କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୩/୧୧ : ରାଜ୍ୟରେ ମହଙ୍ଗା ହେଲା ଘରୋଇ ବସ୍ରେ ଯାତ୍ରା। ବଢ଼ିଲା ବିଭିନ୍ନ ବର୍ଗର ବସ୍ ଭଡ଼ା। ସାଧାରଣ ବସ୍ଠାରୁ ଆରମ୍ଭ କରି ଏସି ଓ ସୁପର ପ୍ରିମିୟମ୍ ବସ୍ ଯାଏଁ ଭଡ଼ା ବୃଦ୍ଧି କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ଭଡ଼ା ଲାଗୁ ହେବା ପରେ ସାଧାରଣ ଯାତ୍ରୀଙ୍କ ପକେଟ୍ ଉପରେ ଅଧିକ ବୋଝ ପଡ଼ିବ।ନୂଆ ଦର ଅନୁଯାୟୀ, ସାଧାରଣ ବସ୍ରେ କିଲୋମିଟର […]Continue Reading




