
ଭୁବନେଶ୍ୱର, ୨୦/୩ : ଆଜି ହେଉଛି ଓଡ଼ିଆ ମାନଙ୍କ ତଥା ପ୍ରତିଟି ଗରିବ ଓ ଧନି ବ୍ୟକ୍ତି ଙ୍କ ପ୍ରଥମ ପସନ୍ଦ ଥିବା ପଖାଳ ଦିବସ। ଯେତେବେଳେ କଥା ଖାଦ୍ୟ ର ଆସେ ସେ ଧନୀ ହେଉ କିମ୍ବା ଗରିବ , ଖରା ହେଉ କିମ୍ବା ଶୀତ ଅଥବା ଦିନ ହେଉ କି ରାତି ପ୍ରତ୍ୟେକ ଟି ଓଡ଼ିଆର ପ୍ରଥମ ପସନ୍ଦ ହୋଇଥାଏ ପଖାଳ। ପ୍ରତ୍ୟେକ ଓଡ଼ିଆ ମାନକ ଗର୍ବ ଏବଂ ସ୍ୱାଭିମାନ ହେଉଛି ପଖାଳ। ପଖାଳ […]Continue Reading