Home Posts tagged odisha budget
Odisha News
ଭୁବନେଶ୍ବର, ୮/୨ : ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ୍ ଉପସ୍ଥପାନ କରିଛନ୍ତି । ନିଜର ବଜେଟ ଉପସ୍ଥାପନ ବେଳେ ସେ କହିଛନ୍ତି ଯେ ଓଡ଼ିଶା ୧୦୦ ନିୟୁତ ଡଲାର ଅର୍ଥନୀତିରେ ପରିଣତ ହୋଇଛି ।୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତରେ ପହଞ୍ଚିଛି, ଯାହାକି ଜାତୀୟ ହାରଠାରୁ ୧ ପ୍ରତିଶତ […]Continue Reading
Odisha News
ଭୁବନେଶ୍ବର,୨୮/୩: ଆସନ୍ତା ୨୦୨୨-୨୩ ବର୍ଷ ପାଇଁ ରାଜ୍ୟ ସରକାର ୨ଲକ୍ଷ କୋଟିରୁ ଉଦ୍ଧ୍‌ôର୍ ଟଙ୍କାର ବଜେଟ ପ୍ରସୃତ କରିଛନ୍ତି । ୪ମାସ ଲାଗି ବାର୍ଷିକ ବଜେଟର ପାଖାପାଖି ୫୦ ପ୍ରତିଶତ ଅର୍ଥାତ ୧ ଲକ୍ଷ ୪ ହଜାର କୋଟି ଟଙ୍କାର ଖର୍ଚ୍ଚ ହିସାବକୁ ରବିବାର ଦିନ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ କମିଟି ମୋହର ମାରିଛନ୍ତି। ଆସନ୍ତା ୩୦ ତାରିଖରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ପ୍ରସ୍ତାବିତ ଏହି ବଜେଟ୍ ଉପସ୍ଥାପନା କରିବେ।୨୦୨୧-୨୨ ବଜେଟ Continue Reading
Seo wordpress plugin by www.seowizard.org.