Home Posts tagged Odisha Ganjam
Odisha News
ଗଞ୍ଜାମ, ୭/୧୧ : ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାରେ ବନ୍ୟାଞ୍ଚଳ ବୁଲି ଦେଖିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି ।ନବୀନ ବନ୍ୟାଞ୍ଚଳ ପରିଦର୍ଶନ କରିବା ସମୟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେପଟେ ତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ “ନବୀନ ଗୋ ବ୍ୟାକ୍” ନାରା ଲେଖାଥିବା ପୋଷ୍ଟର ଦେଖିବାକୁ ମିଳିଛି । ଏହା ପୂର୍ବୁର ବନ୍ୟା ସମୟରେ “ନବୀନ ମିସିଂ” ବୋଲି ଲେଖାଯାଇଥିଲା ।ନବୀନ ଆଜି Continue Reading
Odisha News
ଗଞ୍ଜାମ, ୮/୪ : ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବଡ଼ ଧରଣର ଦୁର୍ନୀତି । ୨ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ । ଦୁର୍ନୀତି ନିବାରଣ ବିଭାଗ ଟିମ୍ ୫ ଜଣଙ୍କୁ ଏକକାଳୀନ ଗିରଫ କରିଛି ।ସେମାନଙ୍କ ମଧ୍ୟରେ କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ରର ୪ ଜଣ କର୍ମଚାରୀ ଏବଂ ବେଗୁନିଆପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀ ଅଛନ୍ତି ।ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି କୋଦଳା ଡାକ୍ତରଖାନାର ବରିଷ୍ଠ ସହକାରୀ ଜତୀନ କୁମାର […]Continue Reading