
ଭୁବନେଶ୍ୱର,୫/୩: ରାଜ୍ୟରେ ରାଜ୍ୟର ୩ ପ୍ରମୁଖ ସହରରେ ବନ୍ଦ ରହିଥିବା ପୌର ନିର୍ବାଚନ ପୁଣି ଥରେ ଆଶା ବଢ଼ିଛି । ସମ୍ବଲପୁର, ରାଉରକେଲା ଏବଂ ପୁରୀରେ ହେବ ପୌର ନିର୍ବାଚନ । ହାଇକୋର୍ଟଙ୍କ ଶୁଣାଣି ଶେଷ ହେବା ପରେ ପୌର ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ଗତ ୧୧ ବର୍ଷ ହେଲା ରାଜ୍ୟର ଦୁଇ ପ୍ରମୁଖ ସହର ସମ୍ବଲପୁର ଏବଂ ରାଉରକେଲାରେ ପୌର ନିର୍ବାଚନ ବନ୍ଦ ରହିଛି […]Continue Reading