![](https://odishanewsonline.com/wp-content/uploads/2024/07/CM_1721908017.jpg)
ଭୁବନେଶ୍ବର, ୨୫/୭ : ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି । ବଜେଟର ପ୍ରଥମ ପର୍ଯ୍ୟାୟର ସେ କୃଷି ବଜେଟ ସଂପର୍କରେ ଘୋଷଣା କରିଛନ୍ତି ।କୃଷି ଓ ଅନୁଷଙ୍ଗିକ କ୍ଷେତ୍ର ହେଉଛି ରାଜ୍ୟର ପ୍ରମୁଖ ନିଯୁକ୍ତିପ୍ରଦାନକାରୀ କ୍ଷେତ୍ର । ୨୦୨୩-୨୪ ଆର୍ଥିକ ୨୪୮୨୯ କୋଟି ୨୦୨୪-୨୫ରେ ୩୬% ବୃଦ୍ଧି କରି ୩୩୯୧୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଧାନକ୍ରୟ ବ୍ୟସ୍ଥାକୁ […]Continue Reading