Home Posts tagged odisha breaking news (Page 6)
Odisha News
ଭୁବନେଶ୍ବର,୩/୭ : ଗୁରୁବାର ଦିନ ରାଜ୍ୟରେ ଆଉ ୨ଜଣ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର‌୍ୟ୍ୟନ୍ତ ୨୯ ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରେ ସୂଚନା ପ୍ରଦାନ କରାଯାଇଛି ।ମୃତକଙ୍କ ମଧ୍ୟରୁ ୬୬ବର୍ଷର ଜଣେ ପୁରୁଷ ହୋଇଥିବା ବେଳେ ଅନ୍ୟ ଜଣେ ୪୦ ବର୍ଷର ପୁରୁଷ ଉଭୟେ ଗଞ୍ଜାମ ଜିଲ୍ଲାର । ଏମାନଙ୍କ ଭିତରୁ ପ୍ରଥମ ସଂକ୍ରମିତଜଣକ ଉଚ୍ଚ […]Continue Reading
Odisha News
ଭୁବନେଶ୍ବର,୨/୭: ଗୁରୁବାର ଦିନ ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର‌୍ୟ୍ୟନ୍ତ ୨୭ ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ପ୍ରଦାନ କରାଯାଇଛି ।ଉଭୟଙ୍କ ଭିତରୁ ଜଣେ ଗଞ୍ଜାମ ଜିଲ୍ଲାରୁ ଜଣଙ୍କର ହୋଇଥିବାବେଳେ ଅନ୍ୟ ଜଣେ ଅନୁଗୁଳ ଜିଲ୍ଲାର। ଏହା ଅନୁଗୁଳ ଜିଲ୍ଲାର ପ୍ରଥମ କରୋନାଜନିତ ମୃତ୍ୟୁ ମାମଲା । ଏଣେ ଗଞ୍ଜାମ ଜିଲ୍ଲାରେ କରୋନା […]Continue Reading
Odisha News
ଭୁବନେଶ୍ବର,୨/୭: ରାଜ୍ୟରେ ଆଜି ପୁଣି ୨୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏମାନଙ୍କ ଭିତରୁ ୩୬ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ଜଣେ ବି ଅମ୍ଫାନ ବାତ୍ୟାର ଉଦ୍ଧାର କାର‌୍ୟ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା Continue Reading
Seo wordpress plugin by www.seowizard.org.