
ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’, ମାସକୁ ପାଇବେ ୨୦୦୦ ଟଙ୍କା ଲେଖାଏଁ ସହାୟତା
ଭୁବନେଶ୍ୱର,୧୪/୨: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବରିଷ୍ଠ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ତୁଷ୍ଟୀକରଣ ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା’ ନାମକ ଏହି ଯୋଜନାରେ ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରମାନେ ମାସକୁ ୨ରୁ ଅଢ଼େଇହଜାର ଟଙ୍କା ଲେଖାଏଁ ସହାୟତା ପାଇବେ। ଏବେ କେବଳ ବରିଷ୍ଠ ବୁଣାକାରଙ୍କ ମାସିକ ୫୦୦ଟଙ୍କା ଭତ୍ତା ମିଳୁଛି। ଯାହାକୁ ରାଜ୍ୟ ସରକାର ଏବେ Continue Reading