Home Posts tagged odisha cabinet clears it policy
Odisha News
ଭୁବନେଶ୍ବର, ୧୯/୭ : ରାଜ୍ୟ କ୍ୟାବିନେଟ୍ ମଙ୍ଗଳବାରଦିନ ରାଜ୍ୟ ଆଇଟି ପଲିସୀ ୨୦୨୨କୁ ଅନୁମୋଦନ କରିଛି । ସୂଚନା ପ୍ରଯୁକ୍ତି ଭିତ୍ତିକ ଶିଳ୍ପ ପାଇଁ ଓଡ଼ିଶାକୁ ଏକ ପସନ୍ଦଯୋଗ୍ୟ ରାଜ୍ୟରେ ପରିଣତ କରିବାକୁ ଓ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଏହି ନୀତିରେ ବ୍ୟବସ୍ଥା କରାଯାଇଛି ।ଏହି ନୀତି ଅନୁସାରେ ଆଇଟି ପାର୍କ ଗୁଡ଼ିକ ପାଇଁ ସ୍ବତନ୍ତ୍ର ପ୍ରେତ୍ସାହନର ବ୍ୟବସ୍ଥା ରହିଛି । ସେହିପରି ପୁଞ୍ଜି ନିବେଶ ଓ ସୁଧ ରିହାତି ପ୍ରଦାନ କରାଯିବ ।ଇନକୁବେସନ […]Continue Reading
Seo wordpress plugin by www.seowizard.org.