଟି ।ଜୀବତ ମହିଳାଙ୍କୁ ମୃତ ଦର୍ଶାଇବା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଇ-କେୱାଇସି ବେଳେ ଏକ ବୈଷୟିକ ତ୍ରୁଟି ଯୋଗୁଁ ପ୍ରାୟ ୧୭୦୦ ମହିଳାଙ୍କୁ ମୃତ ଦର୍ଶା ଯାଇଛି ।ଆସନ୍ତା ଅଗଷ୍ଟ ୧୫ ତାରିଖ ପରେ Continue Reading
Top Stories
By Sushant Kumar Dalai Bhubaneswar, August 14: Alarmed by a recent surge in student suicides, the Odisha Higher Education Department has announced a state-wide initiative — the ‘Safe Campaign’ — to promote mental well-being and create a more supportive campus environment. The programme, higher education minister Suryabanshi Suraj said on August 13, will cover all […]Continue Reading
Odisha News
ନୂଆଦିଲ୍ଲୀ/ଭୁବନେଶ୍ବର, ୧୪/୮ : ସ୍ୱାଧୀନତା ଦିବସ ଅବସରରେ ଦେଶରେ ବୀରତା ଏବଂ ସେବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧,୦୯୦ ଜଣ ପୁଲିସ, ଅଗ୍ନିଶମ, ହୋମଗାର୍ଡ, ନାଗରିକ ପ୍ରତିରକ୍ଷା ଏବଂ ସୁଧାର ସେବା କର୍ମଚାରୀଙ୍କୁ ସାହସିକତା ତଥା ସେବା ପଦକ ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏହି ସମ୍ମାନ ଦେଶ ସେବାରେ ସାହସିକତା ଏବଂ ସମର୍ପଣ ଭାବ ପ୍ରଦର୍ଶନ କରିଥିବା ବ୍ୟକ୍ତି ବିଶେଷଙ୍କୁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୪/୮ : ବୁଧବାର ପୂର୍ବାହ୍ନ ୯.୦୦ ଘଟିକାରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ହର ଘର ତିରଙ୍ଗା ଏକ ବିଶାଳ ରାଲି ଜିଲ୍ଲାପାଳ ଶ୍ରୀ ଆମ୍ରିତ୍ ରୁତୁରାଜଙ୍କ ପୌରହିତ୍ୟରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଜୟୀ ରାଜଗୁରୁ ଟାଉନ୍ ହଲ ପର୍ଯ୍ୟନ୍ତ ଯାଇଥିଲା।ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଆଇନ, ପୂର୍ତ୍ତ , ଅବକାରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଲେ ଦେଶ ମାତୃକାର ସେବାରେ ସମସ୍ତ ଜନସାଧାରଣଙ୍କୁ Continue Reading